Browsing Category
ଜିଲ୍ଲା
ନକଲି ବିଦେଶୀ ମଦ ଜବତ ଘଟଣା ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ,ମୁଖ୍ୟ ଅଭିଯୁକ୍ତ ଫେରାର୍ ।
ବ୍ରହ୍ମପୁର,୧୦/୦୯(ପିପିଟି): ବଡ଼ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ତୃତୀୟ ଲାଇନ ଠାରେ ନକଲି ମଦ ପ୍ରସ୍ତୁତି ହେଉଥିବା ଘରେ ପୁଲିସ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ ଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି ବଡ଼…
Read More...
Read More...
ବ୍ୟାଟେରୀ ଗାଡ଼ି ଶୋ’ ରୁମରୁ ଗୁଟଖା ଜବତ ଘଟଣା; ମାଲିକ ଗିରଫ ସହଯୋଗୀ ଫେରାର ।
ବ୍ରହ୍ମପୁର,୧୦/୦୯(ପିପିଟି):ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ଶୋ' ରୁମରୁ ଗୁଟଖା ଜବତ ଘଟଣାରେ ଆଜି କାଳୁପାତ୍ର ସାହିର ଅରୁଣ ସାହୁଙ୍କୁ କୋର୍ଟ ଚାଲାଣ କରିଛି ବଡ…
Read More...
Read More...
ନିଖୋଜ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ।
ବେଲଗୁଣ୍ଠା,୧୦/୦୯(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ କେନାଲ୍ ନିକଟରୁ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଗାଙ୍ଗପୁର ପୋଲିସ୍ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ…
Read More...
Read More...
ଗୋବରାରେ ଭାଗବତ ଜନ୍ମୋତ୍ସବ ପାଳନ ।
ବେଲଗୁଣ୍ଠା,୧୦/୦୯(ପିପିଟି): ଗୋବରା ନୁଆଁସାହି ସ୍ଥିତ ଭାଗବତ ସ୍ୱାମୀ ମନ୍ଦିର ଠାରେ ଭାଗବତ ଜନ୍ମୋତ୍ସବ ସଭାପତି ପ୍ରଫୁଲ୍ଲ ଗୌଡ଼ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେଲା । ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ଗର୍ନ୍ଦବ ପାତ୍ର…
Read More...
Read More...
ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ।
ଭଞ୍ଜନଗର,୧୦/୦୯(ପିପିଟି): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ପୂର୍ବ ସମ୍ଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ…
Read More...
Read More...
କନ୍ଧମାଳର ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ; ସମଗ୍ର ଅଞ୍ଚଳରେ ଖୁସିର ଲହରୀ ।
କନ୍ଧମାଳ,୧୦/୦୯(ପିପିଟି): ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ଯାହାକି, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟର ସର୍ବ ଭାରତୀୟ ସ୍ତରରେ ନିଟ…
Read More...
Read More...
ଘର ଆଗରୁ ଟ୍ରାକ୍ଟର ଚୋରି ମାମଲାରେ ତିନି ଜଣଙ୍କୁ କୋର୍ଟଚାଲାଣ କଲା ବେଲଗୁଣ୍ଠା ପୁଲିସ ।
ବେଲଗୁଣ୍ଠା,୦୯/୦୯(ପିପିଟି):ଗତ ତିନି ତାରିଖରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ଗ୍ରାମର ସୂର୍ଯ୍ୟ ପ୍ରଧାନଙ୍କ ଘର ଆଗରୁ ଟ୍ରାକ୍ଟର୍ ଚୋରି ମାମଲାରେ ବେଲଗୁଣ୍ଠା ପୋଲିସ୍ ତିନି ଜଣଙ୍କୁ ଆଜି କୋର୍ଟଚାଲାଣ କରିଛି…
Read More...
Read More...
ହିଞ୍ଜିଳିରେ ଲୁଟେରା ଦଳ ସକ୍ରିୟ, ବାଦ ପଡ଼ିଲାନି ଧାର୍ମିକ ଅନୁଷ୍ଠାନ ।
ବ୍ରହ୍ମପୁର,୦୯/୦୯(ପିପିଟି): ହିଞ୍ଜିଳି ପୁଲିସକୁ ଚୋର ମାନଙ୍କ ଖୋଲା ଚାଲେଞ୍ଜ । ଚୋର ମାନଙ୍କୁ ଧରିବା ଖୋଲା ଆହ୍ୱାନ ହୋଇଛି ।ବିଭିନ୍ନ ଘର ,ମେଡ଼ିକାଲ, ବିଭିନ୍ନ କାର୍ଯ୍ୟାଳୟ ଚୋର ମାନଙ୍କ ଦୃଷ୍ଟିରେ ଥିବାବେଳେ ବର୍ତ୍ତମାନ…
Read More...
Read More...
ଓଡ଼ିଶା ଷ୍ଟାର୍ଟ ଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ ।
ମାଲକାନଗିରି,୦୯/୦୯(ପିପିଟି):ମାଲକାନଗିରି ମହାବିଦ୍ୟାଳୟରେ ଓଡ଼ିଶା ଷ୍ଟାର୍ଟ ଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...
Read More...
ବିଶ୍ୱ ସାକ୍ଷରତା ଦିବସ ପାଳିତ ।
ଭଞ୍ଜନଗର,୦୯/୦୯(ପିପିଟି): ଭଞ୍ଜନଗର ଶ୍ରୀ ବିହାର ଠାରେ ଡି଼.ଏ.ଭି ପିଟି.ଏସ୍.ଆର ପବ୍ଲିକ୍ ସ୍କୁଲ ପରିସରରେ ବିଶ୍ବ ସାକ୍ଷରତା ଦିବସ ଉପଲକ୍ଷେ ଲେଖକଙ୍କ ସହ ସାକ୍ଷାତ ଓ ବିଶ୍ବ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...
Read More...