Browsing Category
ଜିଲ୍ଲା
ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପାଇଁ ଅଭିଭାବକଙ୍କୁ ନିମନ୍ତ୍ରଣ ।
ମାଲକାନଗିରି,୨୪/୦୩(ପିପିଟି):ରାଜ୍ୟ ସରକାରଙ୍କ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା…
Read More...
Read More...
ବାଲ୍ୟ ବିବାହ ମୁକ୍ତ ହେବ ମାଲକାନଗିରି ।
ମାଲକାନଗିରି,୨୪/୦୩(ପିପିଟି):ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ସଦସ୍ୟା ସୁଜାତା ନାୟକ ମାଲକାନଗିରି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ସେମାନଙ୍କ…
Read More...
Read More...
ମାଲକାନଗିରି ଜିଲ୍ଲାରେ ଅଗ୍ନିବୀର ନିଯୁକ୍ତି ପାଇଁ ସଚେତନତା ଓ ପଞ୍ଜୀକରଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ।
ମାଲକାନଗିରି,୨୪/୦୩(ପିପିଟି):ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ମାଲକାନଗିରି ଜିଲ୍ଲାର ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ପଞ୍ଜୀକରଣ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ…
Read More...
Read More...
ସୋଡକ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି।
ପୋଲସରା ,୨୪/୦୩(ପିପିଟି):ପୋଲସରା ବ୍ଲକର ସୋଡକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ…
Read More...
Read More...
ଦଣ୍ଡଯାତ୍ରା ପୂର୍ବରୁ ସଚେତନ କଲା ଭଞ୍ଜନଗର ପୋଲିସ ।
ଭଞ୍ଜନଗର, ୨୪/୦୩(ପିପିଟି):ଆଗକୁ ଆସୁଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା।ଏହାର ଅବ୍ୟବହିତ ପୂର୍ବରୁ ଶାନ୍ତି ଶୃଙ୍ଖଳାରେ ଯାତ୍ରା କରିବା ପାଇଁ କଣ ରହିବ ନୀତି ନିୟମ ସେସମ୍ପର୍କରେ ଭଞ୍ଜନଗର ପୋଲିସ ପକ୍ଷରୁ ଗାଇଡ଼…
Read More...
Read More...
ପାଟପୁର ଗାଁରେ ଜଳ ସଙ୍କଟ:ରାସ୍ତା ଅବରୋଧ କରିବା ସହ ପ୍ରତିବାଦ; ଅଟକିଲା ଶହ ଶହ ଗାଡି ମଟର ।
ବାରଙ୍ଗ,୨୩/୦୩: ବାରଙ୍ଗ ବ୍ଲକର ପାଟପୁର ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଗୁରୁତର ରୂପ ଧାରଣ କରିଛି। ମାର୍ଚ୍ଚ ୨୦୨୬ର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି ଅଞ୍ଚଳରେ ଜଳକଷ୍ଟ ବଢ଼ିବାରେ ଲାଗିଛି। ଗାଁରେ ପାଇପ୍…
Read More...
Read More...
ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ ।
ବାଲିଗୁଡା, ୨୩/୦୩:(ପିପିଟି): ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସରକାରୀ…
Read More...
Read More...
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ତମ ବାର୍ଷିକ ଉତ୍ସବ।
ପୋଲସରା ,୨୩/୦୩(ପିପିଟି) : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ମାତୃଗିରିରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୫ତମ ବାର୍ଷିକ ଉତ୍ସବ ସଭାପତି ନାରାୟଣ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...
Read More...
ଜିଲ୍ଳାପାଳଙ୍କ ଧଳାପଥର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ।
ବୋଲଗଡ଼,୨୩/୦୩(ପିପିଟି): ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ପଲ୍ଲୀରେ ଜିଲ୍ଲା ପ୍ରଶାସନିକ…
Read More...
Read More...
ଶ୍ରମ କୋଡ଼ ବାତିଲ ଦାବିରେ ଇଫଟୁର ସର୍ବ ଭାରତୀୟ ପ୍ରତିବାଦ।
ବ୍ରହ୍ମପୁର,୨୩/୦୩(ପିପିଟି): ଶ୍ରମିକ ଶ୍ରେଣୀଙ୍କ ବିରୋଧ ସତ୍ତ୍ୱେ ଦେଶରେ ଆସନ୍ତା ଏପ୍ରେଲ ପହିଲାରୁ କେନ୍ଦ୍ର ସରକାର ୨୯ ଟି ଶ୍ରମ ଆଇନକୁ ସମାପ୍ତ କରି ଅଣାଯାଇଥିବା ଚାରୋଟି ଶ୍ରମ କୋଡ଼କୁ ଲାଗୁ କରିବାକୁ ଯାଉଛନ୍ତି ।…
Read More...
Read More...