Browsing Category
ଜିଲ୍ଲା
ଗ୍ରାମାଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଢେଇ; ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଏସପି ।
ଭଞ୍ଜନଗର,୦୯/୦୨(ପିପିଟି): ଦିନକୁ ଦିନ ପାଖେଇ ଆସୁଛି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ।ଆସନ୍ତା ୨୪ତାରିଖରେ ନିର୍ବାଚନ ତାରିଖ ଘୋଷଣା ପରେ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ସମସ୍ତ ରାଜନୈତିକ ଦଳ ଏବଂ…
Read More...
Read More...
କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ:କେକେବିଏନ୍ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି ।
ବାଲିଗୁଡ଼ା,୦୯/୦୨(ପିପିଟି): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା…
Read More...
Read More...
ଟ୍ୟୁସନ୍ ଯିବ କହି ଘରକୁ ଫେରିଲାନି ପୁଅ: ପରିବାର ପକ୍ଷରୁ ଥାନାରେ ଏତଲା: ପୋଲିସର ତଦନ୍ତ ଆରମ୍ଭ ।
ବାଲିଗୁଡ଼ା,୦୯/୦୨(ପିପିଟି): ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ…
Read More...
Read More...
ବିଏସଏଫ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ।
ମାଲକାନଗିରି,୦୯/୦୨(ପିପିଟି): ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲ କ୍ୟାମ୍ପ ଗ୍ରାମ ପଞ୍ଚାୟତ ଠାରେ ବିଏସଏଫ ୮୮- ବାଟାଲିୟନ ଆନୁକୂଲ୍ୟରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ବିଏସଏଫ…
Read More...
Read More...
ପୂର୍ବତନ ସମିତି ଅଧ୍ୟକ୍ଷ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ।
ବୁଗୁଡା,୦୯/୦୨(ପିପିଟି): ବୁଗୁଡା ବ୍ଲକ ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରାମ ନାରାୟଣ ସାହୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ…
Read More...
Read More...
ଘର ଘର ବୁଲି ଭୋଟ ଭିକ୍ଷା କଲେ ସରପଞ୍ଚ ଏବଂ ସମିତିସଭ୍ୟା ପ୍ରାର୍ଥିନୀ ।
ସାନଖେମୁଣ୍ଡି,୦୯/୦୨(ପିପିଟି): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଡପଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ସମିଷ୍ଟା ରାଉତ ଏବଂ ସମିତିସଭ୍ୟା ପ୍ରାର୍ଥିନୀ ବବିତା ବାରିକ ଆଜି ଆଡପଡା ଗ୍ରାମରେ ଘରକୁ ଘର ବୁଲି…
Read More...
Read More...
ନରସିଂହଙ୍କ ଜୋରଦାର ନିର୍ବାଚନୀ ପ୍ରଚାର: ଅଞ୍ଚଳର ବିକାଶ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ନରସିଂହ ।
ଉଲୁଣ୍ଡା,୦୯/୦୨(ପିପିଟି): ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଆପଣମାନେ ବିଜେପି, ବିଜେଡି କୁ ପରିଷଦ ଗଠନ ପାଇଁ ଆପଣଙ୍କ ବହୁ ମୁଲ୍ୟ ଭୋଟ ବିଗତ ବର୍ଷମାନଙ୍କରେ ଦେଇ ସାରିଛନ୍ତି । ମାତ୍ର ୫ ବର୍ଷ ପୂର୍ବରୁ ଏଇ ଅଞ୍ଚଳର ଅବସ୍ଥା…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵତନ୍ତ୍ର ଟୀକାଦାନ ଶିବିର ।
ବେଲଗୁଣ୍ଠା,୦୯/୦୨(ପିପିଟି): ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର କୋଭିଡ ଟୀକାଦାନ ଶିବିର ଆୟୋଜିତ ହୋଇଯାଇଛି । ଟୀକା ଦାନ ଶିବିରଟି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏଣ୍ଡ…
Read More...
Read More...
ବିଜେପି ମଣ୍ଡଳ ସଭାପତିଙ୍କ ଇସ୍ତଫା, ବିଜେଡି ରେ ଯୋଗଦେବା ନେଇ ସୂଚନା ।
କୋଦଳା,୦୯/୦୨(ପିପିଟି): ବେଗୁନିଆପଡା ବ୍ଲକ ୪୬ ନମ୍ବର ଜୋନ ଅଙ୍ଗାର ଗାଁ ମଣ୍ଡଳ ବିଜେପି ସଭାପତି ପଦରୁ ନିରଞ୍ଜନ ସ୍ୱାଇଁଙ୍କ ଇସ୍ତଫା । ବେଗୁନିଆପଡା ବ୍ଲକରେ ବିଜେପି ର କୌଣସି ପ୍ରଭାବ ନଥିବା ତଥା ତ୍ରିସ୍ତରୀୟ ପଞ୍ଚାୟତରେ…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୧୨।
ଭୁବନେଶ୍ବର ୦୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୭୧୨ ପଜିଟିଭ ସଂଖ୍ୟା ୧୨,୭୧,୫୨୩ ଚିହ୍ନଟ ହୋଇଛନ୍ତି ୧୨,୪୫,୦୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୬୪୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୭୯୭ ଜଣଙ୍କର ମୃତ୍ୟୁ…
Read More...
Read More...