Browsing Category

ଜିଲ୍ଲା

ପୁଣି ଏକ ଦନ୍ତାର ମୃତଦେହ ଉଦ୍ଧାର ।

ବେଲଗୁଣ୍ଠା,୧୯/୦୧(ପିପିଟି):ପୁଣି ଏକ ଦନ୍ତାର ମୃତ୍ୟୁ।ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ ମାଣପୁର ଗ୍ରାମ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳୁ…
Read More...

ଓଡ଼ିଶାର ନିଜସ୍ବ ପର୍ବ ବକୁଳ ପୂଜା ବା ବଉଳଫୂଲର ପୂଜା।

ବୋଲଗଡ଼,୧୯/୦୧(ପିପିଟି): ପୌଷମାସ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ନାମରେଖ୍ୟାତ। ଏହିଦିନରେ ଓଡିଶାର ପୁରପଲ୍ଲୀ ଆବାହନ କାଳରୁ ପାରମ୍ପରିକ ରିତିରେ ଏହି ଉତ୍ସବ ପାଳିତ ହୋଇ ଆସୁଅଛି। ଏହି ବଉଳ ଅମାବାସ୍ୟା ରେ ଖୋଜାପଡେ…
Read More...

ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ; ଅଭିଯୁକ୍ତ ଜ୍ୱାଇଁକୁ ଅଟକ ରଖିଛି ପୋଲିସ ।

ବାଲିଗୁଡ଼ା,୧୮/୦୧(ପିପିଟି):ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଗୁଳିମରା ସାହିର…
Read More...

କନ୍ଧମାଳ ଜିଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ ।

କନ୍ଧମାଳ,୧୮/୦୧(ପିପିଟି): କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀରେ ଗତ ୫ ଦିନ ଧରି ଆରମ୍ଭ ହୋଇଥିବା କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଜିଲ୍ଲାର ୧୨ ଟି ବ୍ଳକରୁ ୭୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗନେଇଥିଲେ ।…
Read More...

କବି କେଶବ ଚନ୍ଦ୍ର ନାୟକଙ୍କ କବିତା ସଂକଳନ “ମେଘ ମହ୍ଲାର” ଉନ୍ମୋଚିତ ।

ମାଲକାନଗିରି,୧୮/୦୧(ପିପିଟି): ମାଲ୍ୟବନ୍ତ ମହୋତ୍ସବର ତୃତୀୟ ଦିବସ ମୁକ୍ତାକାଶ ରଙ୍ଗ ମଞ୍ଚରେ ମାଲକାନଗିରି ମାଟିର ସୁପ୍ରସିଦ୍ଧ କବି କେଶବ ଚନ୍ଦ୍ର ନାୟକଙ୍କ "ମେଘ ମହ୍ଲାର" କବିତା ସଂକଳନ ପୁସ୍ତକ ମୁଖ୍ଯ ଅତିଥି ଅନୁସୂଚିତ…
Read More...

ଗାଜଲବାଡ଼ି ଘାଟି ରେ ଦୁଇ ବସ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ବାଲିଗୁଡା,୧୮/୦୧(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌…
Read More...

ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ରରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ।

ଉଲୁଣ୍ଡା,୧୭/୦୧(ପିପିଟି): ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡ଼ି ଠାରେ ଥିବା ଜିଲ୍ଲା ଶିଳ୍ପ ତାଲିମ୍ କେନ୍ଦ୍ରରେ ତ୍ରି-ଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଦିନକୁ ଦିନ ବଢୁଥିବା…
Read More...

୨୦ରେ ୟୁଡିଏ ର ଷ୍ଟାର ନାଇଟ କାର୍ଯ୍ୟକ୍ରମ ; ମୁଖ୍ୟ ଆକର୍ଷଣ ଓଲିଉଡ କଳାକାର ।

ଭଞ୍ଜନଗର,୧୭/୦୧(ପିପିଟି): ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ଆସନ୍ତା ୨୦ତାରିଖରେ ବସ ଷ୍ଟାଣ୍ଡ ନିକଟ ଜେଲ ପଡ଼ିଆ ଠାରେ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ରଙ୍ଗାରଙ୍ଗ…
Read More...

ଦେଖିବାକୁ ମିଳୁନାହିଁ ଶାଗୁଣା ପକ୍ଷୀ ।

ବୋଲଗଡ଼,୧୭/୦୧(ପିପିଟି): ପ୍ରତ୍ୟେକ ଗ୍ରାମ ଠାରୁ ସହରାଅଞ୍ଚଳ ପର୍ଯ୍ୟନ୍ତ ଗୃହପାଳିତ ପଶୁ ଯଥା ଗାଈ,ବଳଦ,କୁକୁର ଯଦି ମୃତ୍ୟୁ ବରଣ କରନ୍ତି ତାକୁ ଗାଁ ମୁଣ୍ଡରେ ବା ଖୋଲା ସ୍ଥାନରେ ପକାଇ ଦେଇ ଆସନ୍ତି। ସେତେବେଳେ ସେହି ଶାଗୁଣା…
Read More...

ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ୨ୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

ଛତ୍ରପୁର,୧୭/୦୧(ପିପିଟି): ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ୨ୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଛତ୍ରପୁର ଠାରେ ଅନୁଷ୍ଠିତହୋଇଯାଇଛି । ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀଙ୍କ ସଭାପତିତ୍ବ ସଭା କାର୍ଯ୍ୟ ପରିଚାଳନା କରିଥିଲେ।…
Read More...