Browsing Category

ଜିଲ୍ଲା

କଳମ୍ବ ବିଜେପି କର୍ମୀମାନେ ବିଜେଡି ରେ ଯୋଗ ଦେଲେ।

ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ କଳମ୍ବ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।କଳମ୍ବ ଗ୍ରାମର ବେଲାଳସନ ପ୍ରଧାନ ଓ ନେହୁରୁ…
Read More...

କୋଭିଡ୍ ନିୟମ ପାଳନ କରି ଶକ୍ତି ପୀଠରେ ଦଶମୀ ଓ ପୂଜାମଣ୍ଡପ ଗୁଡିକରେ ନବମୀ ପୁଜା ପାଳନ।

ବୋଲଗଡ଼,୧୪/୧୦(ପିପିଟି): ଧରାପୃଷ୍ଟକୁ ମା' ଆଗମନ କରିଛନ୍ତି, ଘଣ୍ଟ,ଘଣ୍ଟି, ଶଙ୍ଖ,ହରିବୋଲ,ହୁଳହୁଳି, ଧ୍ୱନିରେ ଚହଳ ଖେଳୁଛି ଧରାପୃଷ୍ଟ ।ବୋଲଗଡ଼ ଅଞ୍ଚଳ ରେ ଆଜି ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ…
Read More...

ଦୁର୍ବୃତ୍ତ ମାନେ ପେଟ୍ରୋଲ ଢାଳି ଦୋକାନ ଗୃହକୁ ପୋଡ଼ିଦେଲେ ଓ ଲୁଟିନେଲେ।

ବୋଲଗଡ଼,୧୪/୧୦(ପିପିଟି) : ଗତ କାଲି ବିଳମ୍ବିତ ରାତ୍ରୀରେ ପ୍ରାୟ ୧.୩୦ଘ ହେବ କିଛି ଦୁର୍ବୁତ୍ତ ଅଚାନକ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ବଡପଦର ଗ୍ରାମରେ ଥିବା ସନ୍ତୋଷ ସୁବୁଦ୍ଧି (୪୭)ଙ୍କ ଥିବା ତେଜରାତି ଦୋକାନକୁ ପେଟ୍ରୋଲ ଢ଼ାଳି…
Read More...

କୂଅ ରୁ ଉଦ୍ଧାର ହେଲା ମୃତଦେହ।

ବୋଲଗଡ଼,୧୪/୧୦(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଗୋଡା ଗ୍ରାମରେ ଆଜି ସକାଳୁ କୂଅ ମଧ୍ୟରୁ ଠାବ ହେଲା ମୃତଦେହ । ସୂଚନା ଥାଉ କି ଆଜି ପ୍ରାୟ ଭୋର ୪ ଟା ସମୟରେ ବାବନ ମାଣୀଆ ନାମକ ଜଣେ ବ୍ୟକ୍ତି ଶୌଚ ଯିବା ଅବସ୍ଥା…
Read More...

ରୀତିନୀତିରେ ଶେଷ ହେଲା ମାଆଙ୍କର ମହାଷ୍ଟମୀ ପୂଜା ।

ଭଞ୍ଜନଗର,୧୩/୧୦(ପିପିଟି): ଜଗତ ଜନନୀ ଦେବୀ ମାଆ ଦୁର୍ଗାଙ୍କ ଆଗମନରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଗ୍ରାମ ଠାରୁ ସହର।ଏକ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିଭିନ୍ନ…
Read More...

ବିଜେଡିର ମିଶ୍ରଣ ପର୍ବ।

ପୋଲସରା,୧୩/୧୦(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ଚଣ୍ଡିରାମଚନ୍ଦ୍ରପୁର ଗ୍ରାମ ମଣ୍ଡପ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଦୁଇ ଗୋଟି କମ୍ୟୁନିଟି…
Read More...

ବେଆଇନ ବାଣ ଜବତ, ଦୁଇଜଣ ଗିରଫ।

କବିସୂର୍ଯ୍ଯ ନଗର, ୧୩/୧୦(ପିପିଟି): କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ବଡଖରିଡା ପଞ୍ଚାୟତର ବୀରଜଗନ୍ନାଥପୁର ଗାଁରେ ବେଆଇନ ଭାବେ ଚାଲିଥିବା ବାଣ କାରଖାନା ଉପପରେ ମଙ୍ଗଳବାର ଦିନ ପୁଲିସ ଚଢାଉ କରି ଦେଢ ଲକ୍ଷ ଟଙ୍କାର ବାଣ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ରୋଷେଇ ଗୃହ।

ପୋଲସରା,୧୩/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ବାମୀ ଉଚ୍ଚ ବିଦ୍ୟାଳୟର ରୋଷେଇ ଗୃହ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ। ୨୦୦୭- ୦୮ ଆର୍ଥିକ ବର୍ଷରେ ୬୦୦୦୦ ଟଙ୍କାରେ ରୋଷେଇ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୧୫।

ଭୁବନେଶ୍ବର ୧୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୫। ପଜିଟିଭ ସଂଖ୍ୟା ୧୦,୩୩,୨୮୮ ଚିହ୍ନଟ ହୋଇଛନ୍ତି ୧୦,୧୯,୭୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୬୮ ଜଣଙ୍କର ମୃତ୍ୟୁ…
Read More...

ସ୍ୱଚ୍ଛ ଭରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଉଲୁଣ୍ଡା,୧୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଠାରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ସୋନପୁର, ମାଁ ଭୈରବୀ, ନାଗେଶ୍ୱର. ମାଁ ମଙ୍ଗଲା ଓ ବଜରଙ୍ଗବାଲୀ…
Read More...