Browsing Category
ଜିଲ୍ଲା
ପ୍ରକାଶ ପାଇଲା ପୋଲସରା ମ୍ୟୁନିସିପାଲିଟିର ୨୧ ଗୋଟି ୱାର୍ଡ ସଂରକ୍ଷଣ ତାଲିକା।
ପୋଲସରା ,୧୫/୦୨(ପିପିଟି): ପୋଲସରା ପୌର ପରିଷଦ ପାଇଁ ୨୧ ଗୋଟି ୱାର୍ଡର ସୀମାନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଗଞ୍ଜାମ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ନବ ଗଠିତ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ…
Read More...
Read More...
ବିଜେପିର ପ୍ରଚାର ପ୍ରସାର ପାଇଁ କୋଦଳା ଏନଏସି କରୁଛି ଟଙ୍କା ଖର୍ଚ୍ଚ ।
କୋଦଳା,୧୪/୦୨(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ରେ ଦୁର୍ନୀତି ଥମିବାର ନା ନେଉନଥିବା ବେଳେ ଏବେ ଆଉ ଗୋଟେ ସାଙ୍ଘାତିକ ଭିଡ଼ିଓ ଓ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୨୬ଜାନୁଆରୀ ସାଧାରଣ ତନ୍ତ୍ର…
Read More...
Read More...
ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ ।
ବାଲିଗୁଡା,୧୪/୦୨(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ତିନି…
Read More...
Read More...
ପୁଲୱାମା ଶହୀଦ୍ ଜବାନଙ୍କ ୭ ବର୍ଷ ପୂର୍ତ୍ତି ଉପଲକ୍ଷେ ପୋଲସରାରେ ମହମବତି ଶୋଭାଯାତ୍ରା ଏଵଂ ଶ୍ରଦ୍ଧାଞ୍ଜଳି।
ପୋଲସରା,୧୪/୦୨ (ପିପିଟି): ପୁଲୱାମା ଶହୀଦ୍ ଜବାନଙ୍କ ସାତ ବର୍ଷ ପୂର୍ତ୍ତି ଅବସରରେ ପୋଲସରା ଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସମୟରେ ସ୍ଥାନୀୟ ତହସିଲ…
Read More...
Read More...
ଶାର୍ଦ୍ଦୁଳ ଗ୍ରାମରେ ଚୋର କୁ ହତ୍ୟା; ବନ୍ଧା ହେଲେ ୨୦ ଗ୍ରାମବାସୀ ।
ଭଞ୍ଜନଗର, ୧୪/୦୨(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୁଳ ଗ୍ରାମରେ ଜଣେ ଚୋର କୁ ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଛନ୍ତି।ଏହି ଘଟଣାରେ ଭଞ୍ଜନଗର ପୋଲିସ ଆଜି ସନ୍ଧ୍ୟାରେ ମୋଟ ୨୦ଜଣଙ୍କୁ ଗିରଫ…
Read More...
Read More...
କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୁବକର ଉନ୍ମତ୍ତ କାଣ୍ଡ ।
ମାଲକାନଗିରି,୧୪/୦୨(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଡେଇଁ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିସର ମଧ୍ୟରେ ଯୁବକଟି ଏକ ମଦ…
Read More...
Read More...
ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାପ କାମୁଡ଼ା ଓ ପ୍ରତିକାର ଉପରେ ସଚେତନତା ।
ମାଲକାନଗିରି,୧୪/୦୨(ପିପିଟି):ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାପ କାମୁଡ଼ା ଓ ଏହାର ପ୍ରତିକାର ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମଭି-୪୭ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରମେଶ…
Read More...
Read More...
ଶ୍ରୀ ଅରୋବିନ୍ଦ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ।
ମାଲକାନଗିରି ,୧୪/୦୨(ପିପିଟି):ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ.ଭି - ୫୫ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଅନିୟମିତତାର ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହାର ତଦନ୍ତ ଜିଲ୍ଲା ଶିକ୍ଷା…
Read More...
Read More...
ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ୨-୦ ଗୋଲରେ ଢେଙ୍କାନାଳ ବିଜୟୀ।
ବୋଲଗଡ଼ ,୧୪/୦୨(ପିପିଟି): ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ…
Read More...
Read More...
ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ ।
ବାଲିଗୁଡା, ୧୪/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ।…
Read More...
Read More...