Browsing Category

ଜିଲ୍ଲା

ହାତୀ ଆକ୍ରମଣରେ ଜଣେ ମୃତ ।

ଉଲୁଣ୍ଡା,୦୪/୦୩(ପିପିଟି); ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ଖାଦ୍ୟର ଅଭାବ କାରଣରୁ ଏବେ ହାତୀ ଜନବସତି ମୁହାଁ ହେବା ସହ ବହୁ ଧନ ଜୀବନ ନଷ୍ଟ କରୁଛନ୍ତି । ବିଶେଷକରି ଉଲୁଣ୍ଡା ରେଞ୍ଜ ଅଂଚଳରେ ମଣିଷ ଓ ହାତୀ ମୁହାଁମୁହିଁ ହେବା…
Read More...

ଚାଷୀର ଧାନ ଉଠାଇବା ପାଇଁ ଆସିକା ଭଞ୍ଜନଗର ରାଜପଥକୁ ୦୮ ଘଣ୍ଟା ଧରି ଧାନବସ୍ତା ଧରି ଅବରୋଧ କଲାପରେ ଚାଷୀଙ୍କୁ ମିଳିଲା…

ଆସିକା,ତା ୦୪/୦୩(ପିପିଟି);ମଣ୍ଡିରେ ଚାଷୀର ଧାନ ଉଠୁନଥିବାରୁ ଆସିକା ଭଞ୍ଜନଗର ମୂଖ୍ଯ ରାସ୍ତା କେନ୍ଦୁପଦର ଛକରେ ସକାଳ ୧୦ ଘଟିକାରୁ ଧାନବସ୍ତା ରଖି ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୮ ଘଣ୍ଟା ରାସ୍ତା ଅବରୋଧ କରି ପ୍ରଶାସନ…
Read More...

ରକ୍ତଦାନ କରି ନିଆରା ଢ଼ଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଶିକ୍ଷକ ।

ଭଞ୍ଜନଗର,୦୪/୦୩(ପିପିଟି); ନିଜର ତୃତୀୟ ବିବାହ ବାର୍ଷିକୀକୁ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ଭଞ୍ଜନଗର ବ୍ଲକର ଜଣେ ଶିକ୍ଷକ । ସୂଚନା ପ୍ରକାରେ ଭଞ୍ଜନଗର ବ୍ଳକ୍ ଢେପସାହି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…
Read More...

ଅନାଥ ଶିଶୁଙ୍କ ଥଇଥାନ ପାଇଁ ବେଗୁନିଆପଡା ବ୍ଳକରେ ବୈଠକ ଅନୁଷ୍ଠିତ ।

କୋଦଳା,୦୪/୦୩(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଓଏଲଏମ ବୈଠକ ଗୃହରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ପ୍ରଚେଷ୍ଟାରେ ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ…
Read More...

ଲୋକଙ୍କ ହିତରେ ଜିଲ୍ଲା ପ୍ରଶାସନ ।

ଛତ୍ରପୁର,୦୪/୦୩(ପିପିଟି); 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯାଇ ସମସ୍ତ ରାଜସ୍ବ ସୁବିଧା ପ୍ରଦାନ ଦିଗରେ ଆଉ ପାଦେ ଆଗରେ ରହିବାର ପ୍ରମାଣ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ l ଛତ୍ରପୁର ଉପଖଣ୍ଡ…
Read More...

ସୌରଚଳିତ ଜଳଯୋଗାଣ ପ୍ରହସନ; ଡ଼ଡଙ୍ଗ ରେ ଉତ୍କଟ ହେଇଛି ପାଣି ସମସ୍ୟା ।

ବାଲିଗୁଡା,୦୪/୦୩(ପିପିଟି):ମାର୍ଚ୍ଚ ପହିଲା ଠାରୁ ହିଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ପାଣି ସମସ୍ୟା ଉତ୍କଟ ରୂପ ନେଲାଣି । ଆଗକୁ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ ଏବେ…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୫୨୯,ମୃତ୍ୟୁ ସଂଖ୍ୟା ୧,୯୧୭ ।

ଭୁବନେଶ୍ବର,୦୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୭ । ବର୍ତ୍ତମାନ ସୁଦ୍ଧା ୮୪,୦୫,୦୪୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୫୨୯ ଚିହ୍ନଟ ହୋଇଛନ୍ତି ୩,୩୪,୭୬୭ ଜଣ ସୁସ୍ଥ ହୋଇଥିବା…
Read More...

ପୋଲସରା ବିଧାୟକଙ୍କ ଦ୍ଵାରା ଦିବ୍ଯାଙ୍ଗଙ୍କୁ ସାଇକେଲ ବଣ୍ଟନ।

ବୁଗୁଡା,୦୪/୦୩(ପିପିଟି); ବୁଗୁଡା ପଞ୍ଚାୟତ ସମିତି ପରିସରରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତିନି ଚକିଆ ସାଇକେଲ ବଣ୍ଟନ କରିଛନ୍ତି।ବୁଗୁଡା ବ୍ଲକ ଅଧ୍ୟକ୍ଷା,…
Read More...

ବେଗୁନିଆ ବ୍ଳକ ଅଞ୍ଚଳରେ ଡକାୟତି।

ବୋଲଗଡ଼,୦୪/୦୩(ପିପିଟି); ବେଗୁନିଆ ଠାରେ ଏକ ଡକାୟତି ଘଟିଛି । ଗତ ସନ୍ଧ୍ୟା ୧୦ ଟା ୩୦ ରେ ବେଗୁନିଆ ର ତହସିଲ କର୍ମଚାରୀ ରମେଶ ଚନ୍ଦ୍ର ଦଳେଇଙ୍କ ଘରେ ଚୋରି ହେଇଛି । ସୂଚନାଯୋଗ୍ୟ କି ତାଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଓ…
Read More...

ଭଞ୍ଜନଗର ହେଲମେଟ ଚେକିଙ୍ଗ ଜୋରଦାର ।

ଭଞ୍ଜନଗର,୦୩/୦୩(ପିପିଟି); ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ କରି ଜନସାଧାରଣ ଙ୍କୁ ସଚେତନ କରିବା ପରେ ନୂତନ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର…
Read More...