Browsing Category

ଜିଲ୍ଲା

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୮।

ଭୁବନେଶ୍ବର ୧୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୮ ପଜିଟିଭ ସଂଖ୍ୟା ୧୨,୮୬,୭୭୨ ଚିହ୍ନଟ ହୋଇଛନ୍ତି ୧୨,୭୬,୭୮୨ ଜଣ ସୁସ୍ଥ ହୋଇଥିବା ବେଳେ ୮୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୫ଜଣଙ୍କର ମୃତ୍ୟୁ ଘଟିଛି…
Read More...

କଂଗ୍ରେସ ଦଳ ଛାଡି ବିଜେଡ଼ିରେ ମିଶିଲେ ଡେଙ୍ଗାଡ଼ି ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ।

ସାନଖେମୁଣ୍ଡି,୧୪/୦୩(ପିପିଟି): ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଡେଙ୍ଗାଡି ପଞ୍ଚାୟତର ସରପଞ୍ଚ ଶିବ ସ୍ୱାଇଁ , ସମିତିସଭ୍ୟ ବାସନ୍ତି ପ୍ରଧାନ , ଅରୁଣ ସ୍ୱାଇଁ , ଛେନା ପ୍ରଧାନ କଂଗ୍ରେସ ଦଳର ହାତ ଛାଡ଼ି ମୁଖ୍ୟମନ୍ତ୍ରୀ ନବୀନ…
Read More...

କବିସୂର୍ଯ୍ଯ ନଗର ଏନ୍ଏସିରେ ଚର୍ତୁମୁଖୀ ଲଢେଇ।

କବିସୂର୍ଯ୍ଯ ନଗର,୧୪/୦୩(ପିପିଟି): କବିସୂର୍ଯ୍ୟନଗର ଏନ୍ଏସି ନିର୍ବାଚନରେ ୪ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୪୨ ଜଣ ୱାର୍ଡ ସଭ୍ଯ ପାଇଁ ପ୍ରାର୍ଥୀ ରହିଛନ୍ତି । ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ବିଜେପିର କଳ୍ପନା ମାଝୀ,ବିଜେଡି ପକ୍ଷରୁ…
Read More...

ରାଧାଦେଇପୁର ପଞ୍ଚାୟତରେ ” ମୋ ଗେହ୍ଲା ଝିଅ ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସନାଖେମୁଣ୍ଡି,୧୪/୦୩(ପିପିଟି): ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତରେ " ମୋ ଗେହ୍ଲା ଝିଅ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ କନ୍ୟାକୁ ସମ୍ମାନ ଦେବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତକୁ ଗୁରୁତ୍ଵ…
Read More...

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଅନ୍ତିମ ଦିବସରେ ୧୩ ଜଣ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର।

ପୋଲସରା,୧୪/୦୩(ପିପିଟି): ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଅନ୍ତିମ ଦିବସ ରେ ଆଜି ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଜଣ କାଉନସିଲର ପ୍ରାର୍ଥୀ ନିଜ ନିଜର ମନୋନୟନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଆଜି ପରିଷଦର ୨…
Read More...

ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ରୋକିବା ନେଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ନେତା ମାନଙ୍କ ପହରା…

ବ୍ରହ୍ମପୁର, ୧୪/୦୩(ପିପିଟି):ଆଜି ପୂର୍ବାହ୍ନ ଘ.୧୦-୦୦ ମିନଟ୍ ଠାରୁ ଅପରାହ୍ନ ଘ.୩-୦୦ ସମୟ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ ରୋକିବା ନେଇ ବିଏମସି ନିର୍ବାଚନ ଅଧିକାରୀ ତଥା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ…
Read More...

ସାମ୍ବାଦିକମାନେ ରାଜନୀତିକୁ ଆସିବା ଆବଶ୍ଯକ କି ?

(ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ,ସମାଜ ବିଜ୍ଞାନ) ସାମ୍ବାଦିକମାନେ ହେଲେ ଚତୁର୍ଥ ସ୍ତମ୍ଭ ।ସମାଜରେ ଯେତେ ସମସ୍ଯା ରହିଛି ସେ ସବୁ ଲୋକ ଲୋଚନକୁ ଆଣିଥାନ୍ତି । ଗ୍ରାମାଞ୍ଚଳର ଅର୍ଥନୈତିକ ସମସ୍ଯା ହେଉ କି ଦାଦନ ସମସ୍ଯା…
Read More...

କ୍ଷେତ୍ରିୟଵରପୁର ଠାରେ ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟକ୍ରମ । ‍

ବେଲଗୁଣ୍ଠା,୧୪/୦୩(ପିପିଟି): କ୍ଷେତ୍ରିୟଵରପୁର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବ୍ରହ୍ମପୁର ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଏବଂ ଅଭିମନ୍ୟୁନଗରସ୍ଥିତ ବିବେକାନନ୍ଦ ଯୁବକ ସଂଘ ସହଯୋଗରେ ଗ୍ରାମାଞ୍ଚଳ ଯୁବକଙ୍କ ପାଇଁ…
Read More...

ଜଗନ୍ନାଥ ପ୍ରସାଦ ଅଧ୍ୟକ୍ଷା ପଦ ହାତେଇଲେ ଜୟଶ୍ରୀ ସାହୁ 

ଜଗନ୍ନାଥ ପ୍ରସାଦ,୧୪/୦୩(ପିପିଟି): ଜଗନ୍ନାଥ ପ୍ରସାଦ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରେ ୧୨ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବ୍ଲକ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ପୂର୍ଵ ନିର୍ଦ୍ଧାରିତ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୮।

ଭୁବନେଶ୍ବର ୧୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୮ ପଜିଟିଭ ସଂଖ୍ୟା ୧୨,୮୬,୬୯୪ ଚିହ୍ନଟ ହୋଇଛନ୍ତି ୧୨,୭୬,୬୭୫ ଜଣ ସୁସ୍ଥ ହୋଇଥିବା ବେଳେ ୮୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୧୫ଜଣଙ୍କର ମୃତ୍ୟୁ ଘଟିଛି…
Read More...