Browsing Category

ଜିଲ୍ଲା

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ବିଶ୍ଵ ନିକେତନ ଜରା ନିବାସରେ ମାତୃ ଦିବସ ପାଳିତ ।

ବ୍ରହ୍ମପୁର,୧୪/୦୫(ପିପିଟି):ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ଗଞ୍ଜାମ ଶାଖା ପକ୍ଷରୁ ମହାନ୍ ସଙ୍ଘ ଦ୍ଵାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସରେ ଆଜି ମାତୃ ଦିବସ ପାଳିତ ହୋଇଯାଇଛି।…
Read More...

ଉଲୁଣ୍ଡା ବ୍ଲକ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ଗଠିତ ।

ଉଲୁଣ୍ଡା,୧୪/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀପାତାଳି କ୍ଷେତ୍ର କୋଟସମଲାଇ ଠାରେ ବ୍ଲକର ଡିଜିଟାଲ ମିଡ଼ିଆର ସାମ୍ବାଦିକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇ ଯାଇଥିବାବେଳେ ଏହି ସଭାରେ ଉଲୁଣ୍ଡା ବ୍ଲକ…
Read More...

ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ ରାଣୀ ପଣ୍ଡା ।

ଭଞ୍ଜନଗର,୧୪/୦୫(ପିପିଟି): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଭିଡ଼ ହେବାରେ ଲାଗିଛି।ତେଣୁ ସାରା ସହର ଉତ୍ସବ ମୁଖର ହୋଇ ଉଠିଛି । ଲୋକମାନେ ଆସି ମା' ବ୍ୟାଘ୍ରଦେବୀ ଓ ମା' ଠାକୁରାଣୀଙ୍କୁ…
Read More...

ଆର୍ଥିକ ଅନଗ୍ରସର୍ କନ୍ୟା ବିବାହ ସହ ଚଳିତ ବର୍ଷ ମହାନ୍ ସଙ୍ଘ ପକ୍ଷରୁ ବହୁ ଜନ ହିତକର କାର୍ଯ୍ୟ କରାଯିବ: ସଭାପତି ମହାନ୍…

ବ୍ରହ୍ମପୁର,୧୩/୦୫(ପିପିଟି):ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାନ୍ ସଙ୍ଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ) ଦୀର୍ଘ ୩୮ ବର୍ଷ ଧରି ପଲ୍ଲି ରୁ ଦିଲ୍ଲୀ ପର୍ଯ୍ୟନ୍ତ ବହୁ ଜନହିତକର ସେବା,…
Read More...

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ଯାଳୟର ବରିଷ୍ଠ ରାଜସ୍ବ ସହାୟକ।

ଛତ୍ରପୁର,୧୨/୦୫(ପିପିଟି): ଘର ପଟ୍ଟା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଛତ୍ରପୁର ତହସିଲ କାର୍ଯ୍ଯାଳୟର ବରିଷ୍ଠ ରାଜସ୍ବ ସହାୟକ ସ୍ବାତୀ ସୁଚିତ୍ରା ପାତ୍ର। ଛତ୍ରପୁରର…
Read More...

ପୁଣି ସକ୍ରିୟ ଲାଲ୍ ବାହିନୀ,ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା ।

କନ୍ଧମାଳ,୧୧/୦୫(ପିପିଟି):କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଲାଲ୍ ବାହିନୀ। ବୁଧବାର ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଘରୁ ବାହାରକୁ ଡାକି ନେଇ ନିଜ ବାରିଆଡେ ହିଁ ଗୁଳି କରି ନିର୍ମମ…
Read More...

ଗ୍ରାମବାସୀ ମାନଙ୍କ ଜୀବନ ସହ ଖେଳ ଖେଳୁଛି ବିଦ୍ୟୁତ ବିଭାଗ ।

ବୋଲଗଡ଼,୧୧/୦୫(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତର ପାଟବନ୍ଧ ଗ୍ରାମର ପଶ୍ଚିମଶ୍ୱରଙ୍କ ପୋଖରି ଯାହାକି ପାଟବନ୍ଧ ଗ୍ରାମବାସୀ ମାନେ ସ୍ନାନାଦି କାର୍ଯ୍ୟ କରିଥାନ୍ତି।ଗ୍ରାମରେ ମୋଟ୍ ୧୩୦ଟି ପରିବାର…
Read More...

ଭୁବନେଶ୍ୱର ଏମ୍ସ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ଠକେଇ।

ପୋଲସରା,୧୧/୦୫(ପିପିଟି):ଭୁବନେଶ୍ୱର ଏମ୍ସ ର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ମୁଖ୍ୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରି ପୋଲସରା ପୋଲିସ କୋର୍ଟ ଚାଲାଣ କରିଛି।…
Read More...

ମନ୍ଦିରରେ ଦୀପରୁ ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ।

ଭଞ୍ଜନଗର,୧୦/୦୫(ପିପିଟି):ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମର ଖଦାଳ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସନ୍ତୋଷ ନାୟକଙ୍କ ପତ୍ନୀ ମାଳତୀ ନାୟକ(୨୭) ମନ୍ଦିରରେ ଦୀପରୁ ନିଆଁ ଲାଗି ଗୁରୁତର…
Read More...

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା;ଉପଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ।

ବାଲିଗୁଡ଼ା,୧୦/୦୫(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହିରେ ଥିବା କିଛି ବରିଷ୍ଠ ନାଗରିକଙ୍କ ସେଟେଲମେଣ୍ଟ ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିମାନେ ଜୋର…
Read More...