Browsing Category

ଜିଲ୍ଲା

ଜିଲ୍ଲା ସ୍ତରୀୟ ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଗଣ ଦୌଡ଼ ।

ବ୍ରହ୍ମପୁର,୦୨/୦୯(ପିପିଟି):ଆଜି ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏମ୍ .କେ. ସି .ଜି ପରିସର ରୁ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଗଣ ଦୌଡ଼…
Read More...

ଆସନ୍ତା ୭ରେ ଗୃହରକ୍ଷୀ ପରୀକ୍ଷା; ପରୀକ୍ଷାର୍ଥୀଙ୍କ ମଧ୍ୟରେ ବହୁ ଉଚ୍ଚ ଶିକ୍ଷିତ ।

ଭଞ୍ଜନଗର, ୦୨/୦୯(ପିପିଟି):ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।ତେଣୁ ଆଜି ମଧ୍ୟ ବହୁ ଶିକ୍ଷିତ ଯୁବକ ଯୁବତୀ ଚାକିରୀ ଖଣ୍ଡିଏ ପାଇବା ପାଇଁ ସଂଘର୍ଷ କରୁଛନ୍ତି।ସେଥି ମଧ୍ୟରେ ସରକାରୀ ଚାକିରୀର ଚାହିଦା…
Read More...

ଧର୍ମଶାଳା ବିଧାୟକଙ୍କ ଦ୍ୱାରା ମାରାଥନ୍ ଶିଳାନ୍ୟାସ ।

ଯାଜପୁର,୦୨/୦୯(ପିପିଟି):ଧର୍ମଶାଳା ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଆଜି ବିଧାୟକଙ୍କ ଦ୍ୱାରା ପ୍ରକଳ୍ପଗୁଡିକର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଆଜି ପୁର୍ବାହ୍ନରେ ବିଧାୟକ ହିମାଂଶୁ ଶେଖହର ସାହୁ ଅରେଇକଣା ଠାରେ ପହଞ୍ଚୁ ପୂର୍ବ…
Read More...

ବଢିଲା ଜଳସ୍ତର, ଡ଼ହ ଜଳଭଣ୍ଡାର ଗେଟ୍ ଖୋଲିଲା।

ଭଞ୍ଜନଗର ୦୨/୦୯(ପିପିଟି):ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଡହ, ଭଞ୍ଜନଗର ଓ…
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର ।

ଭଞ୍ଜନଗର, ୦୨/୦୯(ପିପିଟି)::ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ସାଳୁଆପଲ୍ଲୀ ନିକଟରେ ଆଜି ସକାଳେ ଗୋଟିଏ କାର ଧକ୍କାରେ ୩୩ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ କଣ୍ଟେଇପଲ୍ଲୀ ଗ୍ରିଡ ସବ ଷ୍ଟେସନରୁ…
Read More...

ଗ୍ରାମପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ।

ପୋଲସରା ,୦୧/୦୯(ପିପିଟି): ପୋଲସରା ବ୍ଲକ ଜେ. ଡେଙ୍ଗାପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ…
Read More...

ଶାରୀରିକ ଓ ମାନସିକ ସୁସ୍ଥତା ସ୍ୱାସ୍ଥ୍ୟରକ୍ଷାର ଚାବିକାଠି।

ବୋଲଗଡ଼,୦୧/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ମଣ୍ଡଳ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ସମ୍ପାଦକ ଅଭିଷେକ ମହାନ୍ତିଙ୍କ ତତ୍ୱାବଧାନରେ ଗଦାଧର ବାଞ୍ଛାନିଧି…
Read More...

ଲୋକ ନାଟକ ସଂସ୍କୃତିକୁ ପୁଷ୍କଳ କରିଥାଏ : ରୋଶନ୍ ।

ବ୍ରହ୍ମପୁର,୦୧/୦୯(ପିପିଟି) :ସ୍ଥାନୀୟ ଆମ୍ବ ବଜାର ଗଣେଶ ପୂଜା କମିଟି ଆୟୋଜିତ ଅନ୍ତିମ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ଅତିଥି ଭାବରେ ଯୋଗଦେଇ ଆମ…
Read More...

ସାବେରୀ ନଦୀରୁ ଜଣେ ବ୍ୟକ୍ତିକୁ ହେଲିକପ୍ଟର ଦ୍ବାରା ଉଦ୍ଧାର ।

ମାଲକାନଗିରି, ୦୧/୦୯(ପିପିଟି);ସାବେରୀ ନଦୀରେ ଜଣେ ବ୍ୟକ୍ତି ଦେଶୀ ଡଙ୍ଗା ସାହାଯ୍ୟରେ ପାର ହେଉଥିବା ବେଳେ ମଝି ନଈରେ ଡଙ୍ଗାଟି ଓଲଟି ପଡିଥିଲା। ଫଳରେ ଗଛ ଡାଳ ଧରି ମଝି ନଈର ସ୍ରୋତରେ ପ୍ରାଣ ବଞ୍ଚାଇବା ପାଇଁ ଅଟକି ରହିଥିଲେ…
Read More...

ମାଆ କୁମାରଶୁଣି ପୀଠରେ ଉଢୁରା ପଂଚାୟତ ସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ।

ବେଲଗୁଣ୍ଠା, ୦୧/୦୯(ପିପିଟି ):ବେଲଗୁଣ୍ଠା ବ୍ଳକ୍ ମାଆ ତଳ କୁମାରଶୁଣି ପୀଠରେ ଉଢୁରା ପଂଚାୟତ ସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଏବଂ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନାଏବ ସରପଞ୍ଚ ସଞ୍ଜିବ୍ ନାଇକଙ୍କ ସଭାପତିତ୍ଵରେ…
Read More...