Browsing Category

ଜିଲ୍ଲା

ଜଙ୍ଗଲରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

କନ୍ଧମାଳ,୧୬/୧୦(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା କଡ଼ିପରି ଗାଁ ନିକଟ ଡଲାମୁଣ୍ଡା ଜଙ୍ଗଲରେ ଥିବା ଏକ ପାଟିଲି ଗଛରେ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତ…
Read More...

କନ୍ଧମାଳରେ ବିକାଶର ବାର୍ତ୍ତା : ଛାତ୍ର ଛାତ୍ରୀ ମାନେ ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି ।

କନ୍ଧମାଳ,୧୬/୧୦(ପିପିଟି): ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର…
Read More...

ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ ।

ଛତ୍ରପୁର ୧୬/୧୦(ପିପିଟି):ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ଗୋପାଳପୁର ଦ୍ୱାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ଠାରେ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଆୟୋଜନ କରି ଗ୍ରାମୀଣ ମହିଳାମାନେ କିଭଳି ସଶକ୍ତ ହୋଇ ସେମାନେ…
Read More...

ବିଦ୍ୟୁତ ଟ୍ରାନ୍ସଫର୍ମର ପୁନଃସ୍ଥାପନ ଦାବିରେ ମହିଳାଙ୍କ ରସ୍ତାରୋକ: ବିଭାଗୀୟ ପ୍ରତିଶୃତି ପରେ ହଟିଲା ।

କନ୍ଧମାଳ,୧୬/୧୦(ପିପିଟି):ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ମହିଳା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ଗାଁରେ ଏଭଳି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗୁରୁପଡା…
Read More...

ମନରେଗା ଶ୍ରମିକ ସଭା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ।

ହିଞ୍ଜିଳିକାଟୁ,୧୬/୧୦(ପିପିଟି): ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ବରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶ୍ରମିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ହିଞ୍ଜିଳିକାଟୁ…
Read More...

ମୋବାଇଲ ଫେରି ପାଇ ପୁଲିସକୁ କୃତଜ୍ଞତା ଜଣାଇଲେ ମାଲିକ ।

ଭଞ୍ଜନଗର, ୧୬/୧୦(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜାମପଲ୍ଳୀ କନ୍ଧସାହିର ଏମ୍ ମାରିଆ ଏବଂ ତାର ପୁଅ କିଛି ଚୋରଙ୍କ ସହାୟତାରେ ବିଭିନ୍ନ ସ୍ଥାନରୁ ନାମିଦାମୀ ମୋବାଇଲ ଚୋରୀ କରିବା ପରେ ସେସବୁ ଘରେ ଆଣି ରଖିବା ପରେ…
Read More...

ବୋଲଗଡ ଡିଜିଟାଲ ମିଡିଆ ସଂଘ ପଞ୍ଚମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନଷ୍ଠିତ।

ବୋଲଗଡ଼,୧୫/୧୦ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଡିଜିଟାଲ ମିଡିଆ ସଂଘ ର ପଞ୍ଚମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନଷ୍ଠାନର ସମ୍ପାଦକ ବିଶ୍ୱଜିତ୍ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ବୋଲଗଡସ୍ଥ ଶ୍ରୀଅରବିନ୍ଦ…
Read More...

ବସଷ୍ଟାଣ୍ଡ ଠାରୁ ବେଆଇନ ବାଲି ବୋଝଇ ୫ଟି ଟ୍ରକକୁ ଜବତ କଲା କୋଦଳା ପୋଲିସ ।

କୋଦଳା,୧୫/୧୦(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କୋଦଳା ବସ ଷ୍ଟାଣ୍ଡ ନିକଟରେ ବେଆଇନ ବାଲି ଚାଲାଣ କରାଯାଉଥିବା ୫ଗୋଟି ବାଲି ବୋଝଇ ଟ୍ରକକୁ ଜବତ କରି ରଖିଛି କୋଦଳା ପୋଲିସ । ଆଜି ସକାଳୁ ସକାଳୁ କୋଦଳା ପୋଲିସ…
Read More...

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ।

ପୋଲସରା,୧୫/୧୦(ପିପିଟି):ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଓ ଓଁ ଚାରିଟେବୁଲ ଟ୍ରଷ୍ଟ ପୋଲସରା ଏବଂ ଓଡ଼ିଶାର ସର୍ବାବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ…
Read More...

ବିଜେଡି ସକ୍ରିୟ କର୍ମୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ।

କୋଦଳା,୧୫/୧୦(ପିପିଟି): ବେଗୁନିଆପଡା ବ୍ଲକ ଏସ ଛଚିନା ଠାରେ କବିସୂର୍ଯ୍ୟନଗର ବିଜୁ ଜନତା ଦଳ ପକ୍ଷରୁ ବିଧାୟିକା ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ତିନିଦିନ ଧରି…
Read More...