Browsing Category
ଜିଲ୍ଲା
ଗୋପାଳପୁର ଥାନା ସମ୍ମୁଖରେ କୀଟ ନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ ।
ବ୍ରହ୍ମପୁର,୩୦/୦୭(ପିପିଟି): ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମାଣ୍ଡିଆପଲ୍ଲୀ ସ୍ଥିତ ଜ୍ୟୋତି ନଗରର ଟିକିନା ଦାଶଙ୍କ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ…
Read More...
Read More...
ବେଲଗୁଣ୍ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ।
ବେଲଗୁଣ୍ଠା,୩୦/୦୭(ପିପିଟି): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ତଥା ବେଲଗୁଣ୍ଠା ପଞ୍ଚାୟତ ସମିତି ସୌଜନ୍ୟରେ ବେଲଗୁଣ୍ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ…
Read More...
Read More...
ମଥୁରା ମଣ୍ଡଳ ବିଜେପି ସଭାପତିଙ୍କ ଇସ୍ତଫା ।
ପୋଲସରା,୩୦/୦୭(ପିପିଟି): ପୋଲସରା ନିର୍ବାଚନ ମଣ୍ଡଳୀର ମଥୁରା ମଣ୍ଡଳ ବିଜେପି ସଭାପତି ଲଡୁକିଶୋର ସାହୁ ପ୍ରାଥମିକ ସଭ୍ଯ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି।…
Read More...
Read More...
ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ।
ବାଲିଗୁଡା,୩୦/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି…
Read More...
Read More...
ରାଜ୍ୟ ସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ – ୨୦ ୨୨।
ଭୁବନେଶ୍ୱର,୩୦/୦୭(ପିପିଟି):ଆଜି ଭୁବନେଶ୍ୱର,ୟୁନିଟ-୩ ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ୫ମ ରାଜ୍ୟ ସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ-୨୦ ୨୨ ଅନୁଷ୍ଠିତ…
Read More...
Read More...
ମୋବାଇଲ ଚୋରୀ ଘଟଣାରେ ୨ଗିରଫ ।
ଭଞ୍ଜନଗର,୩୦/୦୭(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଖ୍ୟ ରାସ୍ତାରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ହୋଇଥିବା ଚୋରୀ ଘଟଣାର ପୁଲିସ ପର୍ଦ୍ଦାଫାଶ କରିଛି।ଏହି ଘଟଣାରେ ଜଣେ ନାବାଳକ ସମେତ ଅନ୍ୟ ଜଣେ ଅପରାଧୀକୁ ଗିରଫ କରି…
Read More...
Read More...
ବେଗୁନିଆ ବୋଲଗଡ ବ୍ଳକର ଆଦିବସୀ ସମାଜ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ ।
ବୋଲଗଡ଼,୨୯/୦୭(ପିପିଟି):ଭାରତ ବର୍ଷର ପ୍ରଥମ ନାଗରିକ ଆଦିବାସୀ ଜନ ଜାତିର ମହିଳା ଦ୍ରୌପଦୀ ମୁର୍ମୁ ଓଡିଶାରୁ ଆଜି ରାଷ୍ଟ୍ରପତି ହୋଇଥିବାରୁ ସାରା ଓଡିଶାରେ ଆନନ୍ଦର ଲହରୀ ଖେଳି ଯାଇଛି। ସ୍ୱାଧୀନତା ୭୫ତମ ବର୍ଷରେ ଓଡ଼ିଆ ଓ…
Read More...
Read More...
ତାମ୍ମା ଦୋରାଙ୍କ ୧୪୨ତମ ସହିଦ ଦିବସ ପାଳିତ ।
ମାଲକାନଗିରି,୨୯/୦୭(ପିପିଟି): କାଲିମେଳା ପଞ୍ଚାୟତ ସମିତି ସଭା ଗୃହ ଠାରେ ସହିଦ ତାମ୍ମା ଦୋରା ଆଦିବାସୀ କ୍ଳବ ପକ୍ଷରୁ ୧୪୨ତମ ତାମ୍ମା ଦୋରାଙ୍କ ସହିଦ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ…
Read More...
Read More...
କେନାଲ ହିଡ ଭାଙ୍ଗି ଜଳ ପ୍ଲବନ,୬୦ ଏକର ଜମିରେ ଫସଲ ନଷ୍ଟ ।
ମାଲକାନଗିରି,୨୯/୦୭(ପିପିଟି):ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଅଧିନସ୍ଥ ଏମଭି- ୭୯ ସବଡିଭିଜନର ଏମପିଭି -୭୫ ଗ୍ରାମ ନିକଟରେ ଆଜି ସକାଳୁ ଗମ୍ପାକୋଣ୍ଡା ମୁଖ୍ୟ କେନାଲ ହିଡ ଭାଙ୍ଗି ଯିବା ଫଳରେ ୨୦ ରୁ ୨୫ ଫୁଟ ଓସାରରେ ହିଡ…
Read More...
Read More...
୩୧ ଜୁଲାଇରେ ଦେଶବ୍ୟାପୀ ଚକାଜାମ ।
ବ୍ରହ୍ମପୁର,୨୯/୦୭(ପିପିଟି): ୩୧ ଜୁଲାଇ ୨୦୨୨ ଦେଶବ୍ୟାପୀ ଚକାଜାମ କୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲରେ ଆଜି ଅନୁଷ୍ଠିତ…
Read More...
Read More...