Browsing Category

ଜିଲ୍ଲା

ମହୁପଦର ଠାରେ ୧୩୩ଟି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୧୮/୦୮(ପିପିଟି):ଆଜି ମାଥିଲି ବ୍ଲକ୍ ମହୁପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ,ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍…
Read More...

ଲଗାଣ ବର୍ଷାରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କ ଶୁଖିଲା ଖାଦ୍ୟ ବଣ୍ଟନ ।

ମାଲକାନଗିରି, ୧୮/୦୮(ପିପିଟି):ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ରାସ୍ତାରେ ଅଟକି ରହିଥିବା ଟ୍ରକ୍ ଡ୍ରାଇଭର ଓ ବସ୍ ଯାତ୍ରୀଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର…
Read More...

ଅଙ୍ଗାରଗାଁରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ।

କୋଦଳା,୧୮/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମ ପଞ୍ଚାୟତ ପରିସରରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଦଳା…
Read More...

ବ୍ୟାଟମିଣ୍ଟନ ଜୁନିଅର ସିଙ୍ଗଲ୍ସ ମ୍ୟାଚ ଉଦଯାପିତ, ଆଶୁତୋଷ ୧ମ, ପ୍ରିନ୍ସ ୨ୟ ।

ପୋଲସରା ୧୭/୦୮(ପିପିଟି ):ପୋଲସରା ସହର ସ୍ଥିତ ବହୁମୁଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ରେ କୋଚ ପଦ୍ମ ଚରଣ ନନ୍ଦ ଙ୍କ ତତ୍ୱାବଧାନ ରେ ଦୁଇ ଦିନ ଧରି ଚାଲିଥିବା ସିଙ୍ଗଲ୍ସ ଜୁନିଅର ବ୍ୟାଟମିଣ୍ଟନ ମ୍ୟାଚ ଉଦଯାପିତ…
Read More...

ତାଳସର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ।

କୋଦଳା,୧୬/୦୮(ପିପିଟି): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତାଳସରରେ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟା ମନ୍ଦିରର କୁନିକୁନି କୋମଳମତି…
Read More...

ବୃନ୍ଦାବନ ରଣାଙ୍କ ଦେହାନ୍ତ ଖବର ପାଇ ସେଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଫୁଲ୍ଲ ଘଡାଇ ।

ଯାଜପୁର,୧୬/୦୮(ପିପିଟି): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ରାଣୀପଡା ଗ୍ରାମର ବୃନ୍ଦାବନ ରଣାଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ…
Read More...

ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଖାଇ ଲଗ୍ନ – ଆସନ୍ତା ୨୮ ତାରିଖ ରେ ପାଳନ ହେବ ନୂଆଁଖାଇ ।

ସୁବର୍ଣ୍ଣପୁର ,୧୬/୦୮(ପିପିଟି):ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୁଆଁଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯାଇଛି। ଏ ନେଇ…
Read More...

କୁଞ୍ଜବନ ମଠରେ ଜନ୍ମାଷ୍ଟମୀ ପର୍ବ ପାଳିତ।

ବୋଲଗଡ,୧୬/୦୮(ପିପିଟି): ପୁରାଣ ଅନୁସାରେ ଭଗବାନ ବିଷ୍ଣୁ ପାଳନ କର୍ତ୍ତା ଶ୍ରୀକୃଷ୍ଣଙ୍କ ଅଷ୍ଟମ ଅବତାରରେ ଧରା ପୃଷ୍ଟକୁ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ।ଆଜି ସାରା ଦେଶର ଶ୍ରଦ୍ଧାଳୁ ଭକ୍ତ ମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ ।

ଅନୁଗୋଳ,୧୬/୦୮: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାଁରେ ପ୍ରତ୍ୟକ ଦିନ କିଛି ନା କିଛି ଅବ୍ୟବସ୍ଥା ରହିଛି।…
Read More...