Browsing Category

ଜିଲ୍ଲା

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୭୮୦,ମୃତ୍ୟୁ ସଂଖ୍ୟା ୧,୯୦୬ ।

ଭୁବନେଶ୍ବର,୨୮/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୩ । ବର୍ତ୍ତମାନ ସୁଦ୍ଧା ୭୬,୩୫,୮୮୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୭୮୦ ଚିହ୍ନଟ ହୋଇଛନ୍ତି ୩,୩୧,୫୩୫ ଜଣ ସୁସ୍ଥ ହୋଇଥିବା…
Read More...

ସାଧାରଣତନ୍ତ୍ର ଦିବସରେ ଗ୍ୟାସ ବିତରକଙ୍କୁ କୋଭିଡ଼ ଯୋଦ୍ଧା ସମ୍ମାନ ।

ଭଞ୍ଜନଗର,୨୮/୦୧(ପିପିଟି); ୭୨ତମ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୁଖ୍ୟ ଅମର ନାଥ ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ବିଦ୍ୟାଳୟ…
Read More...

ପଦନ୍ନୋତି ପାଇଥିବା ଲେଭେଲ ଥ୍ରି ପ୍ରଧାନ ଶିକ୍ଷକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା…

ଭଞ୍ଜନଗର,୨୮/୦୧(ପିପିଟି);ଭଞ୍ଜନଗର ବ୍ଳକରେ ପଦନ୍ନୋତି ପାଇଥିବା ଲେଭେଲ ଥ୍ରି ପ୍ରଧାନ ଶିକ୍ଷକ ଏବଂ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକମାନଙ୍କୁ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା…
Read More...

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଓ ବେଲଗୁଣ୍ଠା ପୋଲିସ ମିଳିତ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୨୭/୦୧(ପିପିଟି); ସଡକ ସୁରକ୍ଷା ସପ୍ତାହ ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଓ ବେଲଗୁଣ୍ଠା ଥାନା ପୋଲିସର ମିଳିତ ସଂଯୋଜନାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜି…
Read More...

ସ୍କୁଲ ପିଲାମାନଙ୍କ ଜୀବନ ସହ ଖେଳଖେଳୁଛି ବିଦ୍ୟୁତ ବିଭାଗ ।

ବୋଲଗଡ଼,୨୭/୦୧(ପିପିଟି); ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ର ଗୋଡିଆଳି ଗ୍ରାମରେ ଏକ ପ୍ରାଇମେରୀ ସ୍କୁଲ୍ , ମାଧ୍ୟମିକ ସ୍କୁଲ୍ ଓ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ଗୋଟିଏ ହତା ଭିତରେ ଅବସ୍ଥିତ। ଯାହାକି ଶହେ…
Read More...

୧ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଲଗୁଣ୍ଠା ବିଜେଡ଼ିର ଅଭିନନ୍ଦନ ବାର୍ତ୍ତା,ତହସିଲଦାରଙ୍କ ଜରିଆରେ ପ୍ରେରଣ…

ବେଲଗୁଣ୍ଠା,୨୭/୦୧(ପିପିଟି); ପୁଣି ଥରେ ଦେଶ ର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିକଟ ରେ ହୋଇଥିବା ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ସର୍ଭେ ଏବଂ ଏବିପି –ଆଇଏନଏସ-ସି ଭୋଟର ସର୍ଭେ…
Read More...

“କ୍ୟାଚ ଦି ରେନ୍” କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ।

ଯାଜପୁର,ତା ୨୭/୦୧(ପିପିଟି); ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ନେହେରୁ ଯୁବ କେନ୍ଦ୍ର, ଯାଜପୁରଙ୍କ ତ୍ୱାବଧାନରେ “କ୍ୟାଚ ଦି ରେନ୍” କାର୍ଯ୍ୟକ୍ରମ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ମିହିର…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୪,୬୬୭, ମୃତ୍ୟୁ ସଂଖ୍ୟା ୧,୯୦୬ ।

ଭୁବନେଶ୍ବର,୨୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୩୮ । ବର୍ତ୍ତମାନ ସୁଦ୍ଧା ୭୬,୧୨,୭୧୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୪,୬୬୭ ଚିହ୍ନଟ ହୋଇଛନ୍ତି ୩,୩୧,୪୨୭ ଜଣ ସୁସ୍ଥ ହୋଇଥିବା…
Read More...

ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ।

ଉଲୁଣ୍ଡା,୨୭/୦୧(ପିପିଟି); ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହରରେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରାଯାଇ ନିଧି ସଂଗ୍ରହ…
Read More...