Browsing Category

ଜିଲ୍ଲା

ତିନି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା ।

ଶେରଗଡ,୧୯/୦୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକ ପାଇଁ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନ କରୁଥିବାରୁ ଅନେକ…
Read More...

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ।

କନ୍ଧମାଳ,୧୯/୦୧(ପିପିଟି):କନ୍ଧମାଳ ଜିଲ୍ଲା ବାସୀଙ୍କ ପିଇବା ପାଣି ସମସ୍ୟା ଦୂରହେବାର ସମ୍ଭବ ହୋଇଛି। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ସଙ୍କୁଲୋଇ ପଞ୍ଚାୟତର ପାଣିଘରା ଠାରୁ ପାଇପ ଯୋଗେ ପାନୀୟ ଜଳ ଅଭିଭକ୍ତ କନ୍ଧମାଳ…
Read More...

ସପ୍ତମ ପଢୁଆ ଝିଅ ମାନସିକ ରୋଗୀ,ଚିକିତ୍ସା ଲାଗି ଅର୍ଥ ବାଧକ ।

ମାଲକାନଗିରି,୧୯/୦୧(ପିପିଟି): ମାଥିଲି ବ୍ଲକ ଅନ୍ତର୍ଗତ ସାଲିମ ଗ୍ରାମର ଗଙ୍ଗାଧର ମାଝୀଙ୍କ ସାନ ଝିଅ ଡାଳିମା ୭ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଦୁର୍ବଳ ହୋଇ ପଡୁଥିବା ବେଳେ…
Read More...

ଏଫସିଆଇ ଶ୍ରମିକଙ୍କ ଧାରଣା ୧୨ ଦିନରେ ପହଞ୍ଚିଲା: ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ।

କନ୍ଧମାଳ,୧୯/୦୧(ପିପିଟି):କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇର ଶ୍ରମିକ ସଂଗଠନ ପକ୍ଷରୁ ସଭାପତି କେଶବ ଚନ୍ଦ୍ର ଦିଗାଲଙ୍କ ନେତୃତ୍ବରେ ଏଫସିଆଇର ସମ୍ମୁଖରେ ଦିଆଯାଇଥିବା ଧାରଣା ବୁଧବାର ୧୨ ଦିନରେ ପହଞ୍ଚିଥିଲେ ମଧ୍ୟ ଗରିବ ଖଟି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୬୦୭।

ଭୁବନେଶ୍ବର ୧୯/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧,୬୦୭ ପଜିଟିଭ ସଂଖ୍ୟା ୧୧,୬୭,୦୯୪ ଚିହ୍ନଟ ହୋଇଛନ୍ତି ୧୦,୭୩,୭୭୭ ଜଣ ସୁସ୍ଥ ହୋଇଥିବା ବେଳେ ୮୪,୭୭୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୯୪ ଜଣଙ୍କର ମୃତ୍ୟୁ…
Read More...

ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ଅପେକ୍ଷାରେ ମଙ୍ଗଳା;ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ସୁବିଧାରୁ ବଞ୍ଚିତ ।

ମାଲକାନଗିରି,୧୮/୦୧(ପିପିଟି): ୬୦ ବର୍ଷର ବରିଷ୍ଠ ନାଗରିକ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଚଳିତ କରିଛନ୍ତି।ତନ୍ମଧ୍ଯରୁ ବାର୍ଦ୍ଧକ୍ଯ ଭତ୍ତା ଅନ୍ଯତମ ।ଓଡ଼ିଶା ସରକାରଙ୍କ ମଧୁ ବାବୁ ପେନସନ ଯୋଜନା ରହିଥିବା…
Read More...

ବଡପଦରରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ।

ମାଲକାନଗିରି,୧୮/୦୧(ପିପିଟି): ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ସହାୟତାରେ ମାଲକାନଗିରି ଜିଲ୍ଲା ଟିଡିସିସି ଆନୁକୂଲ୍ୟରେ, ଆରଏମସି ଓ ଶିଶୁ ଓ ମହିଳା କଲ୍ୟାଣ ସମିତି ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ…
Read More...

କାୟାକଳ୍ପ ଟିମ୍ ର ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ ।

ବେଲଗୁଣ୍ଠା,୧୮/୦୧(ପିପିଟି): ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ୍ ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ ଏବଂ ପରିଚାଳନା ସମ୍ପର୍କିତ ଯାଞ୍ଚ୍ କରିଛନ୍ତି । ଭଞ୍ଜନଗର…
Read More...

ଏନଫୋର୍ସମେଣ୍ଟ ଟିମର ଚଢ଼ାଉ; ୨୦କେଜି ପଲିଥିନ ଜବତ,ଏକ ହଜାର ଟଙ୍କା ଜୋରିମାନା ଆଦାୟ ।

ଭଞ୍ଜନଗର,୧୮/୦୧(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ବଳଭଦ୍ର ଆରୁଖ ନିୟନ୍ତ୍ରିତ ବଜାର କମିଟିର ପିଣ୍ଡି ଛାଡି ପୁଣିଥରେ ଉଠା…
Read More...