Browsing Category

ଜିଲ୍ଲା

ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ ।

ପାଣିକୋଇଲି,୦୪/୦୧(ପିପିଟି): ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼ କରିଛନ୍ତି। ଫାୟାରିଂରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ପୁଲିସର ତନାଘନା ଜାରି ରହିଛି। ଜଣଙ୍କ ପେଟରେ ଓ…
Read More...

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ।

ଯାଜପୁର,୦୪.୦୧(ପିପିଟି): ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାପାଳ ପି.…
Read More...

ସିରିଡ଼ି ସାଇ ମନ୍ଦିରରୁ ବଡ଼ ଧରଣର ଚୋରୀ ।

ଭଞ୍ଜନଗର, ୪/୧(ପିପିଟି):ଭଞ୍ଜନଗର ସହରର ବାଇପାସ ରୋଡ଼ରେ ଥିବା ପ୍ରସିଦ୍ଧ ସିରିଡ଼ି ସାଇ ମନ୍ଦିରରୁ ବଡ ଧରଣର ଚୋରୀ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ୩ଜଣ ପୁରୁଷ ମନ୍ଦିର ପଛ ଗେଟର ତାଲା…
Read More...

ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାର ଦୁଇଟି ସ୍ଥାନରେ ଧାନମଣ୍ଡି ଉଦ୍ଘାଟିତ ।

ବେଲଗୁଣ୍ଠା,୦୪/୦୧(ପିପିଟି) : ଆଜି ବେଲଗୁଣ୍ଠା ବ୍ଲକ୍ ର ଦୁଇଟି ସ୍ଥାନରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ୱାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପ୍ରଥମେ ବେଲଗୁଣ୍ଠା ସେବା ସମବାୟ ସମିତି ଆନୁକୂଲ୍ୟରେ ଧାନ ମଣ୍ଡିକୁ…
Read More...

ମୃତାହତଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।

ଯାଜପୁର,୦୪/୦୧(ପିପିଟି): ଯାଜପୁର ଜିଲ୍ଲାର ପାଣିକୋଇଲିରେ ଥିବା ସୁନା ଦୋକନାରେ ଲୁଟ ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟଣା । ମୃତାହତଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ହସ୍ପିଟାଲକୁ ଯାଇ ମୃତ ବିଦ୍ୟୁତ…
Read More...

ଅଷ୍ଟମ ଚାନ୍ଦଳୀ ପାହାଡ଼ ମହୋତ୍ସବର ୨ୟ ସନ୍ଧ୍ୟା;ଅକୃର ଗମନ ଓ ଦେବର୍ଷି ନାରଦଙ୍କ ପରାମର୍ଶରେ ଧନୁଯାତ୍ରା ଆୟୋଜନ ।

ଦେଓଗାଁ,୦୪/୦୧: ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦଳୀ ପାହାଡ଼ରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଅଷ୍ଟମ ଚାନ୍ଦଳୀ ପାହାଡ଼ ମହୋତ୍ସବ ଶୁକ୍ରବାର ଥିଲା ଦ୍ବିତୀୟ ସନ୍ଧ୍ୟା । ୨ୟ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି…
Read More...

ସମାଜସେବା ପାଇଁ ଡକ୍ଟରେଟ ପାଇଲେ ସରପଞ୍ଚ ପ୍ରଦୀପ ।

ବୋଲଗଡ, ୦୩/୦୧(ପିପିଟି):ସମାଜସେବା ଓ ଲୋକସେବା ଉଲ୍ଲେଖନୀୟ ସଫଳତା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ ପୁରୀଟାଉନ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ…
Read More...

ଫସଲ କ୍ଷତିପୂରଣ ଦାବିରେ ଏଆଇକେଏମଏସ୍ ପକ୍ଷରୁ ସୋରଡା ତହସିଲ ଅଫିସ୍ ଘେରାଉ ।

ବ୍ରହ୍ମପୁର,୦୩/୦୧(ପିପିଟି):ଫସଲ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବି ନେଇ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା (ଏଆଇକେଏମଏସ୍) ପକ୍ଷରୁ ସୋରଡା ତହସିଲ ଅଫିସକୁ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…
Read More...

ପୂର୍ବତନ ସରପଞ୍ଚ ସ୍ୱର୍ଗତ ରବିନ୍ଦ୍ର କୁମାର ଅଟ୍ଟଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ବାର୍ଷିକ ଅନୁଷ୍ଠିତ।

ବୋଲଗଡ଼,୦୩/୦୧(ପିପିଟି):ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ରବିନ୍ଦ୍ର କୁମାର ଅଟ୍ଟଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସ୍ୱର୍ଗତ ଅଟ୍ଟ ସାଗରଗାଁ ପଞ୍ଚାୟତର…
Read More...

ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୩୦ ଲକ୍ଷ କ୍ଷତିପୂରଣ ଦାବି କଲେ ବାମପନ୍ଥୀ ନେତୃବୃନ୍ଦ । ।

ବାଲିକୁଦା,୦୩/୦୧:ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ଗ୍ରାମପଞ୍ଚାୟତ ସାରଣା ଗ୍ରାମର କୃତ୍ତିବାସ ସ୍ଵାଇଁ (୩୮) ଅମଳ ହେବାକୁ ଥିଵା ୩ ଏକର ଜମିର ଫସଲ ଡିସେମ୍ବର ମାସ ଶେଷ ସପ୍ତାହର ଅଦିନିଆ…
Read More...