Browsing Category
ଜିଲ୍ଲା
ଟିମ୍ ହ୍ୟୁମାନିଟି କନ୍ଧମାଳର ଭିନ୍ନ ପ୍ରୟାସ, ମାନସିକ ଅସୁସ୍ଥଙ୍କୁ ସେବା ଯୋଗାଇବା ଆରମ୍ଭ ।
କନ୍ଧମାଳ,୦୮/୦୨(ପିପିଟି);କନ୍ଧମାଳ ଜିଲାର ଏକ ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ସମେତ ବିିଭିନ୍ନ ଅଞ୍ଚଳରେ ଆରମ୍ଭ କରିଛି ଏକ ଭିନ୍ନ ପ୍ରୟାସ। ପୂର୍ବରୁ ବିିଭିନ୍ନ…
Read More...
Read More...
ଆଧ୍ଯାତ୍ମିକ ପତ୍ରିକା ନବକାକଳିର ୨୬ତମ ବାର୍ଷିକ ଉତ୍ସବ।
ଜଗତସିଂହପୁର,୦୭/୦୨(ପିପିଟି); କେଳିକାଞ୍ଚନ ରତ୍ନାକର ପାଠାଗାର ଆନୁକୁଲ୍ୟରେ ଆୟୋଜିତ ଜଗତସିଂହପୁର ଜିଲ୍ଲାର କନ୍ତାର ଗ୍ରାମରେ ଅଗ୍ରଣୀ ସାହିତ୍ୟ ସଂସ୍କୃତି ଆଧ୍ଯାତ୍ମିକ ପତ୍ରିକା ନବକାକଳିର ୨୬ତମ ବାର୍ଷିକୋତ୍ସବ ଅନନ୍ତ…
Read More...
Read More...
ଗଞ୍ଜେଇ ସହ କାର ଓ ବାଇକ ଜବତ : ୩ ଜଣ ଗିରଫ ।
କନ୍ଧମାଳ,୦୭/୦୨(ପିପିଟି);କନ୍ଧମାଳ ଜିଲ୍ଲା ରେ ପୃଥକ ପୃଥକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ୩ ଜଣ ଗଞ୍ଜେଇ ଚାଲଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍…
Read More...
Read More...
REVIEW FOR PROGRESS.
Jajpur,07/02; PWD Cuttack Circle Superintendent Engineer (SE) Taraprasad Mishra, reviewing development works at Binjharpur in Jajpur district,. Present on the occasion are Executive…
Read More...
Read More...
ସମାଜସେବୀ ଗୌରାଙ୍ଗ ଆପଟଙ୍କ ଦ୍ଵାଦଶାହ କ୍ରିୟା ଓ ଶୋକ ସଭା ।
ବେଲଗୁଣ୍ଠା,୦୭/୦୨(ପିପିଟି),ଗତ ଜାନୁୟାରୀ ୨୭ ତାରିଖରେ ହୃଦଘାତରେ ମୃତ୍ୟୁ ଇହଲୀଳ ତ୍ୟାଗ କରିଥିବା ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସ୍ଵର୍ଗତ…
Read More...
Read More...
କିଛି ଦିନର ନୀରବତା ପରେ ଉଲୁଣ୍ଡା ବନାଞ୍ଚଳରେ ପୁଣି ହାତୀ ଉପଦ୍ରବ : ଅଳ୍ପକେ ବର୍ତ୍ତିଲେ ସାଧୁ ।
ଉଲୁଣ୍ଡା,୦୭/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।ଗଲା କିଛି ଦିନ ନୀରବତା ପରେ ଉଲୁଣ୍ଡା ବନାଞ୍ଚଳର କ୍ଷେମାଲୋଏ ଗ୍ରାମପଞ୍ଚାୟତ…
Read More...
Read More...
ମାଓବାଦୀଙ୍କ ହତ୍ୟା ଘଟଣା ଭୟ; ସରପଞ୍ଚଙ୍କ ପରିବାର ଗାଁ ଛାଡିଲେ, ପୋଲିସର ଦେଖା ମିଳୁନି ।
ବାଲିଗୁଡା,୦୭/୦୨(ପିପିଟି ); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଇଲାକାରେ ଲାଲ୍ ଆତଙ୍କରେ ଲୋକେ ଥରହର। କିଛିଦିନ ତଳେ ମାଓବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ଯୋଗୁ ପୁଅକୁ…
Read More...
Read More...
ସଲପ ରସ ପିଆଇ ଯୁବତୀକୁ ଦୁଷ୍କର୍ମ; ଦୁଇ ଅଭିଯୁକ୍ତ ଗିରଫ:ଡାକ୍ତରୀ ରିପୋର୍ଟ ପାଇଁ ପୋଲିସ ନାକେଦମ ।
ବାଲିଗୁଡା,୦୭/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ପକାରୀ ପଞ୍ଚାୟତରେ ଘଟିଛି ଏକ ଜଘନ୍ୟକାଣ୍ଡ । ସୂଚନାନୂସାରେ ଚଳିତ ଫେବୃଆରୀ ୧ ତାରିଖ ରେ ଓସେଫ ବଡ଼ମାଝି,(୨୩) ର ବାହାଘର ଥିଲା…
Read More...
Read More...
ଅଗ୍ନିକାଣ୍ଡରେ ଘର ସହ ଆସବାବପତ୍ର ପୋଡ଼ି ପାଉଁଶ; ସରକାରୀ ସାହାଯ୍ୟ ପାଇଁ ଦାବୀ ।
କନ୍ଧମାଳ,୦୭/୦୨(ପିପିଟି): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଞ୍ଚାୟତର ଡ଼ହିଙ୍ଗିଆ ଗ୍ରାମର ମୁଡ଼େ କହଁରଙ୍କ ପୁଅ କୁଲୁ କହଁରଙ୍କ ଘରେ କୌଣସି ପ୍ରକାର ନିଆଁଲାଗି ସଂପୂର୍ଣ୍ଣଭାବେ ପୋଡ଼ି ପାଉଁଶ…
Read More...
Read More...
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ ।
ବାଲିଗୁଡା,୦୭/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସର ମଧ୍ୟରେ ନବମ ଓ ଦଶମ ଶ୍ରେଣୀର ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିଭାବକ…
Read More...
Read More...