Browsing Category

ଜିଲ୍ଲା

ପୋଲସରା ଠାରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ।

ପୋଲସରା,୨୬/୧୨(ପିପିଟି): ପୋଲସରା ବସଷ୍ଟାଣ୍ଡ ଠାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ଓଡ଼ିଶାର ମୁଖ୍ୟମନ୍ତ୍ରୀ…
Read More...

ବୁଗୁଡା ଠାରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ।

ବୁଗୁଡା,୨୬/୧୨(ପିପିଟି):ବୁଗୁଡା ବସଷ୍ଟାଣ୍ଡ ଠାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ଗୋଳାବନ୍ଧ ପଞ୍ଚାୟତ…
Read More...

ଡ଼୍ରାଇଭରର ଆଖି ପଡିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ଟାଟା ମାକ୍ସିମା; ଡ଼୍ରାଇଭର ଆହତ ।

ବେଲଗୁଣ୍ଠା,୨୬/୧୨(ପିପିଟି): ଆଜି ଭୋର୍ ସମୟରେ ଚାଳକର ଆଖି ଲାଖି ଯିବାରୁ ଗୋବରା ନିକଟରେ ଏକ ଟାଟା ମାକ୍ସିମା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ଼୍ରାଇଭର ଜଣଙ୍କ ଆହତ ହୋଇ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା…
Read More...

ସିପିଆଇର ୨୩ତମ ଏରସମା ଜୋନ ସମ୍ମିଳନୀ ଅନୁଷ୍ଠିତ, ଜିନ୍ଦଲ ବିରୋଧୀ ଲଢ଼େଇକୁ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ।

ଏରସମା,୨୬/୧୨(ପିପିଟି): ସିପିଆଇର ୯୭ ତମ ପ୍ରତିଷ୍ଠା ଦିବସ ଅବସରରେ ଏରସମା ସ୍ଥିତ ସୁଭଦ୍ରା ମଣ୍ଡପରେ ଏରସମା ଜୋନର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୋନ ପାର୍ଟି କାର୍ଯ୍ୟାଳୟ ରମାକାନ୍ତ ଭବନ ସମ୍ମୁଖରେ…
Read More...

ଭଞ୍ଜନଗର ଠାରେ ବିଜେଡ଼ିର ରୌପ୍ୟ ଜୟନ୍ତୀ ଓ ମିଶ୍ରଣ ପର୍ବ; ୩ଟି ପଞ୍ଚାୟତର ଶହ ଶହକର୍ମୀଙ୍କ ଯୋଗଦାନ ।

ଭଞ୍ଜନଗର,୨୬/୧୨(ପିପିଟି): ସ୍ବର୍ଗତଃ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାରେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ହୋଇ ଗତ ୨୪ବର୍ଷ ହେଲା ଉତ୍ସର୍ଗୀକୃତ ମନୋଭାବ ନେଇ ରାଜ୍ୟବାସୀଙ୍କର ଅସ୍ଥାଭାଜନ…
Read More...

ପୂର୍ବତନ ପ୍ରଧାମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରି ବାଜପେୟୀଙ୍କ ୯୭ ତମ ଜନ୍ମତିଥି ପାଳନ ।

ବ୍ରହ୍ମପୁର,୨୫/୧୨(ପିପିଟି): ଆଜିର ଦିନଟି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରି ବାଜପେୟୀ ଙ୍କ ୯୭ତମ ଜନ୍ମତିଥି ଅବସରରେ ଆଜିର ଦିନକୁ କୁ ସୁଶାସନ ଦିବସ ରୂପେ ସାରା ଭାରତ ବର୍ଷରେ ପାଳନ କରାଯାଇଛି । ଏହି…
Read More...

ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ ।

ଭଞ୍ଜନଗର,୨୫/୧୨(ପିପିଟି) :  ମହାନ ରାଷ୍ଟ୍ର ନାୟକ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ କୁଲାଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି…
Read More...

ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ,ଜଣେ ଗିରଫ ।

ଭଞ୍ଜନଗର,୨୫/୧୨(ପିପିଟି) : ଭଞ୍ଜନଗର ଥାନା ଅଧୀନ ବେତାର ଗ୍ରାମ ନିକଟ ଏକ ଢ଼ାବାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଖବର ପାଇ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ୱରେ ପୋଲିସ ସେଠାରେ ଚଢ଼ାଉ କରି ବିଭିନ୍ନ…
Read More...

ବନ ବିଭାଗ ଦ୍ବାରା ମହିଳାମାନଙ୍କୁ ଉଜାଲା ଗ୍ୟାସ ବଣ୍ଟନ ।

ମାଲକାନଗିରି,୨୫/୧୨(ପିପିଟି): ମାଥିଲି ବନାଞ୍ଚଳ ଅନ୍ତର୍ଗତ ଗୋବିନ୍ଦପାଲି ନିକଟସ୍ଥ ଗୌଡପୁଟ ବାନସୁରକ୍ଷା ସମିତି ଅଞ୍ଚଳରେ ପ୍ରଧାନ ମନ୍ତ୍ରୀ ଉଜାଲା ଗ୍ୟାସ ଯୋଜନାରେ ମହିଳାମାନଙ୍କୁ ଉଜାଲା ଗ୍ୟାସ ବଣ୍ଟନ କରାଯାଇଛି । ଏହି…
Read More...

ଆର୍ଯ୍ୟକନ୍ଯା ଗୁରୁକୂଳ ଆଶ୍ରମରେ ଷ୍ଟେମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବେଲଗୁଣ୍ଠା,୨୫/୧୨(ପିପିଟି): ଛାତ୍ରୀ ମାନଙ୍କୁ ସାମାଜିକ, ବୈଷୟିକ ଜ୍ଞାନ କୌଶଳ, ଇଁରାଜୀ ଏବଂ ଗଣିତ ଶିକ୍ଷା କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମ ଉଚ୍ଚ ବିଦ୍ୟାଳୟରେ…
Read More...