Browsing Category

ଜିଲ୍ଲା

ଜିଲ୍ଲା ପ୍ରଶାସନ ନିୟମକୁ ଖୁଲମ ଖୋଲା ଉଲଂଘନ ।

ସାନଖେମୁଣ୍ଡି,ତା-୨୭/୦୬(ପିପିଟି); ମହାମାରୀ କରୋନା ବା କୋଭିଡ଼ ୧୯ ଦିନ କୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ ଏବେ କରୋନା କବଳରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଛନ୍ତି । ବିଶ୍ୱ ରେ ବହୁତ ଜୀବନ ନେଇସାରିଲାଣି
Read More...

ଅସହାୟ ପରିବାରକୁ ସହଯୋଗର ହାତ ବଢାଇଲେ ଜୟଜବାନ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀ ।

ପଦ୍ମପୁର,ତା-୨୭/୦୬(ପିପିଟି);କରୋନା କଟକଣା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । କରୋନା ଯୋଗୁଁ  କାମଧନ୍ଦା ବନ୍ଦ ରହିଛି । ଯାହାର ପ୍ରଭାବ ଥିଲାବାଲା ହେଉ ଅବା ଖଟିଖିଆ ସମସ୍ତଙ୍କ ଉପରେ ପଡିଛି । ଏହି ଦୟନୀୟ
Read More...

ଲଣ୍ଡେଇ ସାହିର ଜଣେ ବ୍ୟାଙ୍କ କର୍ମଚାରୀ ପଜିଟିଭ ।

ଭଞ୍ଜନଗର,ତା-୨୭/୦୬(ପିପିଟି); କରୋନା କବଳରେ ଏବେ ରହିଛି ସାରା ଭଞ୍ଜନଗର।ଗତ କିଛି ଦିନ ହେବ ଉଭୟ ବ୍ଲକ ଓ ଏନ.ଏ.ସି ରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଯାହାକୁ ନେଇ ପ୍ରଶାସନ ଓ
Read More...

ଗଜପତି ଜିଲ୍ଲାରେ ନୂତନ ପଜିଟିଭ ସଂଖ୍ୟା ୧୬ ।

ପାରଳାଖେମୁଣ୍ଡି,ତା-୨୭/୦୬(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଛି । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ରେ ପହଞ୍ଚିଛି । ସେଥି ମଧ୍ୟରୁ ୧୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୬ଜଣ
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୩୫୦,ସୁସ୍ଥ ସଂଖ୍ୟା ୪୪୨୨ ପହଞ୍ଚିଲା ।

ଭୁବନେଶ୍ଵର,ତା-୨୭/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧୯୫ ମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୭୭୧ ମଧ୍ୟରୁ ୪୯୯ ଜଣ ସୁସ୍ଥ ,୦୪ଜଣଙ୍କ
Read More...

ପାରଳାଖେମୁଣ୍ଡି ତିନି ଦିନ ପାଇଁ ସଟ୍ ଡାଉନ୍ ।

ପାରଳାଖେମୁଣ୍ଡି,ତା-୨୬/୦୬(ପିପିଟି); ପାରଳାଖେମୁଣ୍ଡି ସହରକୁ ସଟଡ଼ାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଗୋଷାଣୀ ,ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠା ପଞ୍ଚାୟତ ମଧ୍ୟ
Read More...

କରୋନା ଯୋଦ୍ଧା ଡାକ୍ତର, ନର୍ସ, ପୋଲିସ ଅଧିକାରୀ, ସାମ୍ବାଦିକ, ଅଙ୍ଗନୱାର୍ଡ କର୍ମୀ, ଆଶା ଦିଦିଙ୍କୁ ସମ୍ବର୍ଦ୍ଧନା ।

ପଦ୍ମପୁର , ତା ୨୬/୦୬(ପିପିଟି);                                   କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦେବାକୁ ଭାରତ ବର୍ଷର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଗ୍ରହଣ କରି ପଦ୍ମପୁରର
Read More...

ବ୍ରହ୍ମପୁର ୪ଦିନ ସଟ୍ ଡାଉନ୍ ଘୋଷଣା ।

ବ୍ରହ୍ମପୁର,ତା-୨୬/୦୬(ପିପିଟି) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ସମ୍ପୂର୍ଣ୍ଣ ସଟ୍ ଡାଉନ୍‌
Read More...

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ;ସୁମଣ୍ଡଳରେ ୭ ଦିନିଆ ସଟ ଡାଉନ ।

ବେଗୁନିଆପଡା,ତା-୨୬/୦୬(ପିପିଟି);ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଏହାର ସଦୁପଯୋଗ କରୁଛନ୍ତି ସରପଞ୍ଚ । ବେଗୁନିଆପଡା ବ୍ଲକ ଅନ୍ତର୍ଗତ
Read More...

କୋଦଳା ପୋଲିସ ର ସଚେତନ ରାଲି ।

କୋଦଳା,ତା-୨୬/୦୬(ପିପିଟି); ଘରେ ରୁହନ୍ତୁ ,ସୁରକ୍ଷିତ ରୁହନ୍ତୁ । ମାସ୍କ ବ୍ୟବହାର କରନ୍ତୁ , କରୋନାକୁ ହରାନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ସାବୁନରେ ବାରମ୍ବାର ହାତ ଧୁଅନ୍ତୁ , ନିଜକୁ କରୋନା ଠାରୁ ସୁରକ୍ଷିତ
Read More...