Browsing Category

ଜିଲ୍ଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ।

ମୋହନା,୧୬/୧୦(ପିପିଟି): ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ପାଳନ କରାଗଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ  ଉପସ୍ଥିତ ରେ…
Read More...

ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର, ତଣ୍ଟିରେ ଲାଗିଛି ଗଭୀର ଆଘାତ: ତଦନ୍ତ ଅବ୍ୟାହତ ।

କନ୍ଧମାଳ,୧୬/୧୦(ପିପିଟି): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର…
Read More...

ଘଣ୍ଟପାଲିରେ ୩୭ ତମ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ସହକାରେ ପାଳିତ ।

ଉଲୁଣ୍ଡା,୧୬/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୃର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଗ୍ରାମରେ ମା ଦୁର୍ଗାଙ୍କର ଶାରଦୀୟ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଅଙ୍କୁରାରୋପଣ,ବିଲ୍କବରଣ…
Read More...

ମାଲକାନଗିରିରେ ପରିବା,ମାଛ,ମାଂସ ଦର ଆକାଶ ଛୁଆଁ ।

ମାଲକାନଗିରି,ତା:୧୬/୧୦(ପିପିଟି): ମାଲକାନଗିରି ସଦର ମହକୁମାରେ ପରିବା,ମାଛ,ମାଂସ ଦର ଆକାଶ ଛୁଆଁ ।ଅଚାନର ଦର ବୃଦ୍ଧି ଯୋଗୁଁ ଗ୍ରାହାକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି !ହେଲେ ପ୍ରଶାସନ ମୂକ ନାୟକ ସାଜି ସ୍ଥାଣୁ ପାଲଟି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୮।

ଭୁବନେଶ୍ବର ୧୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୮। ପଜିଟିଭ ସଂଖ୍ୟା ୧୦,୩୪,୬୩୪ ଚିହ୍ନଟ ହୋଇଛନ୍ତି ୧୦,୨୧,୧୮୦ ଜଣ ସୁସ୍ଥ ହୋଇଥିବା ବେଳେ ୫,୧୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୮୨ ଜଣଙ୍କର ମୃତ୍ୟୁ…
Read More...

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ଫଳକ ଲାଗିଛି, ହିତାଧିକାରୀଙ୍କୁ ମିଳିନି ଟଙ୍କା ।

କନ୍ଧମାଳ,୧୫/୧୦(ପିପିଟି): ଘର ଆଗରେ ଲାଗିଛି ଇନ୍ଦିରା ଆବାସ ଯୋଜନାର ଫଳକ । ଅଥଚ ହିତାଧିକାରୀ କହୁଛନ୍ତି ତାଙ୍କୁ ଏ ବାବଦରେ ଟଙ୍କାଟିଏ ବି ମିଳିନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ମୁଁ ନୂଆରେ ଆସିଛି,…
Read More...

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ ।

ବାଲିଗୁଡା,୧୫/୧୦(ପିପିଟି): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକର ପଛପଟୁ ଧକ୍କାଦେଲା ବାଇକ ଆରୋହୀ, ଟାଉନର…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୬୭।

ଭୁବନେଶ୍ବର ୧୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୬୭। ପଜିଟିଭ ସଂଖ୍ୟା ୧୦,୩୪,୨୭୬ ଚିହ୍ନଟ ହୋଇଛନ୍ତି ୧୦,୨୦,୬୪୫ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୯୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୭୯ ଜଣଙ୍କର ମୃତ୍ୟୁ…
Read More...

କଲ୍ଯାଣ ମଣ୍ଡପ ଓ କମ୍ଯୁନିଟି ସେଣ୍ଟର ଉଦ୍‌ଘାଟନ ।

ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର କଲ୍ୟାଣ ମଣ୍ଡପ ଓ ଗ୍ରାମ୍ୟ କମ୍ୟୁନିଟି ସେଣ୍ଟରକୁ ସାଂସଦ ଆସିକା ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ…
Read More...

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଓ କର୍ମୀ ସମ୍ମିଳନୀ ।

ପୋଲସରା,୧୪/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ କୋଙ୍କରଡା ଓ ଶ୍ରଦ୍ଧାପୂର ଗ୍ରାମର ୬ ଗୋଟି ପ୍ରକଳ୍ପକୁ ସାଂସଦ ଆସିକା ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦ୍‌ଘାଟନ କରିବା ସହ କୋଙ୍କରଡା…
Read More...