Browsing Category

ଜିଲ୍ଲା

ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଠାରେ ରେଳରୋକ ଆନ୍ଦୋଳନ ।

ବ୍ରହ୍ମପୁର ,୧୮/୧୦(ପିପିଟି):ଲକ୍ଷ୍ମୀପୁର ଖେରୀ ଘଟଣାରେ ସଂପୃକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଓ ଗିରଫ କରିବା, ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା,…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହର୍ଟିକଲଚର କାର୍ଯ୍ଯାଳୟରେ ଦୀର୍ଘ ଦିନ ଧରି ତାଲା।

ବ୍ରହ୍ମପୁର, ୧୮/୧୦(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଦୀପତଳ ଅନ୍ଧାର ଭଳି ଘଟଣା ଦେଖିବାକୁ ମିଳିଛି ।ଅସାଧୁ ସରକାରୀ କର୍ମଚାରୀ ମାନଙ୍କ ସହିତ କିଛି ସ୍ଥାନୀୟ ନେତାଙ୍କର ସ୍ବାର୍ଥ ପାଇଁ ବିକାଶ ବାଟବଣା। ଏହି…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୦।

ଭୁବନେଶ୍ବର ୧୮/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୦। ପଜିଟିଭ ସଂଖ୍ୟା ୧୦,୩୫,୪୧୭ ଚିହ୍ନଟ ହୋଇଛନ୍ତି ୧୦,୨୨,୨୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪,୮୨୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୯୦ ଜଣଙ୍କର ମୃତ୍ୟୁ…
Read More...

ହିଞ୍ଜିଳିକାଟୁରେ ପରିବା ଦର ବୃଦ୍ଧି।

ବ୍ରହ୍ମପୁର, ୧୮/୧୦(ପିପିଟି): ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଅଞ୍ଚଳରେ ପରିବା ଚାଷ ହୋଇଥାଏ ଏବଂ ବାହାର ଅଞ୍ଚଳରୁ ପରିବା ହିଞ୍ଜିଳିକାଟୁ ବିକ୍ରି ପାଇଁ ଆସିଥାଏ। ହିଞ୍ଜିଳିକାଟୁରେ ପରିବା ଦର ବୃଦ୍ଧି ପାଇଛି। ଆଳୁ କିଗ୍ରା…
Read More...

୩ଟି ଜୁଆ ଆଡ୍ଡାରୁ ୧୭ଜଣ ଗିରଫ ଓ ୯୧,୬୦୦ଟଙ୍କା ଜବତ ।

ଭଞ୍ଜନଗର,୧୭/୧୦(ପିପିଟି): ଆଗକୁ ଅସୁଛି କୁମାର ପୂର୍ଣ୍ଣିମା ତେଣୁ ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ବହୁ ପରିମାଣରେ ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ…
Read More...

ବିଜେଡିର ମିଶ୍ରଣ ପର୍ବ।

ପୋଲସରା,୧୭/୧୦(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ବିଲେଇଝୁରୀ ଗ୍ରାମ ଠାରେ ନିମିନା ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଲେଇଝୁରୀ ଗ୍ରାମର ବାବୁ ସ୍ୱାଇଁଙ୍କ ନେତୃତ୍ୱରେ ୧୫୦ ରୁ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୪୩।

ଭୁବନେଶ୍ବର ୧୭/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୪୩। ପଜିଟିଭ ସଂଖ୍ୟା ୧୦,୩୫,୦୭୭ ଚିହ୍ନଟ ହୋଇଛନ୍ତି ୧୦,୨୧,୭୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୮୫ ଜଣଙ୍କର ମୃତ୍ୟୁ…
Read More...

ଛୁରା ମାଡରେ ଯୁବକ ଆହତ।

ବ୍ରହ୍ମପୁର, ୧୭/୧୦(ପିପିଟି): ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ନୂଆଗଡ ଠାରେ ଗୁରୁବାର ଦିନ ଦୁଇ ଜଣଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇ ଜଣଙ୍କ ଛୁରା ମାଡରେ ଅନ୍ଯଜଣ ଗୁରୁତର ହୋଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡିଛି ନୂଆଗଡର…
Read More...

ଆଇପିଏଲ ବେଟିଂ ରାକେଟ୍ ଘଟଣାରେ ଚାରି ଜଣ ଗିରଫ।

ମାଲକାନଗିରି,ତା:୧୬/୧୦(ପିପିଟି): କ୍ରୀକେଟ ଖେଳ ଧୀରେ ଧୀରେ କିଛି ଯୁବକଙ୍କୁ କରୁଛି ପଥ ଭ୍ରଷ୍ଟ । ଆଇପିଏଲ ବେଟିଂ ପାଇଁ ପଡୁଛି ହଜାର ହଜାର ଟଙ୍କାର ବାଜି । ଟେଲିଭିଜନ ପରଦାରେ କ୍ରୀକେଟ ଖେଳ ଚାଲିଥିବା ବେଳେ ଘରେ ବସି…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ମା’ ଖମ୍ବେଶ୍ବରୀ ପୀଠରେ ଦୀପ ଦାନ କାର୍ଯ୍ୟକ୍ରମ।

ଆସିକା,୧୬/୧୦(ପିପିଟି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ ଅଵସରରେ ଆଜି ଆସିକା ବିଜୁ ପରିବାର ତରଫରୁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମା' ଖମ୍ବେଶ୍ଵରୀ ପୀଠ ଠାରେ ଦୀପ ଦାନ କାର୍ଯ୍ୟକ୍ରମ…
Read More...