Browsing Category

ଜିଲ୍ଲା

ବିଧାୟିକାଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ ।

କୋଦଳା,୨୫/୦୯(ପିପିଟି);ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
Read More...

ଚାଷୀବିରୋଧୀ ଆଇନ ବାତିଲ ପାଇଁ ଭାରତ ବନ୍ଦ ଡାକରାରେ କୋଦଳା ରେ ରାସ୍ତା ରୋକ ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ।

କୋଦଳା : ୨୫/୦୯(ପିପିଟି); ଗତ ରବିବାର ଦିନ କେନ୍ଦ୍ର ସରକାର ରାଜ୍ୟସଭାରେ ତିନୋଟି କୃଷକ ବିରୋଧୀ କଳା ଆଇନ ପାସ କରିଛନ୍ତି ଯାହାକୁ ନେଇ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ଵୟ ସମିତି ଯାହା ଦେଶର ୨୫୦ ରୁ ଅଧିକ କୃଷକ ସଙ୍ଗଠନର
Read More...

ଗଛରେ ପିଟିହେଲା ବାଇକ,ଜଣେ ମୃତ ଓ ଜଣେ ଗୁରୁତର ।

ରାଇରଙ୍ଗପୁର-୨୫/୦୯(ପିପିଟି); ମୟୁରଭଞ୍ଜ ଜିଲ୍ଲା ତିରିଂ'ଥାନା ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଫଟାଟାଙ୍ଗର ଗ୍ରାମ ଦେଓରାୟଡି ଛୋକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୂର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ
Read More...

କୃଷକ ଓ ଖାଉଟିର ସର୍ବନାଶ ପାଇଁ ଉଦ୍ଧିଷ୍ଟ ବିଲକୁ ରଦ୍ଧ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ବନ୍ଦ ପାଳନ ।

ଆସିକା,ତା- ୨୫/୦୯(ପିପିଟି); କୃଷକ ଓ ଖାଉଟିଙ୍କ ସର୍ବନାଶ କରି କର୍ପୋରେଟ କମ୍ପାନୀ ହାତରେ କୃଷି ନୀତି ଟେକି ଦେବା ପାଇଁ ଉଦ୍ଧିଷ୍ଟ ବିଲକୁ ରଦ୍ଧ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୨୫
Read More...

ଭିନ୍ନକ୍ଷମ ସୋମେସଙ୍କୁ ସରକାରୀ ସହାୟତା ପାଇଁ ଦାବି ।

ଫୁଲବାଣୀ,୨୫/୦୯(ପିପିଟି); କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଡ଼ାଗରିପଦର ଗ୍ରାମର ସୋମେସ କହର ୬ ବର୍ଷ ପୂର୍ବେ ନଳକୂଅ ଖୋଳା ଠିକାଦାର ପାଖେ କାମ କରୁଥିବା ବେଳେ ବିଦ୍ଯୁତ ସମ୍ପର୍କରେ ଆସି ଦୁଇଟି ହାତ ହରାଇଲେ । ନିଜକାମ
Read More...

ବକେୟା ରାଶି ତୁରନ୍ତ ପ୍ରଦାନ ନକଲେ ଆନ୍ଦୋଳନର ଚେତାବନୀ ।

ରାଇରଙ୍ଗପୁର,୨୫/୦୯(ପିପିଟି); ଗୋରୁ ମହିସାଣୀ ଲୌହ ଖଣିର ଲିଜ୍ ଗତ ମାର୍ଚ୍ଚ ମାସରେ ପଡ଼ିଥିଲା । ପୁନର୍ବାର ଉକ୍ତ ଖଣିକୁ ସେହି କମ୍ପାନୀ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ଲିଜ୍ ନେଇଛି । ତେବେ ନୂଆଁ ଲିଜ୍ ଆରମ୍ଭ ହୋଇଥିଲେ ହେଁ
Read More...

ପ୍ରେମ ବିବାହର ୬ମାସ ନ ପୁରୁଣୁ ବିବାହିତା ଝିଅର ମୃତ୍ୟ,ବୋଲଗଡ଼ ଥାନାରେ ଏତଲା ସ୍ୱାମୀ ଅଟକ।

ବୋଲଗଡ,୨୫/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଜଣେ ଝିଅକୁ ବିବାହାପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ। ତେବେ ସୁଚନା ଅନୁଯାୟୀ ଆଜକୁ ୬ ମାସ ପୂର୍ବରୁ
Read More...

ଜଗତସିଂହପୁର ଠାରେ କୃଷକ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ।

ଜଗତସିଂହପୁର -୨୫/୦୯(ପିପିଟି) ଜଗତସିଂହପୁର ଠାରେ ସର୍ବଭାରତୀୟ କୃଷକ ଓ ଶ୍ରମିକ ସଂଗଠନ ଦ୍ଵାରା ଡାକରା ଦିଆଯାଇଥିଵା ପ୍ରତିବାଦ ଓ ପ୍ରତିରୋଧ ଦିବସ ରେ ଅଖିଳ ଭାରତୀୟ କୃଷକ ସଂଗଠନ, ସିଆଇଟିୟୁ,ଏଆଇଟିୟୁସି, ସର୍ବଭାରତୀୟ
Read More...

ପ୍ରଧାନଶିକ୍ଷକଙ୍କ ନାମରେ ସଙ୍ଗୀନ ଅଭିଯୋଗ,ଆଦିବାସୀ ହାଇସ୍କୁଲ ରେ ତାଲା ଝୁଲିଲା ।

ପଦ୍ମପୁର,୨୫/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ଗ୍ରାମର ଅବସ୍ଥିତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟୀ ଆଜି ତାଲାବନ୍ଦ କରିଛନ୍ତି । ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ
Read More...

ଆଦର୍ଶ ମଣିଷ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କ ଦ୍ୱାଦଶାହ କାର୍ଯ୍ୟରେ ସୁମନ ଅର୍ପଣ ।

ପଦ୍ମପୁର,୨୫/୦୯(ପିପିଟି); ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ସ୍ୱର୍ଗତ ରାଧେଶ୍ୟାମ ପୁରୋହିତ ପବିତ୍ର ତିର୍ଥସ୍ଥଳୀ ନୃସିଂହନାଥ ମନ୍ଦିର ରାସ୍ତା ରେ ଦିର୍ଘଦିନରୁ ପୁରୋହିତ ହୋଟେଲ ଟିଏ ସର୍ବପ୍ରଥମେ ପ୍ରତିଷ୍ଠା
Read More...