Browsing Category
ଜିଲ୍ଲା
ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ ; ସାତ ସପନ ହୋଇଛି ଆବାସ ଯୋଜନା ।
ଉଲୁଣ୍ଡା,୦୫/୦୭(ପିପିଟି); ସରକାର ଗରିବ ଲୋକଙ୍କ ପାଇଁ କେତେ କଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ରାଜ୍ୟରେ କେହି ବି ଅର୍ଦ୍ଧ।ହାରରେ ରହିବେ ନାହିଁ ବୋଲି ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ସହ ରହିବା ପାଇଁ ଆବାସ ଯୋଜନା…
Read More...
Read More...
ଜୁଆ ଆଡ୍ଡା ଉପରେ ଚଢ଼ାଉ ।
ଶେରଗଡ,୦୫/୦୭(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମ ରେ ଦୀର୍ଘ ଦିନ ହେବ ଜୁଆ ଖେଳ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଶେରଗଡ଼ ଥାନା ଅଧିକାରିଣୀ ମମତା ସାମନ୍ତରାୟ ସଦଳବଳେ ଅଚାନକ ଜୁଆ…
Read More...
Read More...
ଗାଁ ପୋଖରୀହୁଡାକୁ ଜବରଦଖଲ କରିଥିବାରୁ ବିକାଶପାଇଁ ଅନ୍ତରାୟ ।
ରାୟଗଡା,୦୫/୦୭(ପିପିଟି); ରାମନାଗୁଡ଼ାବ୍ଲକ ଉକାମ୍ବା ପଞ୍ଚାୟତ ସଦର ଗ୍ରାମର ଗାଁ ପୋଖରୀ ହୁଡାକୁ ଜବରଦଖଲ କରିଥିବାରୁ ପୋଖରୀକାମରେ ବାଧା ଉପୁଜିଛି।ନରେଗା ଯୋଜନାରେ ପୋଖରୀ କାମପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେହି…
Read More...
Read More...
ଡେଙ୍ଗାଉସ୍ତା ବଜାରରେ ମୋବାଇଲ ଦୋକାନ ଲୁଟ ଘଟଣାର ୬ ମାସ ପରେ ୩୧ ମୋବାଇଲ ସହ ଧରା ପଡିଲେ ତିନି ଅଭିଯୁକ୍ତ ।
ସାନଖେମୁଣ୍ଡି,୦୫/୦୭(ପିପିଟି); ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର ମୁଖ୍ୟ ଆଲୋଚ୍ୟ ଖବର ଭାବରେ ଛଅମାସ ତଳୁ ଡେଙ୍ଗାଉସ୍ତାର ଏକ ମୋବାଇଲ ଦୋକାନ ଲୁଟ ଘଟଣାର ଅଭିଯୁକ୍ତଙ୍କ ସହ ଚୋରୀ ମୋବାଇଲକୁ ଆଜି ପାଟପୁର ପୋଲିସ ଜବତ…
Read More...
Read More...
ସାବିତ୍ରୀ ମହିଳା ଓ କେ ଏସ୍ ୟୁ ବି କଲେଜ ରେ ବନ ମହୋତ୍ସବ ସପ୍ତାହ ପାଳିତ ।
ଭଞ୍ଜନଗର,୦୫/୦୭(ପିପିଟି);ଭଞ୍ଜନଗର ସହରରେ ଥିବା ଦୁଇ ପ୍ରମୁଖ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସାବିତ୍ରୀ ମହିଳା…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦୩ ।
ଭୁବନେଶ୍ବର ୦୫/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୦୩ । ପଜିଟିଭ ସଂଖ୍ୟା ୯,୨୪,୬୯୯ ଚିହ୍ନଟ ହୋଇଛନ୍ତି ୮,୯୦,୭୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୬୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୨୪୮ ଜଣଙ୍କର ମୃତ୍ୟୁ…
Read More...
Read More...
ବିବାହର ପ୍ରଲୋଭନ ଦେଖା ଦୁଷ୍କର୍ମ:ବନପାଳ ଗିରଫ ।
ମାଲକାନଗିରି,ତା:୦୪/୦୭(ପିପିଟି); ମାଲକାନଗିରି ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ଯର ତମୂରଲୀଧର ଅନୁଗୁଳିଆ ଦୀର୍ଘ ଦିନ ଧରି ଏକ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହେଲା ପରେ ମାଲକାନଗିରି…
Read More...
Read More...
କୀଟ ନାଶକ ଖାଇ ଯୁବକଙ୍କ ଆତ୍ମହତ୍ୟା ।
ଭଞ୍ଜନଗର,୦୪/୦୭(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ା ଗ୍ରାମରେ ଜଣେ ଯୁବକ କୀଟ ନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଗ୍ରାମର ସ୍ବର୍ଗତଃ ଖଦାଳ ବରାଡ଼ଙ୍କ ପୁଅ ଗଣେଶ ବରାଡ଼(୨୫) ପୂର୍ବରୁ ସୁରଟ ରେ ରହି…
Read More...
Read More...
ବେଲଗୁଣ୍ଠା ଥାନା ପରିସରରେ ବିଧାୟକ ଏଡିଜେ ଏବଂ ଉପଜିଲ୍ଲାପାଳଙ୍କ ମିଳିତ ବୃକ୍ଷ ରୋପଣ ।
ବେଲଗୁଣ୍ଠା,୦୪/୦୭(ପିପିଟି); ସ୍ଥାନୀୟ ଥାନା ପରିସରରେ ମୂଲ୍ୟବାନ ଏବଂ ଔଷଧିୟ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ଉପଖଣ୍ଡ ଆରକ୍ଷ ଅଧିକାରୀ…
Read More...
Read More...
କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବୃକ୍ଷ ରୋପଣ ।
ବାଲିଗୁଡା,୦୪/୦୭(ପିପିଟି): କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ୱାଦିକ ସଂଘ ପକ୍ଷରୁ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...
Read More...