Browsing Category

ଜିଲ୍ଲା

ବିଶ୍ୱନାଥପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସଙ୍କଟ;ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିନାହିଁ ।

ସାନଖେମୁଣ୍ଡି,୦୮/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଶ୍ୱନାଥ ପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି…
Read More...

ଜଗତସିଂହପୁରରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ ଗୋଷ୍ଠୀର ଗ୍ରାମୀଣ ବଜାର ଉଦ୍‌ଘାଟିତ

ଜଗତସିଂହପୁର,୦୭/୦୧(ପିପିଟି); ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମୁଖସ୍ଥ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ୍ ଆନୁକୂଲ୍ୟରେ ସଂସ୍କୃତି ହ୍ୟାଣ୍ଡଲୁମ୍ ଉତ୍ପାଦକ…
Read More...

ଦୂର୍ଘଟଣାରେ ଦୁଇ ଆହତ ; ଡ଼ାକ୍ତରଖାନାରେ ଡ଼ାକ୍ତର ନଥିବାରୁ ଉତ୍ତେଜନା ପ୍ରକାଶ ।

ବେଲଗୁଣ୍ଠା,୦୭/୦୧,ଆଜି ଏକ ସଡ଼କ ଦୂର୍ଘଟଣାରେ ଦୁଇଜଣ ବ୍ୟକ୍ତି ଆହତ ହୋଇ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡ଼ାକ୍ତରଙ୍କୁ ନ ପାଇବାରୁ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଥାଉ କି ସୋରଡ଼ା…
Read More...

ମାଲକାନଗିରି ବନ କର୍ମଚାରୀଙ୍କ ଦ୍ବାରା ଲକ୍ଷାଧିକ ମୂଲ୍ଯବାନ କାଠ ଜବତ,୨ ଆସାମୀ ଗିରଫ ।

ମାଲକାନଗିରି,ତା:୦୭/୦୧(ପିପିଟି);ମାଲକାନଗିରି ବନାଞ୍ଚଳ କର୍ମଚାରୀମାନ ଏକ ବଲୋର ପିକଆପ୍ ଭ୍ଯାନ ଗାଡିରେ ମୂଲ୍ଯବାନ କାଠ ପଟା ଏବଂ ଅର୍ଦ୍ଧ ନିର୍ମିତ ଖଟ ଏମ.ଭ-୨୪ ଗ୍ରାମରୁ ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ରାତି ୨ଟା୪୫…
Read More...

ଛାତ୍ରଙ୍କ ଠାରୁ ମାଡ ମାରି ମୋବାଇଲ ଲୁଟିଲେ ଦୁବୃର୍ତ୍ତ; ସିସିଟିଭିରେ କଏଦ ହେଲା ଦୃଶ୍ୟ।

ବେଗୁନିଆପଡା,୦୭/୦୧(ପିପିଟି);ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବାଣିଆବାଡି ଛକରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଠାରୁ ୩ ଜଣ ଦୁର୍ବୃତ୍ତ ମାଡ ମାରିବା ସହ ଧମକ ଦେଇ…
Read More...

ଅଗ୍ନିକାଣ୍ଡ ଘଟି ୧୦ଏକର ଧାନ ଫସଲ ନଷ୍ଟ ।

ଭଞ୍ଜନଗର,୦୭/୦୧(ପିପିଟି); ଭଞ୍ଜନଗର ନିକଟ କୁଶ ପଲ୍ଲୀ ଗ୍ରାମରେ ଆଜି ଦିନ ଗୋଟାଏ ସମୟରେ ୬ଟି ଧାନ ଖଳାରେ ନିଆଁ ଲାଗିଯିବାରୁ ବହୁ ଧାନ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ…
Read More...

ଦମନ ଶିବିର ଅନୁଷ୍ଠିତ। 

ବ୍ରହ୍ମପୁର,୦୭/୦୧(ପିପିଟି); ଗୁରୁବାର ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ମନୋଜ ପାଢ଼ୀଙ୍କ ନିର୍ଦେଶ କ୍ରମେ ଚିକିଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ପଂଚାୟତ ର ଆଦିବାସୀ ଇଲାକା ପାହାଡିଆ…
Read More...

ଆମ୍ବଗାଁ ଗ୍ରାମରେ ଗୋଷ୍ଠି ଶୌଚାଳୟରେ ତାଲା ।

ସାନଖେମୁଣ୍ଡି, ୦୭/୦୧(ପିପିଟି; ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଗ୍ରାମରେ ଆଜକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ ଦିନ ହେବ ଗୋଷ୍ଠି ଶୌଚାଳୟରେ ତାଲା ଝୁଲୁଛି । ଲୋକ ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ବାହାର…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ହାତୀଓଟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ।

ପୋଲସରା,୦୭/୦୧(ପିପିଟି); ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଆଦର୍ଶ ବିଦ୍ୟାଳୟକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଆବଶକ୍ୟ ଭିତ୍ତି ଭୂମି ଉପରେ ଅନୁଧ୍ୟାନ କରିଛନ୍ତି। ବିଧାୟକ ପୋଲସରା ଶ୍ରୀକାନ୍ତ…
Read More...

ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨ ।

ଭୁବନେଶ୍ବର,ତା-୦୭/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୧୫୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୭,୦୦୮, ଚିକିତ୍ସିତ ସଂଖ୍ୟା ୨,୨୦୨ ମୃତ ସଂଖ୍ୟା ୧,୮୮୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨ ସହ…
Read More...