Browsing Category

ଜିଲ୍ଲା

ତିରିଡା ପାହଡ଼ ନିକଟସ୍ଥ ମୁଖ୍ୟ ରାସ୍ତାରେ ଭାଗିଂ ପଡିଲା ବିରାଟ ଗଛ ଡାଳ ।

କୋଦଳା,୨୭/୦୫(ପିପିଟି):ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତିରିଡା ଗ୍ରାମର ପାଡାହ ମୁଖ୍ୟ ରାସ୍ତା ଉପରେ ଛିଡି ପଡିଲା ଏକ ବିରାଟକାୟ ଗଛ ଡାଳ। ବହୁ ପୁରାତନ ବରଗଛର ଡାଳଟି ଅଚାନକ ହଠାତ୍ ଛିଡି ପଡିଥିବା ଦେଖିବାକୁ ମିଳିଛି। ତେବେ…
Read More...

ଗାଡ଼ି ସହ ୪୫କେଜି ଗଞ୍ଜେଇ ଜବତ; ୨ଗିରଫ ।

ଭଞ୍ଜନଗର, ୨୭/୦୫(ପିପିଟି ):ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ଏସଆଇ ଲଷ୍ମୀଧର ମହାନ୍ତି ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଭେରେଡା ମେନ୍ ରୋଡରେ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ୨ଜଣ ବ୍ୟକ୍ତି ଗଞ୍ଜେଇ…
Read More...

ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ : ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଗୁରୁତ୍ୱାରୋପ ।

ବାଲିଗୁଡ଼ା,୨୭/୦୫(ପିପିଟି): ଚଳିତ ମାସ ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନସଂଶୋଧନ" (SIR) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବୁଧବାର ଦିନ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା…
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର, ୨୬/୦୫(ପିପିଟି): ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ  ଯାଜପୁର ଜିଲ୍ଲାରେ ମଇ ୨୮ ରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ଯୋଗ ମହୋତ୍ସବ-୨୦୨୬ ଅନୁଷ୍ଠିତ ହେବ। ଏହି ଯୋଗ ମହୋତ୍ସବକୁ ସୁଚାରୁ ରୂପେ ପାଳନ କରିବା ପାଇଁ…
Read More...

ଫଳକରେ ସାଂସଦଙ୍କ ନାମ ନଥିବାରୁ ଦଳୀୟ କର୍ମୀ ଭାଙ୍ଗିଲେ ଫଳକ ।

କୋଦଳା,୨୬/୦୫(ପିପିଟି):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଇଛି। ବିଧାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଖୋଦ୍ ଦଳୀୟ କର୍ମୀ ଶିଳାନ୍ୟାସ ଫଳକକୁ ଭାଙ୍ଗି ଚୂରମାର କରିଛନ୍ତି ।…
Read More...

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗରେ ବ୍ୟାପକ ବଦଳି ।

ବାଲିଗୁଡା , ୨୬/୦୫(ପିପିଟି): ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି ।…
Read More...

ପୋଷ୍ୟ ସନ୍ତାନ ଗ୍ରହଣ :ଝାଡ଼ଖଣ୍ଡର ଦମ୍ପତିଙ୍କୁ ମିଳିଲା ଅଧିକାର ।

ମାଲକାନଗିରି,୨୬/୦୫(ପିପିଟି):ଶିଶୁ ସୁରକ୍ଷା, କଲ୍ୟାଣ ଏବଂ ଥଇଥାନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌…
Read More...

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା : ୩ ଗିରଫ ।

ମାଲକାନଗିରି,୨୬/୦୫(ପିପିଟି):ଓରକେଲ ଥାନା ଅଧିନସ୍ଥ ଶାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶାରଦାଗୁଡା ଗ୍ରାମରେ ଗତ ଏକ ବର୍ଷ…
Read More...

ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ।

ବାଲିଗୁଡ଼ା, ୨୬/୦୫ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି…
Read More...

ପୋଲସରାରେ ତିନି ଦିବସୀୟ ପୋଷଣ ପ୍ରଶିକ୍ଷଣ ଶିବିର।

ପୋଲସରା,୨୬/୦୫ (ପିପିଟି) : ପୋଲସରା ବ୍ଲକ ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ପୌରପରିଷଦର ୧୯ ନଂ ୱାର୍ଡ ସ୍ଥିତ ମାତୃଶକ୍ତି କଲ୍ୟାଣ ମଣ୍ଡପଠାରେ ଚାଲିଥିବା ତ୍ରି-ଦିବସୀୟ ପୋଷଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...