Browsing Category

ଜିଲ୍ଲା

ଚତୁର୍ଥ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ ସତ୍ୟ,ଶାନ୍ତି ଓ ଅହିଂସାର ବାର୍ତ୍ତା ସାରା ରାଜ୍ୟରେ ପ୍ରଚାର…

ଛତ୍ରପୁର,୨୬/୦୯(ପିପିଟି): ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢୀଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର…
Read More...

୧୨୭ଗ୍ରାମ ବ୍ରାଉନସୁଗର ଓ ୧୧ହଜାର ଟଙ୍କା ଜବତ, ମହିଳା କନେଷ୍ଟବଳର ମାଆ ଗିରଫ ।

ବ୍ରହ୍ମପୁର,୨୬/୦୯(ପିପିଟି): ଧଳା ଜହର କବଳରେ ରହିଛନ୍ତି ଯୁବପିଢ଼ି । ବ୍ରହ୍ମପୁର ସହରରେ ଦିନକୁ ଦିନ ଏହି ବ୍ରାଉନ ସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି । ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ…
Read More...

କୋଦଳା କଲେଜରେ ଜାତୀୟ ସେବା ଦିବସ ପାଳିତ ।

କୋଦଳା,୨୬/୦୯(ପିପିଟି):କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ଯାତୀୟ ସେବା ଯୋଜନା ତରଫରୁ ଏକ ଦିବସୀୟ ଜାତୀୟ ସେବା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ନାଇକାଣିପଲିରେ ଆମ ପୋଲିସ ସମିତି ବୈଠକ ।

କୋଦଳା,୨୬/୦୯(ପିପିଟି):ସୋମବାର ସନ୍ଧ୍ୟା ୭ଘଣ୍ଟ ସମୟ ରେ କୋଦଳା ଥାନା ଅନ୍ତର୍ଗତ ନାଇକାଣିପଲି ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ସରପଞ୍ଚ ମିଥୁନ ଖୁଣ୍ଟିଆଙ୍କ ସଭାପତିତ୍ୱରେ କୋଦଳା ପୋଲିସର "ଆମ ପୋଲିସ ସମିତି "ବୈଠକ କୋଦଳା…
Read More...

ଶୋଇଛି ବନ ବିଭାଗ; ରାତି ଅନିଦ୍ରା ହୋଇ ହାତୀ ଘଉଡ଼ାଉଛନ୍ତି ଗ୍ରାମବାସୀ ।

ଭଞ୍ଜନଗର,୨୫/୦୯(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ଗତ କିଛିଦିନ ହେବ ହାତୀପଲ ଚଳ ପ୍ରଚଳ ହେଉଛନ୍ତି।ଯାହା ଫଳରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ବ୍ୟାପକ ଫସଲ ନଷ୍ଟ…
Read More...

ପ୍ରକୃତି ସହ କିଛି ମୁହୂର୍ତ୍ତ କଟେଇଲେ ରକ୍ ଟକ୍ ଟିମ୍ ।

ମାଲକାନଗିରି,୨୫/୦୯(ପିପିଟି): ମାଲକାନଗିରି ଜିଲ୍ଲା ରକ୍ ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଆଜି ପ୍ରକୃତି ସହ କିଛି ମୁହୂର୍ତ୍ତ କଟେଇବା ପାଇଁ ମା' ତାରିଣୀ ମନ୍ଦିର ସମ୍ମୁଖ ଜଙ୍ଗଲ ଓ ପାହାଡ ଉପରଦେଇ ଚମ୍ପାଖାରୀ…
Read More...

ମାଲକାନଗିରିରେ ବିଶ୍ଵ ଫର୍ମାସିଷ୍ଟ ଦିବସ ପାଳନ ।

ମାଲକାନଗିରି,୨୫/୦୯(ପିପିଟି): ସ୍ଥାନୀୟ ଟାଉନ ହଲ ଠାରେ ମାଲକାନଗିରି ଫାର୍ମାସିଷ୍ଟ ସଂଘ ଆନୁକୂଲ୍ୟରେ ବିଶ୍ଵ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ…
Read More...

ଅହିଂସା ରଥକୁ ଭଞ୍ଜନଗର ଠାରେ ବିପୁଳ ସମ୍ବର୍ଦ୍ଧନା ।

ଭଞ୍ଜନଗର,୨୫/୦୯(ପିପିଟି) : ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବପୁରୁଷ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ସ୍ମରଣ କରିବା ଏବଂ ଆଗାମୀ ପିଢ଼ିଙ୍କ ନିକଟରେ ଏହା ପହଞ୍ଚାଇବା ପାଇଁ…
Read More...

ଦେଖିବାକୁ ମିଳୁନାହିଁ ବାଇଚଢେଇ ଓ ତାର ବସା।

ବୋଲଗଡ଼,୨୫/୦୯(ପିପିଟି):ବାଇଚଢ଼େଇ ରେ ବାଇଚଢ଼େଇ ତୋ ମାଆ ଯାଇଚି ଗାଇଚରେଇ । ବାଆ ବତାସକୁ ନାହିଁ ଡର ଏଇତ ବାଇଚଢ଼େଇ ଘର । ଅତୀତକୁ ମନେପକେଇଲେ ଅଝଟ ହୋଇ ରାହା ଧରି କାନ୍ଦୁଥିବା କୁନି କୁନି ଛୁଆଙ୍କୁ ମାଆମାନେ ବାଇଚଢ଼େଇ ଗୀତ…
Read More...

ଅହିଂସା ରଥକୁ ବେଲଗୁଣ୍ଠାରେ ବିପୁଳ ସମ୍ବର୍ଦ୍ଧନା ।

ବେଲଗୁଣ୍ଠା,୨୫/୦୯(ପିପିଟି):ଆଜି ଅହିଂସା ରଥକୁ ବେଲଗୁଣ୍ଠାଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ରଥ ସୋରଡ଼ା ଠାରୁ ଆସି ବେଲଗୁଣ୍ଠା ବ୍ଳକର ବଡବୋରସିଂ ପଞ୍ଚାୟତ କାଳିଆ ଗୁଡା ଠାରେ ପହଞ୍ଚିବା ପରେ ସରପଞ୍ଚ ରାମେଶ୍ବର…
Read More...