Browsing Category

ଜିଲ୍ଲା

ବ୍ୟାପୁଛି ବିଜୁଳି ଆନ୍ଦୋଳନ।

ବୋଲଗଡ଼,୦୩/୦୬(ପିପିଟି): ଦିନକୁ ଦିନ ବର୍ଦ୍ଧିତ ବିଜୁଳି ଦର ଓ ସରକାରଙ୍କ କମ୍ପାନୀ ପ୍ରିତୀ ରେ ଅତିଷ୍ଠ ହେଉଛନ୍ତି ଜନସାଧାରଣ । ଏହି ଅସନ୍ତୋଷକୁ ଆୟୁଧ କରି ରାଜ୍ୟର ତୃଣମୂଳ ସ୍ତରରେ ପହଞ୍ଚିବାକୁ ଚେଷ୍ଟା କରୁଛି ଅରବିନ୍ଦ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୦୮ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୦୩/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୦୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ପୋଚିଲିମାଠାରେ ଜିଲ୍ଲାପାଳଙ୍କ ଦ୍ୱାରା ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ ।

ବ୍ରହ୍ମପୁର,୦୨/୦୬(ପିପିଟି): ହିଞ୍ଜିଳି ତହସିଲ ଅନ୍ତର୍ଗତ ପୋଚିଲିମା ରାଜସ୍ୱ ଅଞ୍ଚଳରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ନୂତନ ରାଜସ୍ୱ ନିରୀକ୍ଷକ ବିଭାଗୀୟ କୋଠା ନିର୍ମାଣ ସହ ଶୁଭ ଉଦଘାଟିତ ହୋଇଯାଇଛି । ଏହି…
Read More...

ସଡ଼କ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର୍ ମୃତ ।

ବେଲଗୁଣ୍ଠା,୦୨/୦୬(ପିପିଟି): ଆଜି ସନ୍ଧ୍ୟା ୫ ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ- ସୋରଡ଼ା ରାସ୍ତାର ମରେଇପାଟ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟର୍ ପ୍ରାଣ ହରାଇଛନ୍ତି । ସୂଚନା ପ୍ରକାରେ…
Read More...

କଳାକାର ମହାସଂଘର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ମୁଁ ଏକା ନୁହଁ, ମୋ ସହିତ ସଂଘ ଅଛି” ।

ବ୍ରହ୍ମପୁର,୦୨/୦୬(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ "ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି" ପରିପ୍ରେକ୍ଷୀରେ ସୁନାମଧନ୍ୟ…
Read More...

ପ୍ରେମିକା ଘରେ ପ୍ରେମିକକୁ ନିର୍ଧୁମ ଛେଚା,ପତା ମିଳୁନି ପ୍ରେମିକର ।

ମାଲକାନଗିରି ,୦୨/୦୬(ପିପିଟି): କାଲିମେଳା ପ୍ରେମିକା ଘରେ ପ୍ରେମିକକୁ ନିର୍ଧୁମ ଛେଚିଲେ ପରିବାର ଲୋକେ।ଏହା ପରେ ପତା ମିଳୁନି ପ୍ରେମିକର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା…
Read More...

ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ ।

ବାଲିଗୁଡା,୦୨/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।…
Read More...

କାର୍ଯ୍ଯନିର୍ବାହୀଙ୍କ ବାସଭବନରେ ନିଆଁ ଲଗାଲେ ଦୁର୍ବୃତ୍ତ ।

ମାଲକାନଗିରି,୦୨/୦୬(ପିପିଟି): ଗତ କାଲି ବିଳମ୍ବିତ ରାତ୍ରରେ ବାଲିମେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସପରିବାରେ ନିଜ ବାସଭବନରେ ଶୋଇଥିବା ବେଳେ କୌଣସି ଦୁର୍ବୃତ୍ତ ମାରିବା ଉଦ୍ଦେଶ୍ଯ ପେଟ୍ରୋଲ ଢାଳି ଅଗ୍ନି ସଂଯୋଗ…
Read More...

ଡକାୟତ ଗ୍ୟାଙ୍ଗର ୧୪ସଦସ୍ୟ ଗିରଫ; ମୋବାଇଲ, ଟଙ୍କା, ଲାପଟପ, ମାରଣାସ୍ତ୍ର ଜବତ ।

ଭଞ୍ଜନଗର,୦୨/୦୬(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସୋରାଦେବୀ ଜଙ୍ଗଲରୁ ବୁଧବାର ରାତିରେ ପୋଲିସ ଏଜ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେଥି ମଧ୍ୟରେ ୧୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ…
Read More...

୪୭ଟି ୫ଟି ବିଦ୍ଯାଳୟକୁ ଉଦ୍‌ଘାଟନ କଲେ ମୁଖ୍ଯମନ୍ତ୍ରୀ ।

ମାଲକାନଗିରି,୦୨/୦୬(ପିପିଟି): ମାଲକାନଗିରି ଜିଲ୍ଲାର ୫୩ଟି ସ୍କୁଲକୁ ୫-ଟି ଅଧୀନରେ ରୁପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିବା ବେଳେ ତନ୍ମମଧ୍ୟରୁ ୪୭ଟି ସ୍କୁଲକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ…
Read More...