Browsing Category

ଜିଲ୍ଲା

ପୋଖରୀରେ ବୁଡ଼ି ୨ ଶିଶୁ ମୃତ ।

କେନ୍ଦୁଝର,୧୦/୦୩: କେନ୍ଦୁଝର ସଦର ଥାନାରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖ ଟେରା ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ଦୁଇ ଭାଇ ମୃତ । ମୃତକ ହେଲେ ନୁରୁଦ୍ଧିନ ଆନଶାରୀଙ୍କ ଦୁଇ ଶିଶୁ ପୁତ୍ର ଆମାମାନ ଆନଶାରୀ ୯ ବର୍ଷ ଓ…
Read More...

ମା’ ଶିଖର ବାସିନୀ ଜଙ୍ଗଲରେ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ ଜଳିପୋଡି ନଷ୍ଟ ।

ବୋଲଗଡ,୧୦/୦୩(ପିପିଟି): ବୋଲଗଡ ବୋଲଗଡ ବନ ଖଣ୍ଡ ଅଧିନସ୍ଥ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ସ୍ଥିତ ମା' ଶିଖର ବାସିନୀ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଜୁ,ମହୁଲ…
Read More...

ଅଙ୍ଗାରଗାଁ ଗୌଡିୟ ବେଦାନ୍ତ ବିଦ୍ୟାଳୟକୁ ଆନ୍ତର୍ଜାତୀୟ ଭକ୍ତମାନଙ୍କ ଆଗମନ ।

ବେଗୁନିଆପଡ଼ା,୧୦/୦୩(ପିପିଟି): ଆନ୍ତର୍ଜାତୀୟ ଗୌଡିୟ ବେଦାନ୍ତ ଟ୍ରଷ୍ଟ (IGVT) ଓ ଗୌଡିୟ ବେଦାନ୍ତ ଏଜୁକେସନାଲ୍ ସୋସାଇଟି (GVES) ର ନିର୍ଦ୍ଦେଶନାରେ ପରିଚାଳିତ ଗୌଡିୟ ବେଦାନ୍ତ ବିଦ୍ୟାଳୟ ଅଙ୍ଗାରଗାଁ କୁ ସୋମବାର ଦିନ…
Read More...

ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ ।

ମାଲକାନଗିରି, ୧୦/୦୩(ପିପିଟି):ମାଲକାନଗିରି ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ ଉତ୍ସାହ, ଉଲ୍ଲାସ ଓ ବ୍ୟାପକ ଜନସହଭାଗିତାର ସହିତ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଜନ ହିତକର ଯୋଜନା ତୃଣ ମୂଳ ସ୍ତର ଶେଷ…
Read More...

ଅଜଣା ମୃତ ଦେହ ଉଦ୍ଧାର ।

ବେଲଗୁଣ୍ଠା ,୧୦/୦୩(ପିପିଟି):ବେଲଗୁଣ୍ଠା ନିକଟସ୍ଥ ନୁଆ ଗାଁ ବ୍ରିଜ ନିକଟ ବିଲ ମଧ୍ୟରୁ ଗୋଟାଏ ଅଜଣା ମୃତ ଦେହ ଉଦ୍ଧାର ହୋଇ ଅଛି ।ଆଜି ବେଲଗୁଣ୍ଠ। ଥାନା ଅନ୍ତର୍ଗତ ଏକ ବିଲ ମଧ୍ୟରେ ଅଜଣା ଯୁବକ ଙ୍କ ଶବ କୁ ଦେଖି ସ୍ଥାନୀୟ…
Read More...

ବାଲିଗୁଡା ଥାନାରେ ନୂତନ ଯୁବ ଆଇ ପି ଏସ ଥାନା ଅଧିକାରୀଙ୍କ ଯୋଗଦାନ ।

ବାଲିଗୁଡା,୧୦/୦୩: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ନୂତନ ଭାବେ ୨୦୨୪ ବ୍ୟାଚର ପ୍ରୋବେସନର ଆଇପିଏସ ଦକ୍ଷ ଯୁବ ଥାନା ଅଧିକାରୀ ଭାବେ ଆନ୍ଧ୍ର ପ୍ରଦେଶ କଡପା ଜିଲ୍ଲାର କେ.ଶ୍ରୀନିବାସୁଲୁ ଯୋଗ ଦେଇ ନିଜ ଦାୟିତ୍ଵ…
Read More...

ବ୍ଲକ୍ ପ୍ରଶାସନ ପକ୍ଷରୁ ୩୪ ଟି ଅଭିଯୋଗ ଶୁଣାଣି ।

ବାଲିଗୁଡା, ୧୦/୦୩: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ପ୍ରଶାସନ ପକ୍ଷରୁ ମହାସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଅଭିଯୋଗ…
Read More...

ବାଲିଗୁଡା ଓକିଲ ସଂଘ ନିର୍ବାଚନ ,ଶେଷ ଦିନ ସୁଦ୍ଧା ୯ ଜଣଙ୍କ ନାମାଙ୍କନ ପତ୍ର ଦାଖଲ ।

ବାଲିଗୁଡା,୧୦/୦୩(ପିପିଟି): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଆସନ୍ତା…
Read More...

ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ।

କନ୍ଧମାଳ, ୧୦/୦୩ (ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ବହୁ ପୁରାତନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ଏସ୍. ଏମ୍. ସରକାରୀ ମହିଳା ମହାବିଦ୍ୟାଳୟ ରାଜରାସ୍ତାକୁ ଲାଗି ରହିଅଛି । ଏହି ଦୁଇଟି ମହାବିଦ୍ୟାଳୟ ଜିଲ୍ଲାର…
Read More...

ବନ ବିଭାଗ ନିଆଁ ଲିଭାଇବାରେ ବିଫଳ , କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରତି ବିପଦ ।

କନ୍ଧମାଳ,୧୦/୦୩(ପିପିଟି): ମାର୍ଚ୍ଚ ମାସ ଆରମ୍ଭରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଦୁଇଦିନ ହେଲାଣି ଫୁଲବାଣୀ ରେଞ୍ଜ ଅନ୍ତର୍ଗତ କଟ୍ରିଙ୍ଗିଆ, ବେଲପଦର, ପାଙ୍ଗାପାଜୁ, ପାଲ୍‌ଚି, ତୁଡ଼ିପାଜୁ, ଦଡ଼କି,…
Read More...