Browsing Category
ଜିଲ୍ଲା
ମରାମତି ଅଭାବରୁ ଅଚଳ ହୋଇପଡିଛି ନଳକୂପ।
ବୋଲଗଡ଼,୨୧/୦୯(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମର ମଠସାହି ବାରିପଛ ପଟରେ ଥିବା ନଳକୂପ ଦୀର୍ଘ ଦିନଧରି ଅଚଳ ଅବସ୍ଥାରେ ପଡ଼ିରହିଛି। ବାରମ୍ବାର ମଠସାହିର ବାସିନ୍ଦା ମାନେ ପ୍ରଶାସନକୁ…
Read More...
Read More...
ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ଯାଜପୁରରେ ଯୁବ ମାରାଥନ ଅନୁଷ୍ଠିତ ।
ଯାଜପୁର,୨୧/୦୯(ପିପିଟି): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିବସ ତଥା ଦେଶ ବ୍ୟାପୀ ପାଳିତ ହେଉଥିବା ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ 'ସେବା ପକ୍ଷ - ୨୦୨୫'ପାଳନ ଅବସରରେ ଯାଜପୁର ଜିଲ୍ଲା…
Read More...
Read More...
ବେଲଗୁଣ୍ଠା ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ ।
ବେଲଗୁଣ୍ଠା ,୨୧/୦୯(ପିପିଟି):ପାର୍ବଣ ଋତୁର ପଦାର୍ପଣରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆଡି ମାନଙ୍କ ଜିଲାର ଆମର ଜମିଲାଣି ।ଏ ପରି ପରିସ୍ଥିତି ବେଆଇନ୍ ଜୁଆଖେଳକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତୀକ୍ଷ୍ଣ ନଜର…
Read More...
Read More...
ଚଣ୍ଡୀ ରାମଚନ୍ଦ୍ରପୁରରେ ବିଜେପିର ମିଶ୍ରଣ ପର୍ବ।
ପୋଲସରା ,୨୧/୦୯(ପିପିଟି): ପୋଲସରା ବ୍ଲକ ବଡ ପଂକଳବାଡ଼ି ପଞ୍ଚାୟତ ଅଧୀନ ଚଣ୍ଡୀ ରାମଚନ୍ଦ୍ରପୁର ଗ୍ରାମରେ ରବିବାର ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ…
Read More...
Read More...
ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ।
ବେଲଗୁଣ୍ଠା, ୨୧/୦୯(ପିପିଟି ):ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ନିକଟସ୍ଥ ରତନପୁର ଗ୍ରାମର ଜଣେ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ହେଉଛନ୍ତି ନେଟଙ୍ଗା ରତନପୁର ଗ୍ରାମର…
Read More...
Read More...
ମୋବାଇଲ ଦୋକାନରୁ ବୋଡ଼ା ସାପ ଉଦ୍ଧାର ।
ଭଞ୍ଜନଗର, ୨୧/୦୯(ପିପିଟି ):ବର୍ଷା ଛାଡ଼ି ଯିବା ପରେ ସାପମାନେ ଏବେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି।ଆଜି ସକାଳେ ଭଞ୍ଜନଗର ସ୍ଥିତ ଭେଜିପୁଟ ଶିବ ମନ୍ଦିର ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସରୁ ଏକ ବୋଡ଼ା ସାପ ଉଦ୍ଧାର…
Read More...
Read More...
ଭଞ୍ଜନଗରରେ ପୋକ୍ସୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ।
ଭଞ୍ଜନଗର,୨୧/୦୯(ପିପିଟି):ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଠାରେ ଆଇନ ସଚେତନତା କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...
Read More...
ଔପଦାରେ ନକଲି ବିଦେଶୀ ମଦ କାରଖାନା; ବିପୁଳ ମଦ ଓ ସରଞ୍ଜାମ ଜବତ,ମାଲିକ ଗିରଫ।
ନୀଳଗିରି,୨୦/୦୯: ନୀଳଗିରି ଅବକାରୀ ପୁଲିସ ଆଜି ଔପଦା ଥାନା ଅଞ୍ଚଳରେ ଚାଲିଥିବା ଏକ ନକଲି ମଦ କାରଖାନା ଉପରେ ଚଢ଼ଉ କରି କାରଖାନାର ମାଲିକକୁ ଗିରଫ କରିଛି । ଦୀର୍ଘ ପ୍ରାୟ ୬ବର୍ଷ ଧରି ଏହି ମାଫିଆ ଜଣକ ନିଜର କଳା ସାମ୍ରାଜ୍ୟ…
Read More...
Read More...
ଯାଜପୁର ଜିଲ୍ଲାରେ ଏକଦିବସୀୟ ଚିତ୍ରକଳା ପ୍ରତିଯୋଗିତା ଓ କର୍ମଶାଳା ଆୟୋଜିତ ।
ଯାଜପୁର,୨୦/୦୯(ପିପିଟି): ଚଳିତ ବର୍ଷ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସାରା ଭାରତବର୍ଷ ବ୍ୟାପୀ ପାଳିତ ହେଉଥିବା 'ସେବା ପକ୍ଷ - ୨୦୨୫' ଅବସରରେ ଜିଲ୍ଲା ପ୍ରଶାସନ ଯାଜପୁର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ…
Read More...
Read More...
ଏସଆରକେ.ଏନ୍.ୟୁ.ବି. କେନ୍ଦୁବାଡ଼ି ପକ୍ଷରୁ ହିନ୍ଦୀ ଦିବସ ପାଳନ।
ପୋଲସରା,୨୦/୦୯ (ପିପିଟି) : ପୋଲସରା ବ୍ଲକ୍ କେନ୍ଦୁବାଡ଼ି ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରାଷ୍ଟଭାଷା ହିନ୍ଦୀ ଦିବସ ପାଳନ କରାଯାଇଛି। ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ…
Read More...
Read More...