Browsing Category

ଜିଲ୍ଲା

ବିଧବା ଅଙ୍ଗନୱାଡ଼ି ସହାୟିକାଙ୍କ ଆତ୍ମହତ୍ୟା; ମୃତ୍ୟୁର କାରଣ ଅସ୍ପଷ୍ଟ ।

ବେଲଗୁଣ୍ଠା,୦୯/୦୪(ପିପିଟି):ବେଲଗୁଣ୍ଠାରେ ପଞ୍ଚଶମ୍ଭୁ ମହାମିଳନ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଭୋର୍ ୪ ଘଣ୍ଟା ୩୦ ମିନିଟ୍ ସମୟରେ ବେଲଗୁଣ୍ଠା ସହରର ମୁଖ୍ୟ ସଡ଼କରେ ଥିବା ଏକ ଘର ବାରଣ୍ଡାରେ ଜଣେ…
Read More...

ଲୋପ ହେବାକୁ ବସିଲାଣି ଜାନୁଘଣ୍ଟିଆ ପର୍ଶୁରାମ।

ବୋଲଗଡ଼,୦୯/୦୪(ପିପିଟି):ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଦେଖିବାକୁ ମିଳୁନାହାନ୍ତି ଜାନୁଘଣ୍ଟିଆ ପର୍ଶୁରାମ। ଜାନୁରେ ଘଣ୍ଟିବାନ୍ଧି ହାତରେ ଫାର୍ସା ଓ ଭିକ୍ଷାଥାଳ ଧରି ଗାଁ ଦାଣ୍ଡରେ ପର୍ଶୁରାମଙ୍କର ଗାଥା ଗାନ କରି ବୁଲି ଥାନ୍ତି।…
Read More...

ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼ ପାଇଁ ଦାଵି।

ଉଲୁଣ୍ଡା,୦୮/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାପୁର ନିକଟସ୍ଥ ଝାରକୁମୁଣ୍ଡା ଛକର ମୁଖ୍ୟ ରାସ୍ତା କଡ଼ରେ ଥିବା ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି। ଏହାର…
Read More...

ପାରିବାରିକ କଳହରୁ କନେଷ୍ଟବଳଙ୍କ ଆତ୍ମହତ୍ଯା ।

ମାଲକାନଗିରି,୦୭/୦୪(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ ଏମଭି -୪୨ ଗାଁ ନିକଟରେ ଥିବା ଏକ ବରଗଛ ଶାଖାରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି ।…
Read More...

୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ।

ବାଲିଗୁଡା,୦୭/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡ…
Read More...

ରାଜ୍ୟ ସରକାରଙ୍କ ମାତ୍ର ୧୨ ଟଙ୍କା ଦୈନିକ ମଜୁରୀ ବୃଦ୍ଧି ଶ୍ରମିକ ସମାଜ ପ୍ରତି ଉପହାସ: ଟି.ୟୁ.ସି.ଆଇ ।

ଭୁବନେଶ୍ୱର,୦୭/୦୪(ପିପିଟି): ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବୃଦ୍ଧି ହୋଇ ହୋଇ ଚାଲିଥିବା ସମୟରେ ନବୀନ ସରକାରଙ୍କ ଗୁରୁ ଦାୟିତ୍ବ ଥିଲା ଯେ, ଶ୍ରମିକମାନଙ୍କ ଉପରୁ ଦରଦାମ୍ ବୃଦ୍ଧିକୁ ହାଲକା କରିବା ପାଇଁ…
Read More...

ନୂତନ ଅନ୍ତେବାସିନୀ ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ।

କନ୍ଧମାଳ,୦୬/୦୪(ପିପିଟି):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡୀ ପଦର ଠାରେ ନୂତନ ଅନ୍ତେବାସି ବିଦ୍ୟାର୍ଥୀ ଚୟନ ନିମନ୍ତେ ଲଟେରୀ ଉଠାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଗତ କୋଭିଡ୍ ମହାମାରୀ…
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ”ପାଳିତ ।

ବାଲିଗୁଡ଼ା,୦୬/୦୪(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ "ନାଦବ୍ରହ୍ମ" ପାଳିତ ହୋଇଯାଇଛି। ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ…
Read More...

ରାଜପୁର ଗ୍ରାମରେ ପାନୀୟ ଜଳ ସଙ୍କଟ, ୫ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ବସୁଧା ଜଳ ପ୍ରକଳ୍ପ ।

ଦିଗପହଣ୍ଡି,୦୬/୦୪(ପିପିଟି):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଅଧିନ ରାଜପୁର ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ ମାରିଥିବା ଜଣାପଡ଼ିଛି । ଦୀର୍ଘ ୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ପାନୀୟ…
Read More...

ବିଶ୍ଵାମିତ୍ର ହରପାଲ ଭଞ୍ଜନଗର ନୂତନ ଏସଡ଼ିପିଓ ।

ଭଞ୍ଜନଗର,୦୬/୦୪(ପିପିଟି):ଭଞ୍ଜନଗର ରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ବିଶ୍ଵାମିତ୍ର ହରପାଲ ଦାୟିତ୍ୱ ଗ୍ରହଣ କରିଛନ୍ତି କରିଛନ୍ତି। ଏଥି ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟାଳୟରେ ଡ଼ିଏସପି ରୂପେ କାର୍ଯ୍ୟ…
Read More...