Browsing Category

ଜିଲ୍ଲା

ଥମୁନି ୟୁରିଆ ସାର କଳାବଜାରୀ;ଅସାଧୁ ଡିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା।

ହରଭଙ୍ଗା,୦୪/୦୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ସମ୍ପ୍ରତି ୟୁରିଆ ସାରର କଳାବଜାରୀ ଯୋଗୁଁ ଚାଷୀ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣର ଶୀକାର ହେଉଛନ୍ତି । ସାରର ଏଭଳି କୃତ୍ରିମ ଅଭାବ ଫଳରେ ଚାଷୀ ନିଜର ଚାହିଦା ପୂରଣ ପାଇଁ…
Read More...

ତାରସିଂ ନିସିଦ୍ଧାଞ୍ଚଳରୁ ବିପୁଳ ପରିମାଣରେ ଗୁଟଖା ଜବତ

ଭଞ୍ଜନଗର, ୦୩/୦୯(ପିପିଟି):ଗଞ୍ଜାମ ଜିଲ୍ଲା ପୋଲିସ୍ ପକ୍ଷରୁ "ପ୍ରହାର" ଅପରେସନର ଅଂଶ ସ୍ୱରୂପ, ତାର ସିଂ ପୋଲିସ୍ ଟିମ୍ ଆଜି ଶିକ୍ଷାନୁଷ୍ଠାନର ଶହେ ମିଟର ମଧ୍ୟରେ ରହିଥିବା ପାନ/ଗୁଟକା ଦୋକାନ ଉପରେ ଚଢାଉ କରିଥିଲେ।ସେଠାରେ…
Read More...

ଏନ.ଏ.ସି ରୁ ବାଦ ପଡିଲା ବୋଲଗଡ ସରକାରଙ୍କୁ ସମାଲୋଚନା କଲେ ବରିଷ୍ଠ ନାଗରିକ ସଂଘ।

ବୋଲଗଡ,୦୩/୦୯(ପିପିଟି): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କୁ ରାଜ୍ୟ ସରକାର ଏନସି ମାନ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ଦୀର୍ଘ ଦିନର ଦାବୀ ସତ୍ୱେ ବୋଲଗଡ ବେଗୁନିଆ ଏଥିରୁ ବାଦ ପଡିଛି । ଯାହାକୁ ନେଇ ବୋଲଗଡ ବେଗୁନିଆବାସୀଙ୍କୁ…
Read More...

ଗୋରୁଗାଈଙ୍କ ରାସ୍ତା ଅବରୋଧ ହଟାଇବା ଓ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଗୁରୁତ୍ବ;ନିଗମ କମିଶନର ରାଜେଶିର୍କେ ।

ବ୍ରହ୍ମପୁର,୦୩/୦୯(ପିପିଟି) :ବୁଲା ଗୋରୁଗାଈଙ୍କ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ପ୍ରଭାବିତକୁ ଦୃଷ୍ଟିରେ ରଖି ବୁଧବାର ଦିନ ମହାନଗର ନିଗମ ତରଫରୁ ଏକ ବୈଠକ ଡେପୁଟି କମିଶନର ତଥା ବରିଷ୍ଟ…
Read More...

ନିଶିଦ୍ଧାଞ୍ଚଳରୁ ବିପୁଳ ପରିମାଣରେ ଗୁଟଖା ଜବତ ।

ଭଞ୍ଜନଗର, ୦୩/୦୯(ପିପିଟି ):ଗଞ୍ଜାମ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ପ୍ରହାର ଅନ୍ତର୍ଗତ ବେଲଗୁଣ୍ଠା ପୋଲିସ୍ ଟିମ୍ ପକ୍ଷରୁ ବୁଧବାର ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଶହେ ମିଟର ମଧ୍ୟରେ ରହିଥିବା ଗୁଟକା ଦୋକାନ ଉପରେ…
Read More...

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳରେ ଶୋକର ଛାୟା ।

ବାଲିଗୁଡା ,୦୨/୦୯(ପିପିଟି): କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଏସ. କୁମାର ନ୍ୟୁଜ ଏଜେନ୍ସି ର ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ପାଣିଗ୍ରାହୀ (୭୫ ) ଙ୍କ ସୋମବାର ଅପରାହ୍ନ ୨ ସମୟରେ ବ୍ରହ୍ମପୁରର ଏକ ଘରୋଇ…
Read More...

ନୂତନ ସିଆରସିସିମାନଙ୍କ ତାଲିମ ଶିବିର ଆୟୋଜନ ।

ମାଲକାନଗିରି, ୦୨/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କର ତାଲିମ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ…
Read More...

କାଙ୍ଗୁରକୋଣ୍ଡା ବ୍ରିଜରେ ୫ ଫୁଟ ପାଣି ପ୍ରବାହିତ, ଗମନାଗମନ ବିଚ୍ଛିନ୍ନ ।

ମାଲକାନଗିରି ,୦୨/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରି -…
Read More...

ସାଂସଦଙ୍କ ଦ୍ୱାରା ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ।

ମାଲକାନଗିରି, ୦୨/୦୯(ପିପିଟି):ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତଙ୍କୁ…
Read More...

ସ୍ବର୍ଗତ ମଦନ ମୋହନ ସ୍ୱାଇଁଙ୍କ ୮୪ ତମ ଜୟନ୍ତୀ ଅବସରର ଆଲୋଚନା ଚକ୍ର ।

ଯାଜପୁର,୦୨/୦୯(ପିପିଟି): ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ ତରଫରୁ ସ୍ୱର୍ଗତଃ ମଦନ ମୋହନ ସ୍ୱାଇଁଙ୍କ ୮୪ତମ ଜନ୍ମ ଜୟନ୍ତୀ ବ୍ୟାସଦେବ ଟାଉନ ହଲରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ…
Read More...