Browsing Category

ଜିଲ୍ଲା

ପୂର୍ବ ଶତ୍ରୁତାକୁ ନେଇ ପଡୋଶୀ ଭାଙ୍ଗିଲେ ଘର; ଜାନକୀ ଏବେ ବେସାହାରା ।

ଭଞ୍ଜନଗର,୦୩/୦୪(ପିପିଟି); ତାରସିଙ୍ଗି ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗ୍ରାମରେ ପୂର୍ବ ଶତ୍ରୁତା କାରଣରୁ ଜଣେ ଗରୀବ ହରିଜନ ମହିଳାଙ୍କୁ ସରକାରଙ୍କ ତରଫରୁ ମିଳିଥିବା ଇନ୍ଦିରା ଆବାସ ଗୃହକୁ ତାର ପଡୋଶୀ ଭାଙ୍ଗି ଛାରଖାର…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୨,୨୨୪ମୃତ୍ୟୁ ସଂଖ୍ୟା ୧୯୨୧ ।

ଭୁବନେଶ୍ବର ୦୩/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫୨। କରୋନା ପଜିଟିଭ ସଂଖ୍ୟା ୩,୪୨,୨୨୪ଚିହ୍ନଟ ହୋଇଛନ୍ତି ୩,୩୭,୪୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୮୨୦ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ…
Read More...

ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ନେଇଗଲେ ଦୁବୃର୍ତ୍ତ ।

ଶେରଗଡ,୦୩/୦୪(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗାଁ ର ବଡ଼ଘାଟି ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କାମାକ୍ଷୀଙ୍କ ମନ୍ଦିର ର ରୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା…
Read More...

ସର୍ବଭାରତୀୟ ପରୀକ୍ଷାରେ ବେଲଗୁଣ୍ଠାର ସ୍ଵସ୍ତିକ ରଚିଲେ ରେକର୍ଡ ।

ବେଲଗୁଣ୍ଠା,୦୩/୦୪(ପିପିଟି); କଷ୍ଟ ଏଣ୍ଡ ମେନେଜମେଣ୍ଟ  ଇଣ୍ଟର ମେଡିଏଟ୍ ପରୀକ୍ଷା ରେ ଓଡ଼ିଶା ତଥା ସର୍ବଭାରତୀୟ ସ୍ତରରେ ବେଲଗୁଣ୍ଠା ଛାତ୍ର ସ୍ଵସ୍ତିକ କୁମାର ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରି ଗ୍ରାମ ତଥା ଗତ ଦିନ…
Read More...

କୋଠଘର ଉଦ୍‌ଘାଟନ ସହିତ ରୋଷେଇ ଘର ପାଇଁ ଶୁଭ ଦେଲେ ବିଧାୟିକା ।

କୋଦଳା,୦୨/୦୪(ପିପିଟି);ଶୁକ୍ରବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନଏସି, ଅନ୍ତର୍ଗତ ଦଶ ନମ୍ବର ୱାର୍ଡ ପଣ୍ଡାସାହି ଠାରେ ନବନିର୍ମିତ କୋଠ ଘରକୁ ଉଦଘାଟନ କରିଛନ୍ତି । ତତସହିତ ସାହିବାସିନ୍ଦାଙ୍କୁ ଅନୁରୋଧ…
Read More...

ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ ଉତ୍କଳ ଦିବସ ପାଳିତ ।

ମାଲକାନଗିରି,ତା:୦୧/୦୪(ପିପିଟି);ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି ଆନୁକୂଲ୍ଯରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮୬ତମ ଉତ୍କଳ ଦିବସ ପାଳିତ । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂର୍ବତ୍ତନ ଉପ-ଜିଲ୍ଲାପାଳ ରଥିକୃଷ୍ଣ…
Read More...

ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ ।

ବାଲିଗୁଡା,୦୨/୦୪(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନା ଦିବସ ସ୍ଥାନୀୟ ବାଟାଲିୟନର ମୁଖ୍ୟାଳୟ ପରିସରରେ କମାଡେଣ୍ଟ ଆନନ୍ଦ ଝାଙ୍କ ଅଧ୍ୟକ୍ଷତାରେ କୋଭିଡ କଟକଣା ମଧ୍ୟରେ…
Read More...

ଜଗତସିଂହପୁର ଷ୍ଟେଟବ୍ୟାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସେହି ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ।

ଜଗତସିଂହପୁର,୦୨/୦୪(ପିପିଟି);ଜଗତସିଂହପୁର କୃଷି ବିକାଶ ଶାଖା ବିରୋଧରେ ସେହି ବ୍ୟାଙ୍କ ଶାଖାରେ ଦୀର୍ଘ ୪୦ ବର୍ଷ ଚାକିରୀ କରି ଅବସର ଗ୍ରହଣ କରିଥିବା ଜଣେ କର୍ମଚାରୀ ବ୍ୟାଙ୍କର ଅବହେଳା ସମ୍ପର୍କରେ ଜିଲ୍ଲା ଖାଉଟି ସୁରକ୍ଷା…
Read More...

ନଳକୂପ ବସିଲା ବେଳୁ ଅଚଳ,୪୦ ଟି ପରିବାର ପୋଖରୀ ପାଣି ଉପରେ ନିର୍ଭର ।

ବୋଲଗଡ଼,୦୨/୦୪(ପିପିଟି); ସରକାର ପାନୀୟ ଜଳର ସମସ୍ୟାକୁ ଗୁରୁତ୍ବ ଦେଇ ପ୍ରତ୍ୟେକ ଗ୍ରାମରେ ପ୍ରତିଟି ପରିବାର ନିକଟରେ ଜଳ ଯୋଗାଣ ବ୍ୟବସ୍ଥା ହେବାର ପ୍ରତିଶୃତି ଦେଇ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସେସବୁ…
Read More...

ସଂପୁର ଗ୍ରାମରେ ଉତ୍କଳ ଦିବସ ପାଳିତ।

ବୋଲଗଡ଼,୦୧/୦୪(ପିପିଟି),ପାଞ୍ଚଗଡ ସୃଜନଶୀଳ ସମିତି ଆନକୂଲ୍ୟରେ ଉତ୍କଳ ଦିବସ କୋଭିଡ୍ -୧୯ ନିୟମ ପାଳନ କରାଯାଇ ଓ ସାମାଜିକ ଦୂରତା ରକ୍ଷାକରାଯାଇ ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସଂପୁର ସ୍ଥିତ ସରକାରୀ ଚତୁର୍ଭୂଜ ହାଇସ୍କୁଲର…
Read More...