Browsing Category

ଜିଲ୍ଲା

ଦୁର୍ବୁର୍ତ୍ତ ଜାଳିଦେଲେ ସ୍କୁଟି ମୋଟର ସାଇକେଲ,ଥାନାରେ ଏତାଲା।

ବେଗୁନିଆପଡା,୦୫/୦୬(ପିପିଟି):ଗତକାଲି ବିଳମ୍ବିତ ରାତ୍ର ରେ କୋଦଳା ହରିଜନ ସାହିରେ ଏକ ସୁଜୁକି କମ୍ପାନୀର ସ୍କୁଟି ମୋଟର ସାଇକେଲ OD07AP3152 କୁ କେଉଁ ଦୁର୍ବୁର୍ତ୍ତ ପୋଡିଦେଇଥିବା ଜଣାପଡିଛି । ଗାଡି ମାଲିକଙ୍କ ସୂଚନା…
Read More...

ବିଶ୍ଵ ପରିବେଶ ଦିବସରେ ବୃ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୦୫/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଗିଲିଣ୍ଡା ଠାରେ ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ଜୀବନ ଦ୍ୟୁତି ଏଜୁକେସନାଲ୍ ଆଣ୍ଡ ଚାରି ଟେବୁଲ୍ ଟ୍ରଷ୍ଟ, ନୂଆଗଡ ପକ୍ଷରୁ…
Read More...

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ ।

ମାଲକାନଗିରି,୦୫/୦୬(ପିପିଟି) :ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବନ ବିଭାଗ ,ଅବକାରୀ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଣ୍ଡିକି ଗ୍ରାମପଞ୍ଚାୟତର…
Read More...

ଜିଲ୍ଲା ପରିବେଶ ସମିତିର ଜିଲ୍ଲା ସ୍ତରୀୟ ପରିବେଶ ଦିବସ ପାଳନ ।

ଯାଜପୁର,୦୫/୦୬(ପିପିଟି): ଅବଦଲପୁରସ୍ଥ ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟରେ ଜିଲ୍କା ପରିବେଶ ସମିତି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଆଞ୍ଚଳିକ ଶାଖା, କଳିଙ୍ଗ ନଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ଵପରିବେଶ ଦିବସ…
Read More...

ମୃତ ଷଣ୍ଢର ସ°ସ୍କାର କଲେ ୩ ଗୋଟି ସ°ଗଠନ।

ପୋଲସରା ,୦୫/୦୬(ପିପିଟି) :ଗତ ୪ ତାରିଖ ବୁଧବାର ମଧ୍ୟ ରାତ୍ର ସମୟରେ କୌଣସି ଏକ ଗାଡ଼ିର ଧକ୍କାରେ ପୋଲସରା ସହର ବେଲଗାଁ ଛକ ମୁଖ୍ୟ ସଡ଼କ ପାର୍ଶ୍ବରେ ମରି ପଡ଼ିଥିବା ବୁଲା ଷଣ୍ଢକୁ ସ୍ଥାନୀୟ ଜିବେଦୟା ଚାରେଟିବୁଲ ଟ୍ରଷ୍ଟ…
Read More...

ନାତି ର କାଠ ଫାଳିଆ ମାଡରେ ଜେଜେ ମା ମୃତ, ବଡ଼ ବାପା ଆହାତ, ପୋଲିସ ତଦନ୍ତ ଆରମ୍ଭ ।

କୋଦଳା,୦୫/୦୬(ପିପିଟି): କୋଦଳା ଥାନା ନାୟିକାଣୀପଲିରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ବୁଧବାର ବିଳମ୍ବିତ ରାତ୍ର ରେ ନାତିର ଠେଙ୍ଗାମାଡ଼ରେ ଜେଜେ ମା ର ମୃତ୍ୟୁ ଘଟିଥିବା ବେଳେ ବଡବାପା ଓ ବଡ଼ ମା ଆହତ ହୋଇଥିବା ଜଣାପଡ଼ିଛି ।…
Read More...

ବାହାଡାପଦର ନୋଡାଲ ହାଇସ୍କୂଲକୁ ପ୍ରକୃତି ମିତ୍ର ପୁରସ୍କାର ।

ଭଞ୍ଜନଗର, ୦୫/୦୬(ପିପିଟି) : ଭଞ୍ଜନଗର ବ୍ଲକ ବାହାଡାପଦର ନୋଡାଲ ହାଇସ୍କୂଲକୁ ପ୍ରକୃତିମିତ୍ର ପୁରସ୍କାର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି l ପରିବେଶ ଦିବସ ଅବସରରେ କୃଷି ଶିକ୍ଷା ସଦନ,…
Read More...

ଶାଳୀକୁ ହାଣିଲା ଭିଣୋଇ ।

ଭଞ୍ଜନଗର, ୦୫/୦୬(ପିପିଟି) :ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗ୍ରାମରେ ଭିଣୋଇ ଶାଳୀକୁ ହତ୍ୟା କାରିଥିବା ଜଣାପଡିଛି। ଆକ୍ରମଣରେ ଶାଳୀ ବିଜୟାଲକ୍ଷ୍ମୀ ତ୍ରିପାଠୀ (ଆଶା…
Read More...

ସୁନା ଅଳଙ୍କାର ବ୍ୟାଗ୍ ଝାମ୍ପିନେଲେ ଦୁର୍ବୃତ୍ତ ଥାନାରେ ଏତଲା ।

ମାଲକାନଗିରି,୦୪/୦୬(ପିପିଟି) :ମଙ୍ଗଳବାର ରାତି ୯ ଟା ରେ ଦୋକାନ ବନ୍ଦ କରି ସୁନା ବ୍ୟାଗ ନେଇ ଘରକୁ ଫେରୁଥିବା ସମୟରେ ଘର ସମ୍ମୁଖରୁ ଦୋକାନୀଙ୍କ ସୁନା ଗହଣା ବ୍ୟାଗ୍‌ କୁ ଝାମ୍ପି ଚମ୍ପଟ ମାରିଲେ ଦୁର୍ବୃତ୍ତ ମାନେ । ମୋଟର…
Read More...

ହାଇୱା ଗାଡି ଧକ୍କାରେ ଠିକାଦାରଙ୍କ ମତ୍ୟୁ ।

ମାଲକାନଗିରି,୦୪/୦୬(ପିପିଟି) :ହାଇୱା ଧକ୍କାରେ ବାଇକ ଆରୋହୀ ଜଣକ ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ।ଆଜି ସକାଳେ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ହସ୍ପିଟାଲ…
Read More...