Browsing Category

ଜିଲ୍ଲା

ଧାନମଳା ଟ୍ରାକ୍ଟର ସହ ଟ୍ରକ୍ ମୁହାଁମୁହିଁ; ଦୁଇ ଗୁରୁତର ।

ବେଲଗୁଣ୍ଠା,୧୮/୧୨(ପିପିଟି): ଶୁକ୍ରବାର ରାତିରେ ଏକ ଧାନମଳା ଟ୍ରାକ୍ଟର ସହ ଏକ ଟ୍ରକ୍ ମୁହାଁମୁହିଁ ହେବା ଟ୍ରାକ୍ଟରରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।…
Read More...

ଦ୍ୱିତୀୟ ପର୍ଯ୍ୟାୟ ରେ ୧୦ଟି ପଞ୍ଚାୟତରେ ବିଧାୟକଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ ।

ବେଲଗୁଣ୍ଠା,୧୭/୧୨(ପିପିଟି): ବେଲଗୁଣ୍ଠା ବ୍ଲକ ର ୧୦ ଟି ଗ୍ରାମପଞ୍ଚାୟତ ରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକଙ୍କ ଅଧକ୍ଷତା ରେ…
Read More...

ଉପ-ଜିଲ୍ଲାପାଳଙ୍କ ଗାଡି ଦୁର୍ଘଟଣା, ସମସ୍ତେ ସୁରକ୍ଷିତ ।

ମାଲକାନଗିରି,୧୭/୧୨(ପିପିଟି):ମାଲକାନଗିରି ଜିଲ୍ଲା ଉପ-ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ କୌଣସି ଏକ କାମରେ ମାଲକାନଗିରି ଠାରୁ ବାଲିମେଳା ଗସ୍ତ କରୁଥିବା ସମୟରେ ସିରାଗୁଡା ଛକ ଠାରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।…
Read More...

ସାତ ଫୁଟ ଲମ୍ବର ବିରାଟ କାୟ ଅଜଗର ଉଦ୍ଧାର ।

ମାଲକାନଗିରି,୧୭/୧୨(ପିପିଟି):ସାତ ଫୁଟ ଲମ୍ବର ଏକ ବିରାଟକାୟ ଅଜଗର ସାପକୁ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । କାଲିମେଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଦିଲି ଗ୍ରାମର ଜଣଙ୍କ ପୋଖରୀରରେ ଏହି ଅଜଗର ସାପଟି ଏକ ଜାଲରେ ଛନ୍ଦି…
Read More...

ଭଞ୍ଜନଗରରେ ୩ ଦିନିଆ ରାଜ୍ୟ ସ୍ତରୀୟ ଲୋକ ଗୀତ,ଲୋକ ନୃତ୍ୟ,ଲୋକ ବାଦ୍ୟ, ପାଲା ଓ ଦାସକାଠିଆ ମହୋତ୍ସବ ।

ଭଞ୍ଜନଗର,୧୭/୧୨(ପିପିଟି): ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ଭାରତକା ଅମୃତ ମହୋତ୍ସବ ଆନୁକୁଲ୍ୟରେ ଭଞ୍ଜନଗର ଠାରେ ୩ ଦିନିଆ ଲୋକ ଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ, ପାଲା ଓ ଦାସକାଠିଆ ମହୋତ୍ସବ ଆୟୋଜିତ ହେବ । ଡିସେମ୍ବର…
Read More...

ଚଲାଣଗୁଡା ଗ୍ରାମପଞ୍ଚାୟତରେ ଧାନ ମଣ୍ଡିର ଶୁଭାରମ୍ଭ ।

ମାଲକାନଗିରି,୧୭/୧୨(ପିପିଟି): ଚାଲାଣଗୁଡା ଗ୍ରାମ ପଞ୍ଚାୟତରେ ଖୋଲାଯାଇଥିବା ଧାନମଣ୍ଡିକୁ ଆଜି ଶୁଭ ଉଦଘାଟନ କରିଛନ୍ତି ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ପ୍ରବଞ୍ଜନ ମହାନ୍ତି ।ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଚାଲାଣଗୁଡା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୪।

ଭୁବନେଶ୍ବର ୧୭/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୪ ପଜିଟିଭ ସଂଖ୍ୟା ୧୦,୫୨,୪୭୨ ଚିହ୍ନଟ ହୋଇଛନ୍ତି ୧୦,୪୨,୦୦୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୭୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୧ ଜଣଙ୍କର ମୃତ୍ୟୁ…
Read More...

କଳିଙ୍ଗା ଘାଟିରେ ପର୍ଯ୍ୟଟକଙ୍କ ବସ୍ ଦୁର୍ଣଟଣା ଗ୍ରସ୍ତ; ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ୩ ଗୁରୁତର ।

ଭଞ୍ଜନଗର,୧୬/୧୨(ପିପିଟି): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯଟକଙ୍କ ଗାଡି…
Read More...

ଏରେଣ୍ଡ୍ରା ଓ ରାଧାଦେଇପୁର ଗ୍ରାମରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ।

ସାନଖେମୁଣ୍ଡି,୧୬/୧୨(ପିପିଟି): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇ ପୁର ଗ୍ରାମପଞ୍ଚାୟତ ଏବଂ ଏରେଣ୍ଡ୍ରା ଗ୍ରାମପଞ୍ଚାୟତ ରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…
Read More...

ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ବନ୍ଦ, ଆରମ୍ଭରୁ ଅଚଳାବସ୍ଥା,ଧାନ ବିକି ନପାରି ଚାଷୀ ହଟ୍ଟହଟ୍ଟା ।

ମାଲକାନଗିରି,୧୬/୧୨(ପିପିଟି): ଗତ କାଲି ମାଲକାନଗିରି ଜିଲ୍ଲାରେ ୧୪ଟି ଧାନ ମଣ୍ଡିକୁ ଜିଲ୍ଲା ପ୍ରଶାସନ ଦ୍ବାରା ଶୁଭାରମ୍ଭ କରାଯାଇଥିବା ବେଳେ ନିଜ ସ୍ୱାର୍ଥକୁ ଜାହିର କରିବା ପାଇଁ ଲ୍ୟାମ୍ପ କର୍ମଚାରୀମାନେ ଚାଷୀମାନଙ୍କ ଠାରୁ…
Read More...