Browsing Category

ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ଶେରଗଡ଼ ଗ୍ରସ୍ତ ;ବସଷ୍ଟାଣ୍ଡ ଜମିରେ ଡମ୍ପିଂୟାଡ଼ ଦେଖି ହେଲେ ତାଜୁବ ।

ଶେରଗଡ଼,୧୦/୦୪(ପିପିଟି) : ଆଜି ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଶେରଗଡ଼ ଗ୍ରସ୍ତ କରି ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଆଜି ଦିନ ଦୁଇଟା ସମୟରେ ପ୍ରଥମେ ପିତଳ ଓ ନରେନ୍ଦ୍ରପୁର…
Read More...

ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯିବ; ଏଣିକି ଗ୍ରାହକ ମାସ୍କ ପରିଧାନ କରିନ ଥିଲେ ଦୋକାନୀ ଠାରୁ ଜୋରିମାନା…

ଛତ୍ରପୁର୧୦/୦୪(ପିପିଟି); ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବା ସକାଶେ…
Read More...

ହାଇୱା ଭିତରକୁ ପଶିଗଲା ବାଇକ; ଚାଳକ ଗୁରୁତର ।

ଭଞ୍ଜନଗର,୧୦/୦୪(ପିପିଟି); ଭଞ୍ଜନଗର ନିକଟସ୍ଥ ନୂଆ ଗାଁ ବ୍ରିଜ ନିକଟରେ ଏକ ହାଇୱା ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ମଦନ ନାଇକ (୨୮)ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ବିଲୁଆପଡା…
Read More...

ସହଯୋଗ ତାଲିମ୍ ଶିବିର ଉଦଯାପିତ ।

ବେଲଗୁଣ୍ଠା,୦୯/୦୪(ପିପିଟି); ବିଦ୍ୟାଳୟ ମାନଙ୍କର ବିକାଶ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଗୁଡ଼ିକର ଭୂମିକା ଅତି ଗୁରୁତ୍ୱୂପୂର୍ଣ୍ଣ । ଏହି ବାର୍ତ୍ତାକୁ ନେଇ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ସହଯୋଗ ତାଲିମ୍ ଶିବିର ଆଜି…
Read More...

ମାଲକାନଗିରି ବନ କର୍ମଚାରୀଙ୍କ ଦ୍ବାରା ଦୁଇଟିକାଠ ବୋଝେଇ ଟ୍ରାକ୍ଟର ଜବତ,୪ ଆସାମୀ ଗିରଫ ।

ମାଲକାନଗିରି,୦୯/୦୪(ପିପିଟି); ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଗୁରାଖୁଣ୍ଟା ଗ୍ରାମ ଠାରୁ ଏମଭି-୨୪ ଗ୍ରାମକୁ ଦୁଇଟି ଟ୍ରାକ୍ଟର ଯୋଗେ ପିଆଶାଳ କାଠ ବୋଝେଇ ହୋଇ ଚୋରା ଚାଲାଣ କରାଯାଉଥିବା ବେଳେ ବିଶ୍ବସ୍ଥ ସୂତ୍ରରୁ…
Read More...

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମହମବତୀ ପଦଯାତ୍ରା।

ବୋଲଗଡ,୦୯/୦୪(ପିପିଟି); ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଠାରେ ମାଓବଦୀଙ୍କ ଆକ୍ରମଣରେ ସହିଦ ହୋଇଥିବ ୨୪ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ଅମର ଆତ୍ମାର ସଦଗତି ନିମନ୍ତେ ବୋଲଗଡ ବ୍ଲକ ସଂପୁର ଗ୍ରାମବାସୀଙ୍କ…
Read More...

ଝିଅ ବିପଦ ନୁହେଁ, ଝିଅ ହିଁ ସମ୍ପଦ – ଜିଲ୍ଲାପାଳ ।

ଛତ୍ରପୁର,୦୯/୦୪(ପିପିଟି); ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲାଭାବେ ପରିଚିତ କରାଇବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ । ଯଦି ବାଲ୍ୟ ବିବାହ ହୁଏ ତେବେ ତାହାକୁ ମାଜିଷ୍ଟ୍ରିଆଲ୍…
Read More...

ବିରଜା କ୍ଷେତ୍ର ଜ୍ଞାନମାଳା ପୁସ୍ତକ ଲୋକାର୍ପିତ ।

ଯାଜପୁର,୦୯/୦୪(ପିପିଟି); ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ଦ୍ୱାରା ଲିଖିତ ଓ ସଂଯୋଜିତ ଏକ ଜ୍ଞାନ ବର୍ଦ୍ଧକ କୁଇଜ୍ ପୁସ୍ତକ ବିରଜା କ୍ଷେତ୍ର ଜ୍ଞାନମାଳା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦ୍ୱାରା ଲୋକାର୍ପିତ…
Read More...

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ; ଦୁଇ ଆହତ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ।

ବାଲିଗୁଡା,୦୯/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡାଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଳକର ମହାଶିଙ୍ଘି ଗ୍ରାମ ୫୯ନଂ ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ସ୍କୁଟି ଦୃତଗତିରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ…
Read More...

କୋଭିଡ଼ ନିୟମ କଡ଼ାକଡ଼ି ପାଳନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ଭଞ୍ଜନଗର,୦୯/୦୪(ପିପିଟି); କରୋନା ର ଦ୍ୱିତୀୟ ଲହର ଏବେ ପୁଣିଥରେ ଚିନ୍ତା ବଢାଇଛି।ପ୍ରତିଦିନ ବହୁ ନୂତନ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରେ ଲାଗିଛନ୍ତି।ତେଣୁ ବେଳ ଥାଉ ଥାଉ ଆମେ ସତର୍କତା ଅବଲମ୍ଭନ ନ କରିବା ତେବେ…
Read More...