Browsing Category

ଜିଲ୍ଲା

ପୋଷଣ ଉଚ୍ଚତା ଓ ଓଜନ ଉପରେ ପ୍ରଶିକ୍ଷଣ ।

ଉଲୁଣ୍ଡା,୧୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତେଲେଣ୍ଡା ଅଙ୍ଗନୱାଡି(୧) କେନ୍ଦ୍ରରେ ପୋଷଣ, ଓଜନ ଓ ଉଚ୍ଚତା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁର ବୟସ ଅନୁସାରେ…
Read More...

ଉଲୁଣ୍ଡାରେ ବାଲ୍ୟବିବାହ ନିରାକରଣ ପରାମର୍ଶ ବୈଠକ ।

ଉଲୁଣ୍ଡା,୧୨/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି ସଭାଗୃହରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ଚାଇଲଡ ଲାଇନ ସୁବର୍ଣ୍ଣପୁର ଆନୁକୁଲ୍ୟରେ ଏବଂ ଏସକେଏନ ନେଦରଲାଣ୍ଡର ସହାୟତାରେ ବାଲ୍ୟ ବିବାହ ନିରାକରଣ…
Read More...

ରକ୍ତଦାନ ଓ ରକ୍ତ ଯୋଗାଡ଼ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ପୁରସ୍କାର ପାଇଲେ ମନୋଜ ; ସୁବର୍ଣ୍ଣପୁରରେ…

ଉଲୁଣ୍ଡା,୧୨/୧୦(ପିପିଟି): ରକ୍ତ ଦାନ ଓ ରକ୍ତ ଯୋଗାଡ଼ କ୍ଷେତ୍ରରେ ରାଜ୍ୟରେ ଅତୁଳନୀୟ ଅବଦାନ ହେତୁ ଗତ ୪ ତାରିଖ ଦିନ ସୁଦୂର ରାଜସ୍ଥାନ ର ହନୁମାନ ଗଡ ରେ ନେସନାଲ କନଫରେନ୍ସ ଓ ମେଗା ସମ୍ବର୍ଦ୍ଧନା ସମାରୋହ ରେ ଓଡ଼ିଶାରୁ…
Read More...

ତାରାତାରିଣୀଙ୍କ ପୀଠରେ ଭୟାବହ ଅଗ୍ନିକାଣ୍ଡ।

ବ୍ରହ୍ମପୁର,୧୨/୧୦: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ। ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ…
Read More...

ଦୁଇ ଓକିଲଙ୍କୁ ବହିଷ୍କାର କଲା ଗଞ୍ଜାମ ଓକିଲ ସଂଘ।

ବ୍ରହ୍ମପୁର, ୧୨/୧୦(ପିପିଟି):ଗଞ୍ଜାମ ଓକିଲ ସଂଘର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି କ୍ରମେ ସଂଘର ଦୁଇ ଆଇନଜୀବୀଙ୍କୁ ବିଧିବଦ୍ଧ ଭାବରେ ସଂଘରୁ ବହିଷ୍କାର କରାଯାଇଛି। ସଂଘର ବାଇ ଲ ଅନୁଯାୟୀ ଓକିଲ ଶ୍ଯାମସୁନ୍ଦର ସାହୁ ଏବଂ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୨୯।

ଭୁବନେଶ୍ବର ୧୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୯। ପଜିଟିଭ ସଂଖ୍ୟା ୧୦,୩୨,୬୭୩ ଚିହ୍ନଟ ହୋଇଛନ୍ତି ୧୦,୧୯,୨୧୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୧୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୬୧ ଜଣଙ୍କର ମୃତ୍ୟୁ…
Read More...

ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସୂତୀ ବିଭାଗ କୋମାରେ !

ଖଲ୍ଲିକୋଟ, ୧୨/୧୦(ପିପିଟି):ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଭାଗରେ ସଂପ୍ରତି ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରକାଶ ଥାଉକି ପ୍ରସୂତୀ ପାଇଁ ଆସୁଥିବା ଅଧିକାଂଶ ମହିଳାଙ୍କୁ ବିଭିନ୍ନ ଆଳ…
Read More...

ଟ୍ରାନ୍ସଫର୍ମରରୁ ଯନ୍ତ୍ରାଂଶ ଚୋରି।

ତିର୍ତ୍ତୋଲ,୧୧/୧୦(ପିପିଟି);ତିର୍ତ୍ତୋଲ ଥାନା ଅନ୍ତର୍ଗତ ବନ୍ଦାଳ ଗ୍ରାମରୁ ଗତକାଲି ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରୁ ଚୋରି ହୋଇଛି । ଏହି ଥାନା ଅନ୍ତର୍ଗତ ସୁସଙ୍ଗ, ବାଲୁଙ୍କେଶ୍ୱର ଗ୍ରାମରେ ଟ୍ରାନ୍ସଫର୍ମର ଚୋରି ଉଦ୍ୟମ…
Read More...

ଯାଜପୁରରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ।

ଯାଜପୁର,୧୧/୧୦(ପିପିଟି) : ପ୍ରତ୍ୟେକ ପିଲା ବିଶେଷ କରି ଝିଅମାନଙ୍କ ପ୍ରତିଭା ବିକାଶ ବା ସଫଳତା ପାଇଁ ମା’ମାନଙ୍କର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ତେଣୁ ପିଲାମାନେ ଯେତେବେଳେ ସଫଳତା ପାଇଁ ସମ୍ବର୍ଦ୍ଧିତ ହେଉଛନ୍ତି…
Read More...

ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ।

ମାଲକାନଗିରି,ତା:୧୧/୧୦(ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକର ଶିଶୁ ବିକାଶ ଯୋଜନାରେ ନିଯୁକ୍ତି ଦିଆଯାଉଥିବା ଅଙ୍ଗନବାଡି କର୍ମୀ ପଦବୀ ରେ ହୋଇଥିବା ଅନିୟମିତତାର ପ୍ରତିବାଦରେ ଆଜି କାମବେଡା ଗ୍ରାମର…
Read More...