Browsing Category

ଜିଲ୍ଲା

ରାଜଶ୍ରୀ ବଳାସୀ ସମାଜର କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ।

ପୋଲସରା,୨୬/୦୯(ପିପିଟି); ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀ ଗ୍ରାମ ସ୍ଥିତ ରାଜଶ୍ରୀ ବଳାସୀ ସମାଜ ବରିଡା-ଏ ସଭା ଗୃହଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଟିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ମଙ୍ଗୁଲୁ
Read More...

ଫୁଲବାଣୀ ଶିକ୍ଷା ବିଭାଗ ସହଯୋଗରେ ଚାଲିଛି ବିଭାଗୀୟ ଜମି ହଡପ ।

ଫୁଲବାଣୀ,୨୬/୦୯(ପିପିଟି); ଫୁଲବାଣୀ ଶିକ୍ଷା ବିଭାଗର ବିଭାଗୀୟ ଜମି ଓ କ୍ୱାଟର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭାଗୀୟ କର୍ମଚାରୀ ହଡପ କରିଥିବା ଅଭିଯୋଗ ହେଉଛି । ଫୁଲବାଣୀ ଡି.ଆର.ଡି.ଏ କଲୋନୀ ପାଖ ଶିକ୍ଷା ବିଭାଗର
Read More...

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ରଗତି ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କିତ ସମନ୍ବୟ ବୈଠକ ।

ଛତ୍ରପୁର,ତା.୨୬/୦୯(ପିପିଟି) ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା କାର୍ଯ୍ୟକାରି ହେଉଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର
Read More...

ଆଜି କୋଭିଡ୍ ହସପିଟାଲରୁ ୬୬ ଜଣ ଆରୋଗ୍ଯ ଲାଭ ।

ମାଲକାନଗିରି,ତା:୨୬/୦୯(ପିପିଟି); ଆଜି ମାଲକାନଗିରି କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ୪୯୨ ରୋଗୀଙ୍କ ମଧ୍ଯରୁ ୬୬ ଜଣ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଆରୋଗ୍ଯ ଲାଭ କରିଥିବା ସୂଚନା ମିଳିଛି । ଆଜି ୨୮ ଜଣ ନୂତନ
Read More...

ବ୍ଲକ୍ ଡ଼ାଟା ଏଣ୍ଟ୍ରି ଅପରେଟରଙ୍କ ପ୍ଲାଜମା ଦାନ ।

ବେଲଗୁଣ୍ଠା,୨୬/୦୯(ପିପିଟି) ; ପ୍ରବାସୀ ନିଜ ଭିଟାମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନାର ତାଣ୍ଡବ ଆରମ୍ଭ ହୋଇଥିଲା କିନ୍ତୁ ଜିଲ୍ଲାପାଳ,ପ୍ରଶାସନିକ ଅଧିକାରୀ, ପୋଲିସ୍, ଡାକ୍ତରଙ୍କ ପ୍ରଚେଷ୍ଟା ତଥା ଜନ ସାଧାରଣଙ୍କ
Read More...

ଆସନ୍ତୁ ସମସ୍ତେ ମିଶି ବନ୍ଦପାଳନକୁ ସଫଳ କରିବା ।

ପଦ୍ମପୁର,୨୬/୦୯(ପିପିଟି); ସଂପ୍ରତି ବିଶ୍ୱକୁ ଗ୍ରାସ କରିଚାଲିଥିବା କରୋନା ମହାମାରୀ ଖୁବ ଯୋରରେ ତାର କାୟାବିସ୍ତାର କରି ଆଗକୁ ଆଗକୁ ହୁହୁ ହୋଇ ମାଡିଚାଲିଛି । ଆମ ସହର ପଦ୍ମପୁର ତଥା ଗ୍ରାମାଂଚଳର ସୁରକ୍ଷା ଦୃଷ୍ଟିକୁ
Read More...

ବଦାଙ୍ଗୀ ଜଙ୍ଗଲରୁ ଅଜଣା ମୃତଦେହ ଉଦ୍ଧାର ।

ଭଞ୍ଜନଗର,୨୬/୦୯(ପିପିଟି); ବଦାଙ୍ଗୀ ଜଙ୍ଗଲରେ ଆଜି ଦିନ ସାଢ଼େ ଦଶଟା ସମୟରେ ଏକ ଗଛରେ ଗୋଟିଏ ମୃତଦେହ ଝୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏସମ୍ପର୍କରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା।
Read More...

ଗାଁ ସାଥି ସଂଘ ପକ୍ଷରୁ ମେଟ ଚୟନ ପ୍ରକ୍ରିୟା ବନ୍ଦ କରିବାକୁ ଦାବି ।

ଉଲୁଣ୍ଡା,୨୬/୦୯(ପିପିଟି); ପଲ୍ଲିସଭା ମାଧ୍ୟମରେ ମହିଳା ଏସଏଚଜି ରୁ ଦୁଇ ଜଣ ମହିଳାଙ୍କୁ କରାଯାଉଥିବା ମେଟ ଚୟନ ପ୍ରକ୍ରିୟା ବନ୍ଦ କରିବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଗାଁ ସାଥି ସଂଘ ପକ୍ଷରୁ
Read More...

ନିଜ ଖର୍ଚ୍ଚରେ ବୃଦ୍ଧା ପାଇଁ ତୋଳାଇ ଦେଲେ ଘର ।

ମାଲକାନଗିରି,ତା:୨୬/୯ ଆଜି କାଲି ଯୁଗରେ ମଣିଷ ଯେତେ ଧନୀ ହେଲେ ମଧ୍ଯ ମୃତ୍ୟୁର ଶେଷ ନିଶ୍ବାସ ତ୍ଯାଗ ପର୍ଯ୍ଯନ୍ତ ପରର ହିତ ପାଇଁ କାଣିଚାଏ ଦାନ ପୂଣ୍ଯ କରିବା ଅବା କାହାର ଅସହାୟରେ ସାହାଯ୍ଯ କରିବାକୁ ଇଛା ପ୍ରକଟ କରେ ନାହିଁ
Read More...

କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୦୯ ।

କଟକ ,ତା-୨୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୫,୪୫୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୫,୪୩୨, ଚିକିତ୍ସିତ ସଂଖ୍ୟା ୩୯,୧୮୪, ମୃତ ସଂଖ୍ୟା ୭୮୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୦୯ ସହ କଟକ
Read More...