Browsing Category

ଜିଲ୍ଲା

ଆଞ୍ଚଳିକ କଳାକାର ମହାସଂଘର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବୋଲଗଡ଼,୧୮/୦୧(ପିପିଟି): ରାଜସୁନାଖଳା ଆଞ୍ଚଳିକ କଳାକାର ମହାସଂଘର ପ୍ରତିଷ୍ଠାତା ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ରବିବାର ଦିନ ରାଜସୁନାଖଳା ଅନନ୍ତ ଗୁମ୍ଫା ପରିସରରେ କଳାକାର ମହାସଂଘର ବୈଠକ ଓ ବନ୍ଧୁମିଳନ…
Read More...

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ।

ବାଲିଗୁଡା,୧୮/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ର ସଭାପତି ତଥା ଉପଜିଲ୍ଲାପାଳ…
Read More...

ଫାସିଓଦା ସେବା ସମବାୟ ସମିତି ଲିଃ ରେ ଧାନ ମଣ୍ଡି ଉଦଘାଟିତ l

ବୋଲଗଡ,୧୭/୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ସେବା ସମବାୟ ସମିତି ଲିଃ ପରିସରରେ ଆଜି ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଅଛି। ଏହି…
Read More...

ବେଲଗୁଣ୍ଠାରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ।

ବେଲଗୁଣ୍ଠା, ୧୭/୦୧‍ (ପିପିଟି),ଶୁକ୍ରବାର ଦିନ ବେଲଗୁଣ୍ଠା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ସିଙ୍ଗାପୁରମ ହରି ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ ଦାୟିତ୍ୱତେ ଥିବା କଳାକୃଷ୍ଣ ପ୍ରଧାନ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି…
Read More...

କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ।

କୋଦଳା,୧୭/୦୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି।…
Read More...

ପୋଲସରାରେ ‘ବେଟି ବଚାଓ, ବେଟି ପଢାଓ’ ତାଲିମ ଏବଂ ଶପଥ ପାଠ।

ପୋଲସରା,୧୭/୦୧ (ପିପିଟି): ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଦିପିଓ ତିଳୋତ୍ତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ବେଟି ବଚାଓ, ବେଟି ପଢାଓ' ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବାଲ୍ୟ ବିବାହ ଭାରତ ମୁକ୍ତ ଯୋଜନା ସଚେତନତା ।

ଭଞ୍ଜନଗର,୧୬/୦୧(ପିପିଟି ):ଭଞ୍ଜନଗର ସିଡ଼ିପିଓ କାର୍ଯ୍ୟାଳୟ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ବାଲ୍ୟ ବିବାହ ଏବଂ ମହିଳା ଓ ଶିଶୁ…
Read More...

ମାଟି ଖୋଳୁଥିବା ବେଳେ ପଥର ପଡି ୨ ଶ୍ରମିକ ମୃତ ।

ମାଲକାନଗିରି, ୧୬/୦୧(ପିପିଟି):ବେଆଇନ ଭାବେ ପଥର ଖାଦାନରୁ ମୋରମ ମାଟି ଖୋଳିବା ସମୟରେ ଉପରେ ଥିବା ପଥର ଅଚାନକ ଗର୍ତ୍ତ ମଧ୍ୟକୁ ଖସି ପଡିବା ଯୋଗୁଁ ୨ ଶ୍ରମିକଙ୍କ ଆଜି ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଥିଲେ ଜଣା ପଡ଼ିଛି।…
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ।

ମାଲକାନଗିରି, ୧୬/୦୧(ପିପିଟି):ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ…
Read More...