Browsing Category

ଜିଲ୍ଲା

ଡ୍ରେନ ପୋତି ହୋଇଯିବାରୁ ରାସ୍ତାରେ ନିଷ୍କାସିତ ହେଉଛି ବର୍ଷାଜଳ।

ବୋଲଗଡ଼,୨୫/୦୭(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ଉପରେ ନିଷ୍କାସିତ ହେଉଛି ବର୍ଷାଜଳ।ରାସ୍ତାପାର୍ଶ୍ବରେ ଥିବା ଡ୍ରେନ ପୋତି ହୋଇଯାଇଥିବା କାରଣରୁ ବସଷ୍ଟାଣ୍ଡ…
Read More...

ପିପୁଲସ କଲେଜ ଓଡ଼ିଆ ବିଭାଗର ନବାଗତଙ୍କୁ ସ୍ୱାଗତ ।

ପୋଲସରା,୨୫/୦୭ (ପିପିଟି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଓଡିଆ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୨୫ ତାରିଖ ଦିନ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ଡକ୍ଟର…
Read More...

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ।

ପୋଲସରା (ପିପିଟି) ୨୫/୦୭/୨୫ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଜୁଲାଇ ୨୪ ତାରିଖ ଦିନ ବିଦ୍ୟାଳୟ ପରିସରରେ…
Read More...

ବିଡ଼ିପୁର ଠାରେ ବଡ଼ ଧରଣର ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ ।

ଭଞ୍ଜନଗର, ୨୫/୦୭(ପିପିଟି) : ଗଞ୍ଜାମ ଜିଲ୍ଲାକୁ ଜୁଆ ଶୂନ୍ୟ କରିବା ଲକ୍ଷ୍ୟରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ଡ.ଦିପକ କୁମାର ମିଶ୍ରଙ୍କ ନେତୃତ୍ୱରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଗ୍ରାମରେ…
Read More...

ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଉତ୍ସବ।

ପୋଲସରା, (ପିପିଟି) ୨୪/୦୭/୨୫ : ପୋଲସରା ବିଜ୍ଞାନ ମହାବଦ୍ୟାଳୟର ପରିସରରେ +୨, +୩ ଏବଂ ପି. ଜି ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ "ପ୍ରବେଶ ଉତ୍ସବ ୨୦୨୫" ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କଲେଜର…
Read More...

କଳାକାରମାନେ ସମାଜ ସଂସ୍କାରକ ହେତୁ ଆବଜ୍ଞାର ପାତ୍ର ନୁହଁ : ବରିଷ୍ଠ କଳାକାର ସଂଘ ।

ବ୍ରହ୍ମପୁର,୨୪/୦୭(ପିପିଟି): କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ପବିତ୍ର ଆନ୍ତର୍ଜାତୀୟ କଳାକାର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା…
Read More...

ସ୍ୱାମୀକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପତ୍ନୀ ଗିରଫ ।

ଭଞ୍ଜନଗର, ୨୪/୭. ବେଲଗୁଣ୍ଠା ପୋଲିସ ପକ୍ଷରୁ ନିଜ ସ୍ୱାମୀକୁ ହତ୍ୟା ଉଦ୍ୟମ କରିବାକୁ ନେଇ ଥାନାରେ କେସ୍ ନଂ ୩୭୬ ତାରିଖ ୨୩.୦୭.୨୫,ରେ ଧାରା ୧୧୫(୨)/୧୦୯(୧) ବିଏନଏସ ଅନୁଯାୟୀ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଅଭିଯୁକ୍ତ…
Read More...

ଦଣ୍ଡଯାତ୍ରା-୨୦୨୬ରେ ସାମାଜିକ ନାଟକକୁ ନେଇ ଟଣାଓଟରା ।

ଭଞ୍ଜନଗର, ୨୩/୦୭(ପିପିଟି):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଭାବେ ଦଣ୍ଡଯାତ୍ରା ଅନ୍ୟତମ।ହେଲେ ସମୟ ସହ ତାଳ ଦେଇ ବର୍ତ୍ତମାନ ଦଣ୍ଡଯାତ୍ରାରେ ଆଧୁନିକତାର ପ୍ରବେଶ ହୋଇଛି।ତେଣୁ ଯାତ୍ରା ସମୟରେ ମାଆ ଦଣ୍ଡକାଳୀଙ୍କର ସକାଳ…
Read More...

ଗୁଡୁ ମୃତ୍ୟୁ ଘଟଣା ,୫ ଅଭିଯୁକ୍ତ ଗିରଫପରେ କୋର୍ଟ ଚାଲାଣ କଲା ପୁଲିସ ।

ପୋଲସରା ୨୩/୭(ପିପିଟି):ପୋଲସରା ଥାନା ନିକଟ କଳମ୍ବ ସାହି ଛକ ସ୍ଥିତ ଏକ ପରିବା ଦୋକାନରେ ମଙ୍ଗଳବାର ସକାଳେ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଗୁଡ଼ୁ ଓରଫ ରାକେଶ ପ୍ରଧାନ ମୃତ୍ୟୁବରଣ କରିଛି ।…
Read More...

ବିଶ୍ୱ ମୂଳନିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ।

ମାଲକାନଗିରି,୨୩/୦୭(ପିପିଟି) :ମାଲକାନଗିରି, ବିଶ୍ୱ ମୂଳନିବାସୀ ଦିବସ ଉତ୍ସବ ଅଗଷ୍ଟ ୦୯ ରେ ଧୁମଧାମରେ ପାଳନ କରିବା ସକାଶେ ଆଜି ମାଲକାନଗିରି ସଦର କୁମୁଟିଗୁଡା ସ୍ଥିତ ଆଦିବାସୀ କମ୍ୟୁନିଟି ଗୃହରେ ଜିଲ୍ଲା ମୂଳନିବାସୀ ସଂଘ…
Read More...