Browsing Category
ଜିଲ୍ଲା
ଦୀର୍ଘଦିନ ହେଲା ସୋଲାର ପାନୀୟ ଜଳ ପ୍ରକଲ୍ପ ଅଚଳ ,ଲୋକଙ୍କ ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୂନ ।
ଉଲୁଣ୍ଡା,୦୯/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରସାଇ ମେହେର ପଡ଼ା ଠାରେ ପାନୀୟଜଳ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତମାନ ରାଜ୍ୟରେ ସରକାର…
Read More...
Read More...
ଧର୍ମଶାଳା କଲେଜରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ।
ଉଲୁଣ୍ଡା,୦୯/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ଠାରେ ପୁରଷ୍କାର ବିତରଣୀ ଓ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...
Read More...
ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।
ଭଞ୍ଜନଗର,୦୯/୦୨(ପିପିଟି): ଭଞ୍ଜନଗର ଏନଏସି ୯ନଂ ୱାର୍ଡ ତୋଟା ସାହି ଠାରେ ଆଜି ରୟାଲ କ୍ଲବ ତରଫରୁ ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ,…
Read More...
Read More...
ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ ମାଡ଼ ମାରି ଟଙ୍କା, ମୋବାଇଲ ଓ ବିଭିନ୍ନ ଜିନିଷ ପତ୍ର ଲୁଟ ।
ବାଲିଗୁଡା,୦୮/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ ୫୯ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ…
Read More...
Read More...
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗସ୍ତରେ କାଶୀ ଶଙ୍କରାଚାର୍ଯ୍ୟ ।
କୋଦଳା,୦୮/୦୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କନିଆରୀବାଡ଼ି ପହଞ୍ଚିଛନ୍ତି କାଶୀ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନେକ ସାଧୁ ସନ୍ଥ । କନିଆରୀବାଡ଼ି ଗ୍ରାମର ସମାଜସେବୀ ତଥା ଆଧ୍ୟାତ୍ମିକ ବ୍ୟକ୍ତି…
Read More...
Read More...
ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସଚେତନତା ରାଲି ଅନୁଷ୍ଠିତ।
ପୋଲସରା,୦୮/୦୨(ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ୨(୦) ବାଳିକା ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଆଜି ଗୋଟିଏ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ମହାବିଦ୍ୟାଳୟ ର ବାଳିକା ୨(୦) ବାଟାଲିୟନ ର…
Read More...
Read More...
କୃଷି ଭିତ୍ତିକ ଗଣନା ପ୍ରଶିକ୍ଷଣ ଶିବିର ଉଦଘାଟିତ ।
ମାଲକାନଗିରି,୦୮/୦୨(ପିପିଟି): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୧୧ତମ କୃଷି ଭିତ୍ତିକ ଗଣନା:୨୦୨୧-୨୨ ନେଇ ଏକ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର…
Read More...
Read More...
ବାଲିଗୁଡାରେ ବନ ବିଭାଗ ତରଫରୁ ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।
ବାଲିଗୁଡ଼ା,୦୮/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ୪ନଂ.ଓ୍ବାର୍ଡର ଗୋଇବନ୍ଧା ଡ୍ୟାମ୍ ନିକଟରେ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ବାରା ଇକୋ ପାର୍କ ନିର୍ମାଣ ପାଇଁ…
Read More...
Read More...
ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ: ଜଣେ ଗିରଫ ।
ବାଲିଗୁଡ଼ା,୦୮/୦୨(ପିପିଟି): ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍…
Read More...
Read More...
ଉତ୍କଳ ସାହିତ୍ଯ ସଂସଦ ତରଫରୁ କବିତା ସଂଧ୍ଯା ।
ମାଲକାନଗିରି,୦୭/୦୨(ପିପିଟି):ଉତ୍କଳ ସାହିତ୍ଯ ସଂସଦ ଦ୍ବାରା ଆଜି ମାଲକାନଗିରି ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ କବିତା ସଂଧ୍ଯା ଆୟୋଜନ କରାଯାଇଛି । ଏହି ସାହିତ୍ଯ ଆସରରେ ସମୀକ୍ଷକ ଭାବେ ଉତ୍କଳ ସାହିତ୍ଯ ସଂସଦର ସଭାପତି କବି…
Read More...
Read More...