Browsing Category

ଜିଲ୍ଲା

ମାଥିଲି ବନକର୍ମଚାରୀଙ୍କ ଦ୍ବାରା ୪୦ ଟି କଇଁଛ ଜବତ, ଜଣେ ଗିରଫ ।

ମାଲକାନଗିରି,୦୨/୦୭(ପିପିଟି):ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୪୦ ଗୋଟି କଇଁଛ ଜବତ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗତ କାଲି ଦିନ ୧୨ଟାରେ ଏକ ମୋଟର ସାଇକେଲରେ ବେଆଇନ କଇଁଛ ଚୋରା…
Read More...

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ ।

କନ୍ଧମାଳ, ୦୨/୦୭(ପିପିଟି): କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍‌ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ…
Read More...

ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ ।

ବାଲିଗୁଡ଼ା,୦୨/୦୭(ପିପିଟି): ଜୁଲାଇ ୧ ତାରିଖ ରାଷ୍ଟ୍ରୀୟ ଡାକ୍ତର ଦିବସରୁ ଓମସା ପକ୍ଷରୁ ୧୦ ଦଫା ଦାବିରେ ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ରାଜ୍ୟ ଡାକ୍ତର ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲାର ଜିଲ୍ଲା…
Read More...

ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ନାଟଙ୍ଗା ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ।

ବେଲଗୁଣ୍ଠା, ୦୨/୦୭(ପିପିଟି ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଗୁରୁବାର ଦିନ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡୋକି…
Read More...

ପାଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା।

ବୋଲଗଡ, ୦୨/୦୭ (ପିପିଟି) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପାଟବନ୍ଧ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅବସରକାଳୀନ…
Read More...

ଜିଲ୍ଲାରେ ଏସଆଇଆର ପ୍ରକ୍ରିୟାର ସମୀକ୍ଷା କଲେ ଜିଲ୍ଲାପାଳ ।

ଯାଜପୁର, ୦୧/୦୭(ପିପିଟି ):ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ୨୦୨୬ ର ପରିଗଣନା ପର୍ଯ୍ୟାୟର ସଫଳ ସମାପନ, ତଥ୍ୟର ଡିଜିଟାଇଜେସନ୍‌ର ଅଗ୍ରଗତି,…
Read More...

୧୧ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସି ଯୁବକଙ୍କ ଅକାଳ ମୃତ୍ୟୁ ।

ବାଲିଗୁଡା, ୦୧/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ଜଣାଶୁଣା ଯୁବକ ତଥା ସମାଜସେବୀ ଭାବେ ପରିଚିତ ମନୋଜ କୁମାର ପଣ୍ଡା (ପିଣ୍ଟୁ ) (୩୪) ଙ୍କ ବୁଧବାର ଅପରାହ୍ନରେ ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ଅକାଳ…
Read More...

୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ପୋଲସରା,୦୧/୦୭ (ପିପିଟି) :ଚଳିତ ୨୦୨୬ ସାଲରେ ପୋଲସରା ବ୍ଲକରେ ୩ ଦଶନ୍ଧି ଧରି ଶିକ୍ଷକତା ଭାବେ କାର୍ଯ୍ୟକରିଥିବା ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକରୁ ମୋଟ୍ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବସର ନେଉଛନ୍ତି…
Read More...

ପୋଲସରା ବିଚାର ବିଭାଗୀୟ ଅଦାଲତର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ।

ପୋଲସରା ,୦୧/୦୭(ପିପିଟି): ଆଜି ବୁଧବାର ପୋଲସରା ବିଚାର ବିଭାଗୀୟ ଅଦାଲତର ପଞ୍ଚମ ପ୍ରତିଷ୍ଠା ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଓକିଲ ସଂଘର ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରାର…
Read More...

ସିଡିଏମଓ କାଯ୍ୟାଳୟରେ ଧାରଣା ଦେଇଥିବା ଡାକ୍ତରମାନଙ୍କୁ ଭେଟି ଆଲୋଚନା କଲେ ବିଧାୟକ ହିମାଂଶୁ ।

ଯାଜପୁର ,୦୧/୦୭(ପିପିଟି): ବିଭିନ୍ନ ଦାବିକୁ ନେଇ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସ (ଓମସା) ପକ୍ଷରୁ ଯାଜପୁର ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଡକ୍ତମାନଙ୍କ ପକ୍ଷରୁ ଧାରଣା ଦିଆ୍‌ଯାଇଛି । ବିଭିନ୍ନ…
Read More...