Browsing Category

ଜିଲ୍ଲା

ଜିଲ୍ଲାରେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇଲେ ୧୩୪୬୧୦ ଜଣ ମହିଳା ।

ମାଲକାନଗିରି, ୦୮/୦୩(ପିପିଟି) : ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ସୁଭଦ୍ରା ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ…
Read More...

ଅନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନର ଶୁଭାରମ୍ଭ ।

ଯାଜପୁର,୦୮/୦୩(ପିପିଟି):ଆନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳନର ଶୁଭାରମ୍ଭ ହୋଇଯାଇଅଛି। ଏଥି ନିମନ୍ତେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଯାଜପୁର ଟାଉନ ଶାଖା କାର୍ଯ୍ୟାଳୟ ପରିସରରେ ସମବାୟ ପତାକା…
Read More...

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ।

କୋଦଳା,୦୮/୦୩(ପିପିଟି):ଶନିବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଭାରପ୍ରାପ୍ତ ଅଧ୍ୟକ୍ଷ ବିନୋଦ କୁମାର ମିଶ୍ରଙ୍କ…
Read More...

ଏନ୍ଏସି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

କୋଦଳା,୦୮/୦୩(ପିପିଟି): ଶନିବାର କୋଦଳା ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ କଲ୍ୟାଣ ମଣ୍ଡପ ପରିସର ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ…
Read More...

ବାଇକ୍ ଓ କାର ମୁହାଁମୁହିଁ ଧକା ୩ମୃତ ।

ଜି ଉଦୟଗିରି,୦୭/୦୩: ଆଜି ରାତ୍ର ପ୍ରାୟ ୮ଟା ସମୟରେ ବାଇକ୍ ଓ ୱାଗନର ମୁହାଁମୁହିଁ ହେବା ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଜି ଉଦୟଗିରି ରୁ ୱାଗନର ଓଡି ୧୨ ୭୩୭୪ ରାଇକିଆ…
Read More...

କେନାଲ୍ ରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ସ୍ୱାମୀ ଓ ଶ୍ୱଶୁର ଗିରଫ ।

ବେଲଗୁଣ୍ଠା,୦୭/୦୩(ପିପିଟି): ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ନିକଟସ୍ଥ ଏକ କେନାଲ୍ ରୁ ବେଲଗୁଣ୍ଠା ପୋଲିସ୍ ଜଣେ ବିବାହିତ ମହିଳାଙ୍କ ଶବ ଉଦ୍ଧାର କରିବା ସହିତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ମହିଳାଙ୍କ…
Read More...

ଅଙ୍ଗାରଗାଁ ରୁ ତାଲା ଭାଙ୍ଗି ଚୋରି ଉଦ୍ୟମ, ଥାନାରେ ଏତଲା ।

କୋଦଳା,୦୭/୦୩(ପିପିଟି) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ କେ.ପ୍ରଶାନ୍ତ କୁମାର ପାତ୍ର ଏବଂ କେ. ପ୍ରଦୀପ କୁମାର ପାତ୍ରଙ୍କ ପୁରୁଣା ଘରୁ ତାଲା ଭାଙ୍ଗି ଚୋରୀ ଉଦ୍ୟମ ହୋଇଛି । କିନ୍ତୁ…
Read More...

ଓଡ଼ିଆଙ୍କ ମୁଖନିସୃତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ : ଅର୍ପିତା ସିଂ ।

ଯାଜପୁର୦୭/୦୩: ବିଜେଡି ମହିଳା ନେତ୍ରୀ ଅର୍ପିତା ସିଂ କୁହନ୍ତି ପ୍ରତିଟି ଓଡ଼ିଆ ପ୍ରାଣରେ ସେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । କିଏ କହେ ତାଙ୍କୁ ମାଟିର ବରପୁତ୍ର, କିଏ କହେ ’ଝଡ଼ର ଇଗଲ’ । ସେ କିନ୍ତୁ ’କଳିଙ୍ଗ ବୀର’, ନବ…
Read More...

ଯାଜପୁର ଜିଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ।

ଯାଜପୁର,୦୭/୦୩(ପିପିଟି) : ଆଜି ପୂର୍ବାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ ଗୌତମ ବୁଦ୍ଧ ସଂସ୍କୃତି ଭବନ ଯାଜପୁରଠାରେ ପାଳିତ ହୋଇଯାଇଅଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା…
Read More...

ପୋଲସରା ଓକିଲ ସଂଘର ନିର୍ବାଚନ ଘୋଷଣା ।

ପୋଲସରା,୦୭/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ଓକିଲ ସଂଘ- ୨୦୨୫ ସକାଶେ ବାର୍ଷିକ ନିର୍ବାଚନ ଘୋଷଣା କରାଯାଇଛି। ଆସନ୍ତା ୧୮ତାରିଖ ମଙ୍ଗଳବାର ଦିନ ଗଣତାନ୍ତ୍ରିକ ପଦ୍ଧତି ନିୟମ ଅନୁସାରେ ବିଭିନ୍ନ ପଦ ପଦବୀ ପାଇଁ…
Read More...