Browsing Category

ଜିଲ୍ଲା

ଫୁଲବାଣୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ:ସିଦ୍ଧେଶ୍ବର ସଭାପତି,ଅଜିତ ସମ୍ପାଦକ ।

କନ୍ଧମାଳ,୨୮/୦୩.(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ବାର ପରିସରରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୮ଟା ରୁ ଆରମ୍ଭ ହୋଇ ୩ଟା ରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର…
Read More...

କନ୍ଧମାଳ:ଗଞ୍ଜେଇ ସହ ଗାଡି ଜବତ;ଦୁଇ ଗିରଫ ।

କନ୍ଧମାଳ,୨୮/୦୩(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ୍ ଫିରିଙ୍ଗିଆ ଥାନା ତେଲାପାଲି ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ପିକଅପ ଭ୍ୟାନ ନଂ.ଓଡି-୦୨-ବିଏଲ-୪୩୭୮ କୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ଗାଡ଼ିରୁ…
Read More...

ବାଇକ ଦୁର୍ଘଟଣାରେ ଜ୍ୱାଇଁ ମୃତ, ଶାଳକ ଗୁରୁତର ।

ଭଞ୍ଜନଗର,୨୮/୦୩(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର…
Read More...

କୁଲାଡ଼ ଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ ।

ଭଞ୍ଜନଗର,୨୮/୦୩(ପିପିଟି); ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ଓ ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ କୁଲାଡ ର ମିଳିତ ଆନୁକୁଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ କୁଲାଡ ଠାରେ ଭଞ୍ଜ ଜୟନ୍ତୀ ପାଳିତ…
Read More...

ବିଦ୍ୟୁତ୍ ଭଡାବୃଦ୍ଧି ବିରୋଧରେ ପ୍ରତିବାଦ ବିକ୍ଷୋଭ ।

ବ୍ରହ୍ମପୁର,୨୮/୦୩(ପିପିଟି); କରୋନା ଯୋଗୁଁ ରାଜ୍ୟବାସୀ ରୋଜଗାର ଓ ବ୍ୟବସାୟ ହରାଇ ଦୁର୍ଦ୍ଦଶାମୟ ଜୀବନ ଅତିବାହିତ କରୁଥିବା ବେଳେ ଗତକାଲି ବିଦ୍ୟୁତ୍ ଭଡାକୁ ବୃଦ୍ଧି କରିବା ବେଡି ଉପରେ କୋରଡା ମାଡ ପରି ହୋଇଛି । ଟାଟା ପରି…
Read More...

ଗଞ୍ଜାମ ଓକିଲ ସଂଘ ନିର୍ବାଚନ; ଜନାର୍ଦ୍ଦନ ସଭାପତି, ପ୍ରଦୀପ ସମ୍ପାଦକ ।

ବ୍ରହ୍ମପୁର,୨୮/୦୩(ପିପିଟି); ଗଞ୍ଜାମ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ଶେଷ ହୋଇଛି। ସଭାପତି ଭାବରେ ଜନାର୍ଦ୍ଦନ ସୁବୁଦ୍ଧି ୬୬୫ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶିଶିର…
Read More...

ରାଜସୁନାଖଳା ବରିଷ୍ଠ ନାଗରିକ ଏକତା ମଞ୍ଚ ଓ ପ୍ରିନ୍ସ ଫାଉଣ୍ଡେସନ ତରଫରୁ ଜନହିତ କାର୍ଯ୍ୟକ୍ରମ।

ବୋଲଗଡ଼,୨୭/୦୩(ପିପିଟି),ଆଜି ରଣପୁର ବ୍ଲକ ସୁରୁକାବାଡି ପଂଚାୟତ କୋଦାଳପାଲ୍ଲୀ ଗ୍ରାମରେ ପ୍ରିନ୍ସ ଫାଉଣ୍ଡେସନ ଓ ରାଜସୁନାଖଳା ବରିଷ୍ଟ ନାଗରିକ ଏକତା ମଞ୍ଚ ଅନୂକଲ୍ୟ ରେ ଗରିବ ଅସହାୟ ଲୋକଙ୍କୁ ଵସ୍ତ୍ର ବଣ୍ଟନ ସହ ଶୁଖିଲା…
Read More...

କୁମୁଣ୍ଡି,ବୋରି ଏବଂ ବିଞ୍ଝଗିରି ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ ।

ବେଲଗୁଣ୍ଠା,୨୭/୦୩(ପିପିଟି); ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତରେ କୁମୁଣ୍ଡି,ବୋରି, ବିଞ୍ଝଗିରି ଏବଂ କ୍ଷତ୍ରିୟବରପୁର ପଞ୍ଚାୟତ ଅଧିନସ୍ଥ ସିଂହମର୍ଦ୍ଦନ ଗ୍ରାମର ବରିଷ୍ଠ ନାଗରିକଙ୍କୁ କରୋନା ଟୀକା ପ୍ରଦାନ…
Read More...

ଭଞ୍ଜନଗର ଓକିଲ ସଂଘ ନିର୍ବାଚନରେ ସନ୍ତୋଷ ସଭାପତି, ଜ୍ଞାନେନ୍ଦ୍ର ସମ୍ପାଦକ ।

ଭଞ୍ଜନଗର,୨୭/୦୩(ପିପିଟି);ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ ଠାରେ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୦୪ଟି ମତଦାନ ହୋଇଥିଲା। ସଭାପତି ଭାବେ ୨ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ…
Read More...

କୋଦଳା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ; ବାଳାକୃଷ୍ଣ ସଭାପତି, ଗୋପାଳକୃଷ୍ଣ ସମ୍ପାଦକ ଭାବେ ନିର୍ବାଚିତ

କୋଦଳା,୨୭/୦୩(ପିପିଟି);ଶନିବାର କୋଦଳା କୋର୍ଟ ପରିସରରେ ଓକିଲ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବାଳକୃଷ୍ଣ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଗୋପାଳକୃଷ୍ଣ ସାହୁ…
Read More...