Browsing Category
ଜିଲ୍ଲା
ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ନଳକୂପ,ବାରମ୍ବାର ନିବେଦନ କରିଥିଲେ ମଧ୍ୟ ପ୍ରଶାସନ ନୀରବ ।
ବୋଲଗଡ଼,୨୦/୦୧(ପିପିଟି); ସରକାର ପାନୀୟ ଜଳର ସମସ୍ୟାକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଗ୍ରାମରେ ପ୍ରତିଟି ପରିବାର ନିକଟରେ ଜଳ ଯୋଗାଣ ବ୍ୟବସ୍ଥା ହେବାର ପ୍ରତିଶୃତି ଦେଇ ଥିବା ବେଳେ ସେସବୁ କେତେଦୂର ପୁରଣ କରୁଛନ୍ତି ତାହା…
Read More...
Read More...
ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ ; ଅଚିନ୍ତାରେ ବିଭାଗୀୟ ଯନ୍ତ୍ରୀ।
ସାନଖେମୁଣ୍ଡି,୧୯/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଅଚଳ ହୋଇ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ…
Read More...
Read More...
ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୩,୭୨୩, ମୃତ୍ୟୁ ସଂଖ୍ୟା ୧,୯୦୨ ।
ଭୁବନେଶ୍ବର,୨୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୭ । ବର୍ତ୍ତମାନ ସୁଦ୍ଧା ୭୪,୫୨,୦୨୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୭୨୩ ଚିହ୍ନଟ ହୋଇଛନ୍ତି ୩,୩୦,୦୫୧ ଜଣ ସୁସ୍ଥ ହୋଇଥିବା…
Read More...
Read More...
ସାଇନାଥ ବସ୍ତି ଉଛେଦ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଗୁହାରି ।
ଭୁବନେଶ୍ୱର,୧୯/୦୧(ପିପିଟି); କରୋନା ମହାମାରୀ ଜନିତ ଲକଡାଉନ ସଟଡାଉନ ପ୍ରଭାବରେ ରୋଜଗାର ହରେଇ ଭୋକ ଉପାସରେ ପଡିଥିବା ସାଇନାଥ ବସ୍ତିବାସିନ୍ଦାଙ୍କୁ ବଳପୂର୍ବକ ଉଛେଦ କରିବାକୁ ଗତ ୧୫ ଦିନ ଧରି ଲଗାତର ଉଦ୍ୟମ ଚାଲିଛି। ଦୁଇ…
Read More...
Read More...
ଗାଙ୍ଗପୁରରେ ପଞ୍ଚାୟତ ସ୍ତରୀୟ ‘ଜଳ ସ୍ଵଚ୍ଛତା ଦିବସ’ ପାଳନ ।
ବେଲଗୁଣ୍ଠା,୧୯/୦୧(ପିପିଟି),ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉ ସାହେବ୍ ସିନ୍ଧେଙ୍କ ନିର୍ଦ୍ଦେଶ ତଥା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ…
Read More...
Read More...
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ ।
ଛତ୍ରପୁର ,ତା.୧୯/୦୧(ପିପିଟି); ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ୍ ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ…
Read More...
Read More...
ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ ।
ଛତ୍ରପୁର ,ତା.୧୯/୦୧(ପିପିଟି); ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ୍ ହଲ୍ ରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ…
Read More...
Read More...
ଯାଜପୁରରେ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ।
ଯାଜପୁର,ତା ୧୯/୦୧(ପିପିଟି); ଜନସାଧାଣଙ୍କ ହିତ ଉଦେ୍ଦଶ୍ୟରେ ସରକାର ବିବିଧ ବିକାଶ ଓ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଚ୍ଥନ୍ତି । ଏହାର ସପଂଳ ରୂପାୟନ ପାଇଁ ସଂପୃକ୍ତ ବିଭାଗ ଗୁଡିକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ…
Read More...
Read More...
କୃଷି ଆଇନ ରଦ୍ଦ ଦାବିରେ ଆସିକା ଓ ଧରାକୋଟରେ କୃଷକଙ୍କ ଶୋଭାଯାତ୍ରା ଓ ବିକ୍ଷୋଭ ।
ଆସିକା,୧୯/୦୧(ପିପିଟି); ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ଆହ୍ୱାନରେ କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ରଦ୍ଦ କରିବା ଦାବିରେ ଗତ ୫୫ ଦିନ ଧରି…
Read More...
Read More...
ପିଲା ମାନଙ୍କ ଜୀବନ ସହିତ ଖେଳ ଖେଳୁଛି ବିଦ୍ୟୁତ୍ ବିଭାଗ, ବାରମ୍ବାର ଗ୍ରାମ ବାସୀ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟ ଶୂନ୍ୟ ।
ସାନଖେମୁଣ୍ଡି,୧୯/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଡୋଳବ ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଯାହା ୦୧/୦୩/୧୯୩୮ ମସିହାରେ ସ୍ଥାପିତ ହୋଇଥିଲା । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ…
Read More...
Read More...