Browsing Category

ଜିଲ୍ଲା

ତାର ସିଂ ଠାରେ ସାଇବର ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ।

ଭଞ୍ଜନଗର, ୨୬/୧୦(ପିପିଟି):ଦିନକୁ ଦିନ ବିଭିନ୍ନ ଉପାୟରେ ସାଇବର କ୍ରାଇମ ବଢ଼ିବାରେ ଲାଗିଛି।ଯାହା ଫଳରେ ଅନେକ ଲୋକ ଅର୍ଥ ହରାଇ ସର୍ବସ୍ୱାନ୍ତ ହେଉଛନ୍ତି। ଜନସାଧାରଣ ସଚେତନ ହେଲେ ଏହି ଠକେଇକୁ ରୋକା ଯାଇପାରିବ।ତେଣୁ ଏହି…
Read More...

୪୫୦୦ ନିରକ୍ଷର ବ୍ୟକ୍ତି ଦେଲେ ଉଲ୍ଲାସ ପରୀକ୍ଷା ।

ମାଲକାନଗିରି, ୨୬/୧୦(ପିପିଟି): ଆଜି ମାଲକାନାଗିରି ଜିଲ୍ଲା ରେ ଉଲ୍ଲାସ ପରୀକ୍ଷା ଆୟୋଜନ କରାଯାଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନଗିରି ଜିଲ୍ଲାର ସାତ ଗୋଟି ବ୍ଲକର ବିଭିନ୍ନ ପରୀକ୍ଷା…
Read More...

ମହାନ୍ ସଂଘ ତରଫରୁ ମହିଳା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ।

ବ୍ରହ୍ମପୁର,୨୬/୧୦(ପିପିଟି):ଆଜି ମହାନ୍ ସଂଘ ତରଫରୁ ଚାଳିଶି ତମ ବାର୍ଷିକ ମସୋତ୍ସବ'ର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା,ସଂଘ ସଭାପତି ସୁଶାନ୍ତ ସାବତଙ୍କ ତତ୍ୱାବଧାନରେ "ଗୁରୁକୁଳ ଇଣ୍ଟରନେସେନାଲ୍ ପବ୍ଲିକ୍ ସ୍କୁଲ"ପରିସରରେ…
Read More...

ଇନର ହ୍ୱିଲ୍ କ୍ଲବ୍‌ର ପ୍ରଥମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ।

ଭଞ୍ଜନଗର, ୨୬/୧୦(ପିପିଟି ):ବନ୍ଧୁତା ଓ ସେବା ଉଦ୍ଦେଶ୍ୟରେ ଗଢ଼ି ଉଠିଥିବା ଆନ୍ତର୍ଜାତୀୟ ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ଇନର୍ ହ୍ୱିଲ୍ କ୍ଲବ, ଭଞ୍ଜନଗର ଶାଖାର ପ୍ରଥମ ପ୍ରତିଷ୍ଠା ଦିବସରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ…
Read More...

ରୋଟାରୀ କ୍ଲବ୍ ପକ୍ଷରୁ ଏଣ୍ଡ୍ ପୋଲିଓ ନାଓ ଶୋଭାଯାତ୍ରା ଏବଂ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ ।

ବେଲଗୁଣ୍ଠା,୨୫/୧୦(ପିପିଟି ):ଆଜି ପୋଲିଓ ଦିବସ ଉପଲକ୍ଷେ ଭଞ୍ଜନଗର ରୋଟାରୀ କ୍ଲବ୍ ତରଫରୁ ବେଲଗୁଣ୍ଠାରେ ଦୁଇଟି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ ହେବା ସହିତ ଏଣ୍ଡ୍ ପୋଲିଓ ନାଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ…
Read More...

ପୋଲସରାରେ ପୋଲିସ ବିଭାଗ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ -୨୦୨୫ ।

ପୋଲସରା ୨୫/୧୦(ପିପିଟି ): ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ପୋଲିସର ସାଇବର ସେଲ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ସାଇବର ଅପରାଧ "ସଚେତନତା ହିଁ…
Read More...

କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବି;କାଳିମେଘିରେ କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚର ବୈଠକ ।

କୋଦଳା,୨୫/୧୦(ପିପିଟି):କୋଦଳା ତହସିଲକୁ ସବ୍ ଡିଭିଜନ ମାନ୍ଯତା ଦାବି ଆଉ ପାଦେ ଆଗକୁ ଯାଇଛି। ଶନିବାର କାଳିମେଘି ପଞ୍ଚାୟତରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ…
Read More...

ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ମାଲକାନଗିରି, ୨୫/୧୦(ପିପିଟି):ଡିସେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୫ ଦିନ ବ୍ୟାପି ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ…
Read More...

ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ।

ବାଲିଗୁଡା,୨୫/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଟାଟା ଷ୍ଟିଲ, ମେରାମଣ୍ଡଳି ଏବଂ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି…
Read More...

ନିର୍ଦ୍ଦୋଷରେ ଖଲାସ ହେଲେ ବିକ୍ରମ ମଲ୍ଲିକ।

ଭଞ୍ଜନଗର୨୫/୧୦(ପିପିଟି):ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାର କୁଖ୍ୟାତ ଅପରାଧି ବିକ୍ରମ ମଲ୍ଲିକ ପୁଣି ଆଉ ଏକ ହତ୍ୟାକାଣ୍ଡରେ ନିର୍ଦ୍ଦୋଷରେ ଖଲାସ ହୋଇଛି। ଗତ ୧୮ ଜୁନ ୨୦୦୮ ମସିହାରେ ଭଞ୍ଜନଗର ଥାନା ସମ୍ମୁଖରେ ଗୁଳିମାଡରେ…
Read More...