Browsing Category

ଜିଲ୍ଲା

ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ।

କୋଦଳା,୨୫/୧୨(ପିପିଟି):ଗୁରୁବାର ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ମହିଳା ସ୍ୱତନ୍ତ୍ର ସେବା ଯୋଜନା ଶିବିରର ଦ୍ଵିତୀୟ ଦିନରେ ସ୍ବେଛାସେବୀ ମାନଙ୍କଦ୍ୱାରା କୋଦଳା ଏନଏସି ୱାର୍ଡ ନଂ ୧୨ ଏସ ରାମଚନ୍ଦ୍ରପୁର…
Read More...

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଠତେନ୍ତୁଳିଆରେ ବାର୍ଷିକ ଉତ୍ସବ ପାଳନ।

ପୋଲସରା ,୨୫/୧୨(ପିପିଟି) : କବିସୂର୍ଯ୍ୟନଗର ବ୍ଲକ୍ ସୁବଳୟା ଗ୍ରାମ ପଞ୍ଚାୟତ ମଠତେନ୍ତୁଳିଆ ଗ୍ରାମ ସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ - ୨୦୨୫ ବହୁ ଆଡ଼ମ୍ବର ଓ ବର୍ଣ୍ଣାତ୍ୟ ପରିବେଶରେ ପ୍ରଧାନ…
Read More...

ଗୁରୁକୃପା ଆବାସିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭଞ୍ଜନଗର, ୨୫/୧୨(ପିପିଟି):ଭଞ୍ଜନଗର କଲେଜ ରୋଡ଼ରେ ଥିବା ଡ଼ାଣ୍ଟି ଗୁରୁକୃପା ଆବାସିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ…
Read More...

ଦିନ ଦି ପହରରେ ପୋଲିସକୁ ଦୁର୍ବୁତ୍ତ ଙ୍କ ଖୋଲା ଚାଲେଞ୍ଜ ।

ବାଲିଗୁଡା,୨୪/୧୨(ପିପିଟି): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କାର ଯାଞ୍ଚ କରାଯିବ। ଏଭଳି ଧମକ ଦେଇ ଘରେ ପଶିବା ପରେ ଘର ମାଲିକଙ୍କୁ…
Read More...

ସୁବର୍ଣ୍ଣପୁର ରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୪/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ଏନ ଜି ଓ ସି ସି ସମ୍ମିଳନୀ କକ୍ଷ ରେ ରେଆର ସୋନପୁର ଓ ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ମିଳିତ ଆନୁକୂଲ୍ୟରେ ତଥା ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ…
Read More...

ଆବାସ କମିଟି ଓ ସାଂସ୍କୃତିକ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର ,୨୪/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଲୋକ ମହୋତ୍ସବ -୨୦୨୬ ଆୟୋଜନ ଅବସରରେ ଆବାସ କମିଟି ଓ ସାଂସ୍କୃତିକ ଶୋଭାଯାତ୍ରା, ପଦଯାତ୍ରା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ…
Read More...

ସରସ୍ୱତୀ ଶିଶୁମନ୍ଦିର ର ୩୬ତମ ବାର୍ଷିକ ଉତ୍ସବ ପାଳିତ ।

ଭଞ୍ଜନଗର, ୨୪/୧୨(ପିପିଟି ):ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳର ୩୬ ତମ ବାର୍ଷିକ ଉତ୍ସବ ଡ଼.କମ୍ବୁ ପାଣି ସାମନ୍ତ ଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ରୂପେ ଓଡିଶା ଶିଶୁ ଅଧିକାର ସୁରକ୍ଷା କମିଶନ…
Read More...

୧୭ ତମ ରାମଧୁନ କପ ସର୍ବଭାରତୀୟ ଫୁଟବଲ ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର ,୨୪/୧୨(ପିପିଟି):ଚଳିତ ବର୍ଷ ହେବାକୁ ଥିବା ୧୭ତମ ରାମଧୁନ କପ ଫୁଟବଲ ଟୁର୍ନାମେଣ୍ଟ ପାଇଁ ରାମଧୁନ କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପିୟୁଷ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ରାମଧୁନ କ୍ଲବ ଠାରେ ଏକ…
Read More...

ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ।

ବେଗୁନିଆପଡା,୨୪/୧୨(ପିପିଟି): ବୁଧବାର କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ମହିଳା ସ୍ୱତନ୍ତ୍ର ସେବା ଯୋଜନା ଶିବିର ସ୍ଥାନୀୟ ଏସ ରାମଚନ୍ଦ୍ରପୁର ଶାସନ ପ୍ରାଥମିକ ବିଦ୍ୟାଳୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ…
Read More...

ଦାନ ହୁଣ୍ଡି ଭାଙ୍ଗି ବେଗୁନିଆପଡା ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗ ।

ବେଗୁନିଆପଡା,୨୪/୧୨(ପିପିଟି): ଚୋର ଦାଉରୁ ବର୍ତ୍ତିଲେନି ମା ମଙ୍ଗଳା । ବେଗୁନିଆପଡା ମେଡିକାଳ ଛକ ନିକଟସ୍ଥ ମୁଖ୍ୟ ରାସ୍ତାରେ ପୂଜାପାଉଥିବା ମା ମଙ୍ଗଳା ମନ୍ଦିରରୁ ତାଲା ଭାଙ୍ଗି କେହି ଦୁବୃର୍ତ୍ତ ମନ୍ଦିର ଦାନ ହୁଣ୍ଡିରୁ…
Read More...