Browsing Category
ଜିଲ୍ଲା
ଗଞ୍ଜେଇ ବୋଝେଇ କାର ଜବତ, ଜଣେ ଗିରଫ ।
କନ୍ଧମାଳ,୦୨/୦୭(ପିପିଟି): ଗଞ୍ଜେଇ ବୋଝେଇ ଏକ କାର ଜବତ ସହ ଜଣ ଅଭିଯୁକ୍ତକୁ ଗିରଫ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ। ଅଭିଯୁକ୍ତ ଜଣକ ଫୁଲବାଣୀ ସହର ପେଞ୍ଜିସାହି ଏଫସିଆଇ ଛକର ଭି.ରମେଶ। ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି…
Read More...
Read More...
୪ ଶ୍ରମକୋଡ୍ ଲାଗୁ କରିବା ପ୍ରତିବାଦରେ ଆଇଏଫଟିୟୁ ପକ୍ଷରୁ କଳାଦିବସ ।
କୋରାପୁଟ,୦୧/୦୭(ପିପିଟି): ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡକୁ ଆଜି ଠାରୁ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ ପକ୍ଷରୁ ଆଜି ଦେଶବ୍ୟାପୀ କଳାଦିବସର ଡାକରା…
Read More...
Read More...
ସାଗରଗୁଆଁ ଠାରେ ଟାଟା ଇଣ୍ଡିକ୍ୟାସ ର ଏ.ଟି.ଏମ. ସେବା ଆରମ୍ଭ ।
ବୋଲଗଡ଼,୦୧/୦୭(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳର ସାଗରଗୁଆଁ ବଜାର ଠାରେ ଆଜି ଏକ ଏ.ଟି.ଏମ. କାଉଣ୍ଟର ଖୋଲିଲା । ଏହାଦ୍ୱାରା ଏହି ଅଞ୍ଚଳର ଦୁଇହଜାରରୁ ଅଧିକ ହିତାଧିକାରୀ ତତକାଳ ଟଙ୍କା ଉଠାଣ ସେବାର ସୁଯୋଗ ଲାଭକରିବେ ।…
Read More...
Read More...
ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ।
ପୋଲସରା,୦୧/୦୭(ପିପିଟି): ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ପ୍ରଥମ ବାର୍ଷିକ ଉତ୍ସବ ଆଜି ଅଦାଲତ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଡକ୍ଟର ବିଦ୍ୟୁତ…
Read More...
Read More...
ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ରଥ ଉପରେ ଛେରା ପହଁରା ।
ବ୍ରହ୍ମପୁର,୦୧/୦୭(ପିପିଟି): ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପବିତ୍ର ରଥଯାତ୍ରା ପାଳନ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ଧୁମ ଧାମ ରେ ହୋଇଛି । ଦୀର୍ଘ ଦୁଇବର୍ଷ ପରେ କରୋନା କଟକଣା ଯୋଗୁଁ ବନ୍ଦ ହୋଇଥିବା ରଥଯାତ୍ରା ପାଳନ…
Read More...
Read More...
ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା ।
ମାଲକାନଗିରି,୩୦/୦୬(ପିପିଟି): ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ…
Read More...
Read More...
ମହିଳା ଗ୍ରୁପ ଗୁଡିକ ତରଫରୁ ବାଦିଲ ଓ ଆଡ଼ିପଡା ରେ ବାଲ୍ୟବିବାହ ପ୍ରତିରୋଧ ପାଇଁ ସଚେତନ ଶିବିର।
ଭାପୁରୁ,୩୦/୦୬(ପିପିଟି):ଆକ୍ସନ ଏଡ଼ ଇଣ୍ଡିଆ ତରଫରୁ ଭାପୁର ବ୍ଲକ ରାକମା ଗ୍ରାମ ପଞ୍ଚାୟତର ବାଦିଲ ଓ ଆଡ଼ିପଡା ଦୁଇଟି ଗ୍ରାମରେ ପୃଥକ ପୃଥକ ଭାବେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ସଚେତନ ଶିବିର ମାନ ଅନୁଷ୍ଠିତ ହୋଇ ଯାଇଛି।…
Read More...
Read More...
କାଳିମେଘି ଠାରେ ଲଗାତାର ତୃତୀୟ ବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ।
କୋଦଳା,୩୦/୦୬(ପିପିଟି) :ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ତୃତୀୟ ଥର ପାଇଁ ସ୍ଥାନୀୟ ସରପଞ୍ଚ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷ୍ୟୁ ଚିକିତ୍ସାଳୟର ମିଳିତ ଉଦ୍ୟମ ରେ…
Read More...
Read More...
ସୋରାଦେବୀ ମନ୍ଦିର ନିକଟରୁ ଗଞ୍ଜେଇ ସହ ଜଣେ ଗିରଫ ।
ଭଞ୍ଜନଗର,୩୦/୦୬(ପିପିଟି): ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରୁ ବୁଧବାର ସକାଳେ ଜଣେ ଯୁବକ କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗିରଫ କରିଛି। ଏସ.ଆଇ ମୋହନ କହଁର ଅନ୍ୟ ପୋଲିସ କର୍ମଚାରୀ ସହ ପେଟ୍ରୋଲିଂ କରୁଥିବା…
Read More...
Read More...
ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା ।
ବ୍ରହ୍ମପୁର,୩୦/୦୬(ପିପିଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ହଡ଼ପ କରୁଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ ହେଣ୍ଡରେ ଧରିଲା ତୁରୁବୁଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କୁ…
Read More...
Read More...