Browsing Category

ଜିଲ୍ଲା

ନାବାଳିକାକୁ ଅସଦାଚରଣ ଅଭିଯୋଗ ରେ ଯୁବକକୁ କୋର୍ଟ ଚାଲାଣ ।

ବାଲିଗୁଡା,୧୫/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଗାଁର ଗୁରୁମାହା ସାହିର ଜୟୀ ପ୍ରଧାନ ଙ୍କ ପୁଅ ଅଚ୍ୟୁତ ପ୍ରଧାନ (୩୦)ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।…
Read More...

ଲଭ,ସେକ୍ସ ଓ ଧୋକାର ଆଉ ଏକ ନମୁନା: ଥାନାରେ କନେଷ୍ଟବଳ ନାମରେ ଏତଲା ଦାଏର ।

କନ୍ଧମାଳ,୧୫/୦୨(ପିପିଟି ):ପୁଣି ଏକ ଘଟଣାରେ କନ୍ଧମାଳ ପୁଲିସର ଖାକି ପୋଷାକରେ ଲାଗିଛି କଳାଦାଗ । ଜଣେ ମହିଳା ହୋମ୍‌ଗାର୍ଡ଼ଙ୍କୁ ୧୦ ବର୍ଷ ହେଲା ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜଣେ ପୁଲିସ କନେଷ୍ଟବଳ ଶେଷରେ…
Read More...

କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସମଗ୍ର କନ୍ଧମାଳରେ ସଫଳ ।

କନ୍ଧମାଳ,୧୫/୦୨(ପିପିଟି): ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶାରେ ଆଜି କଂଗ୍ରେସ ବନ୍ଦ ପାଳନ…
Read More...

ବେଲଗୁଣ୍ଠା ଠାରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

ବେଲଗୁଣ୍ଠା,୧୫/୦୨(ପିପିଟି),ଗତ କିଛି ଦିନ ହେଲା ସାରା ଦେଶରେ ଡ଼ିଜେଲ ଓ ପେଟ୍ରୋଲ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ତେଲ ଦର ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର…
Read More...

ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ; ନଗଦ ଟଙ୍କା ସହ ଚାରି ଜୁଆଡି ଗିରଫ ।

ବେଲଗୁଣ୍ଠା,୧୫/୦୨(ପିପିଟି);କିଛି ଦିନର ନୀରବତା ପରେ ପୁଣି ଥରେ ପୋଲିସ୍ ହାତରେ ଧରା ପଡିଛନ୍ତି ଅମାନିଆ ଜୁଆଡ଼ି । ଗତ କାଲି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମର…
Read More...

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବାଇକ :ଦୁଇ ମୃତ୍ୟୁ ;ଜଣେ ଆହତ ।

କନ୍ଧମାଳ,୧୪/୦୨(ପିପିଟି );କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ- ଗୋଛାପଡା ରାସ୍ତାର ମାଝିପଡା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ…
Read More...

ପିପିଟି ନ୍ଯୁଜର ମହାପ୍ରଭାବ; ବର ଗଛ ଶାଖାକୁ ଛେଦନ କଲେ ଅଗ୍ନିଶମ କର୍ମଚାରୀ ।

ମାଲକାନଗିରି,ତା:୧୪/୦୨(ପିପିଟି);ମାଲକାନଗିରି ପୁରୁଣା ମେଡିକେଲ ନିକଟସ୍ଥ ଶିବ ମନ୍ଦିରକୁ ଲାଗି ଏକ ବର ଗଛର ବିରାଟ ଶାଖା ଗତ କାଲି ଅଚାନକ ଛିଣ୍ଡି ପଡିବା ଯୋଗୁଁ ମେଡିକାଲର ରୋଷେଇ ଶାଳ ଧ୍ବଂସ ବିଧ୍ବଂସ ହୋଇପଡିଛି । ଅନ୍ଯ…
Read More...

ଅଭିଭାବକ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବୈଠକ ।

ଶେରଗଡ, ୧୩/୦୨(ପିପିଟି); ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଚିଠି ନଂ ୧୨୩୫ ପ୍ରକାରରେ ଆଜି ଶେରଗଡ ବ୍ଲକ ର ଧବଳ ପୁର ଓ ନରେନ୍ଦ୍ରପୁର ସରକାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ…
Read More...