Browsing Category

ଜିଲ୍ଲା

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ ।

ଉଲୁଣ୍ଡା,୦୩/୦୩(ପିପିଟି); ସୁବର୍ଣ୍ଣପୁର ଜିଲା ବିରମହାରାଜପୁର ବ୍ଲକ କେଞ୍ଜରିଆପାଲି ଗ୍ରାମ ତଥା ପଥରଘାଟ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ କୁମାର ସାହୁ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
Read More...

ପ୍ରେମରେ ବିଫଳ ହୋଇ ୯ମ ଶ୍ରେଣୀ ଝିଅର ଆତ୍ମହତ୍ଯା ।

ମାଲକାନଗିରି,୦୩/୦୩(ପିପିଟି); ୯ମ ଶ୍ରେଣୀରେ ପାଠ ପଢୁଥିବା ଝିଅଟି ଏକ ଯୁବକକୁ ମନ ପ୍ରାଣ ଦେଇ ଭଲ ପାଇଲା । ଜୀବନ ସାଥି କରିବା ପାଇ ଅନେକ ସ୍ବପ୍ନ ଦେଖିଲା । ତେବେ ଯେଉଁ ଯୁବକଟିକୁ ସେ ଏତେ ଭଲ ପାଇଥିଲା, ସେହି ଯୁବକ ଜଣକ…
Read More...

ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ଦିନ ଅଚଳ ଅବସ୍ଥାରେ ପାନୀୟ ଜଳ ପ୍ରକଳ୍ପ;ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀ ।

ସାନଖେମୁଣ୍ଡି,୦୨/୦୩(ପିପିଟି);ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ ହେତୁ ଦିନ କୁ ଦିନ ଖରାର ତେଜ ବଢ଼ିବାରେ ଲାଗିଲାଣି । ହେଲେ ଖରାଠୁ ବଡ ଜଳ ସଙ୍କଟ ଗ୍ରାମରେ ଦେଖାଦେଲାଣି । ଲୋକେ ପାନୀୟ ଜଳ ପାଇଁ ଛଟପଟ ହେଉଛନ୍ତି ହେଲେ…
Read More...

ଫିରିଙ୍ଗିଆ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।

କନ୍ଧମାଳ,୦୨/୦୩(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ଜନ୍ମ ବାର୍ଷିକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିର ପରିଚାଳନା…
Read More...

ଶାନ୍ତନୁ ପାଢୀ ବ୍ରହ୍ମପୁର ଭିଜିଲାନ୍ସ ଏସପି ।

ବ୍ରହ୍ମପୁର,୦୨/୦୩(ପିପିଟି); ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ନୂତନ ଏସପି ଭାବେ ସୋମବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି ଶାନ୍ତନୁ ପାଢୀ । ପୂର୍ବରୁ ଶ୍ରୀ ପାଢୀ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଡିଏସପି କାର୍ଯ୍ଯ କରୁଥିବାବେଳେ…
Read More...

ତ୍ରୁଟିପୂର୍ଣ୍ଣ ଚିକିତ୍ସା କରି ନକଲି ଡାକ୍ତର ଥାନାରେ ।

ଭଞ୍ଜନଗର,୦୨/୦୩(ପିପିଟି); ତାରସିଙ୍ଗି ଥାନା ଅନ୍ତର୍ଗତ ହଳନ୍ଦ ଖୋଳା ଗ୍ରାମର ରବୀନ୍ଦ୍ର ପାତ୍ର ଜଣେ କ୍ୱାକ ଡାକ୍ତରଙ୍କ ବିରୁଦ୍ଧରେ ତ୍ରୁଟିପୂର୍ଣ୍ଣ ଚିକତ୍ସାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଉକ୍ତ…
Read More...

ମହିଳାଙ୍କ ଠାରୁ ସୁନା ମାଳି ଝାମ୍ପି ନେଲେ ଦୁର୍ବୁର୍ତ୍ତ ।

ବେଲଗୁଣ୍ଠା,୦୨/୦୩(ପିପିଟି);ଆଜି ବେଲଗୁଣ୍ଠା ସହରରେ ମୁଖ୍ୟ ରାସ୍ତା ତଥା ଜଗନ୍ନାଥ ପ୍ରସାଦ ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ଦୁଇ ଜଣ ପଲସରଧାରୀ ଦୁର୍ବୁର୍ତ୍ତ ସୁନା ମାଳି ଝାମ୍ପି ନେଇଥିବା ଜଣାପଡିଛି । ମହିଳା ଜଣକ ହେଲେ…
Read More...

ଯମୁନା ପାହାଡ ନିକଟରେ ଜରିବ୍ଯାଗରେ ଥିବା ବୋମାକୁ ନିଷ୍କ୍ରିୟ କଲା ପୁଲିସ।

କବିସୂର୍ଯ୍ୟନଗର,୦୨/୦୩(ପିପିଟି); ଆଜି ଅପରାହ୍ନରେ ପାଇକଯମୁନା ପାହାଡ଼ରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇ ବାକୁ ଯାଇଥିବା ବେଳେ ଏକ ଜରିବ୍ୟାଗ ଭିତରେ ପ୍ଲାଷ୍ଟିକ ବାଲ୍ଟିଥିବା ଦେଖି ସନ୍ଦେହ ସୃଷ୍ଟି…
Read More...

ମୋବାଇଲ୍ ଟାଓ୍ବାର୍ ସ୍ଥାପନର ୧୩ ବର୍ଷ ବିତିଗଲାଣି;ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ।

ବାଲିଗୁଡ଼ା,୦୨/୦୩(ପିପିଟି); ମୋବାଇଲ ଟାୱାର ସ୍ଥାପନର ୧୩ ବର୍ଷ ବିତିଗଲାଣି, ତଥାପି ସେବାରୁ ବଞ୍ଚିତ ୪ ପଞ୍ଚାୟତବାସୀ । ଯଥାଶୀଘ୍ର କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା ଦେଖିବାକୁ…
Read More...

ଦୁଇ କାର୍‌ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର ।

ବାଲିଗୁଡା,୦୨/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ସତ୍‌ସଙ୍ଗ କେନ୍ଦ୍ର ନିକଟ ବୁଲାଣି ରାସ୍ତାରେ ଦୁଇକାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ…
Read More...