Browsing Category
ଜିଲ୍ଲା
ଗୋପାଳ ସ୍ୱାଇଁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ।
ଭଞ୍ଜନଗର ୦୪/୦୭(ପିପିଟି) : ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କ୍ୱାଇସ ଗୁରୁବାର କୁରୁଳାଇ ଗ୍ରାମର ଗୋପାଳ ସ୍ବାଇଁ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ୧୧ ବର୍ଷ ପରେ ଅଭିଯୁକ୍ତ ରବୀନ୍ଦ୍ର ଦଳବେହେରାଙ୍କୁ ବିଚାରପତି ଆଜୀବନ…
Read More...
Read More...
ଜଳସେଚନ ପାଇଁ ଭଞ୍ଜନଗର ବିଧାୟକ କଳିଙ୍ଗା ଘାଟି ପରିଦର୍ଶନ କଲେ।
ଭଞ୍ଜନଗର ୦୪/୦୭(ପିପିଟି) :ଗଞ୍ଜାମ କନ୍ଧମାଳ ଜିଲା ସୀମାର ଥିବା କଳିଙ୍ଗା ଘାଟିର ଝରଣା ପାଣିକୁ ଗଛିତ ରଖି ତାକୁ ଜଳସେଚନ ପାଇଁ କିଭଳି ବ୍ୟବହାର କରାଯିବ ସେ ଚିନ୍ତା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଘାରିଛି।…
Read More...
Read More...
ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ବନମହୋତ୍ସବ ପାଳିତ ।
ଭଞ୍ଜନଗର ୦୩/୦୭(ପିପିଟି) :ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ…
Read More...
Read More...
ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ।
ପୋଲସରା,୦୩/୦୭ (ପିପିଟି) :ଆଜି ପୋଲସରା ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ଼ିପିଓ ତିଳୋତ୍ତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ…
Read More...
Read More...
ଘୁଙ୍ଗିନାଳ ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ।
ସୁବର୍ଣ୍ଣପୁର ,୦୩/୦୭(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ଘୁଙ୍ଗିନାଳ ବ୍ରିଜ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି । ଏହି ବର୍ଷ ପ୍ରଥମ ବନ୍ୟା ଜଳ ଉକ୍ତ ବ୍ରିଜ ଉପରେ…
Read More...
Read More...
ବେଲଗୁଣ୍ଠା ଥାନାରେ ନୂତନ ଆଇଆଇସିଙ୍କୁ ସ୍ୱାଗତ, ପୂର୍ବତନ ଆଇଆଇସିଙ୍କୁ ବିଦାୟ ସମ୍ବର୍ଦ୍ଧନା ।
ବେଲଗୁଣ୍ଠା, ୦୨/୦୭(ପିପିଟି):ବେଲଗୁଣ୍ଠା ଥାନା ପରିସରରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ରେବତୀ ଶବରଙ୍କୁ ଆଜି ଥାନା ତରଫରୁ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସ୍ୱାଗତ…
Read More...
Read More...
spiritual exhibition.
Berhampur, 02/07(PPT): on the auspicious occasion of Sacred Rathyatra at Goutam Nagar Bhabinipur a spiritual exhibition on behalf of nilachal nagar Brahmakumaris Shanti Jyoti Bhawan has…
Read More...
Read More...
କୋତାମାଟେରୁ ର ହିଂସାତ୍ମକ ଆକ୍ରମଣ ଘଟଣା କୁ ନେଇ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ।
ମାଲକାନଗିରି,୦୨/୦୭(ପିପିଟି) :ଗତ ଜୁନ୍ ୨୧ ତାରିଖ ୨୦୨୫ ରେ ଘଟିଥିବା ମାଲକାନଗିରି ଜିଲ୍ଲାର ମାଟାପାକା ପଞ୍ଚାୟତର କତାମାଟେରୁ ଗାଁରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ସମ୍ପର୍କରେ ଅତ୍ୟନ୍ତ…
Read More...
Read More...
ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ ।
ବ୍ରହ୍ମପୁର,୦୨/୦୭(ପିପିଟି) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଦୁଇ ଦିନିଆ ବାର୍ଷିକୋତ୍ସବ ପାଳନ ଅବସରରେ ଆଜି ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ - ଆନ୍ଧ୍ର ଭାଷା…
Read More...
Read More...
ଚାନ୍ଦବାଲି ମେଡିକାଲ୍ ଭିତରେ ବର୍ଷା ପାଣି, ରୋଗୀଙ୍କ ସହ ଡାକ୍ତର ହେଉଛନ୍ତି ହନ୍ତ ସନ୍ତ।
ଚାନ୍ଦବାଲି,୦୨/୦୭: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୫ ତାଲା ବିଶିଷ୍ଟ ଏହି ମେଡିକାଲ୍ ଶିଡ଼ିରେ ପାଣି ଖସିବା କାରଣରୁ ରୋଗୀ ସେବା ବାଧା ପ୍ରାପ୍ତ ହେବା ସହିତ ମେଡିକାଲ୍ ଉପରୁ ତଳ ପର୍ଯ୍ୟନ୍ତ…
Read More...
Read More...